Browsing Tag

bcci president

ଟିମ୍‌ ଇଣ୍ଡିଆର ଲିଡ୍‌ ସ୍ପନସର ହେଲା Dream 11, ବିସିସିଆଇ କଲା ଜର୍ସି ସ୍ପନସରରେ ପରିବର୍ତ୍ତନ

ଟିମ୍ ଇଣ୍ଡିଆ ଜର୍ସିରେ ଆଉ ଦିଶିବ ନାହିଁ ବାଇଜୁ । ବିସିସିଆଇ ଟିମ୍‌ ଇଣ୍ଡିଆ ଜର୍ସି ସ୍ପନସରରେ ପରିବର୍ତ୍ତନ କରିଛି । ବାଇଜୁ ବଦଳରେ ଏବେ ଡ୍ରିମ୍ ୧୧ ହୋଇଛି ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର୍ । ଆଗାମୀ ୩ ବର୍ଷ ପାଇଁ ଟିମ୍‌ ଇଣ୍ଡିଆ ଜର୍ସିର ଲିଡ୍‌ ସ୍ପନସର ହେବ ଡ୍ରିମ୍‌ ୧୧ ।…

BCCI ର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି, ନେଲେ ଗାଙ୍ଗୁଲିଙ୍କ ସ୍ଥାନ

ଭାରତୀୟ କ୍ରିକେଟ ବୋର୍ଡ( BCCI) ରେ ବଡ ପରିବର୍ତ୍ତନ ହୋଇଛି। ୧୯୮୩ ର ବିଶ୍ୱକପ ବିଜେତା ଟିମର ସଦସ୍ୟ ଅଲରାଉଣ୍ଡର ରୋଜର ବିନ୍ନି ବିସିସିଆଇର ୩୬ ତମ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବିନ୍ନି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ରିପ୍ଲେସ କରିଛନ୍ତି। ବିସିସିଆଇର…

ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ୍‌ ବୋର୍ଡ BCCIର ପରବର୍ତ୍ତୀ ସଭାପତି ହେବେ ରୋଜର ବିନ୍ନି

କେନ୍ୟୁଜ୍: BCCI ସଭାପତି ହେବେ ବିନ୍ନି । ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ୍‌ ବୋର୍ଡର ପରବର୍ତ୍ତୀ ସଭାପତି ହେବେ ରୋଜର ବିନ୍ନି । ୧୯୮୩ ବିଶ୍ୱକପ୍‌ ବିଜେତା ଭାରତୀୟ ଦଳର ହିରୋ ରୋଜର ବିନ୍ନି । ବର୍ତ୍ତମାନର ସଭାପତି ସୌରଭ ଗାଙ୍ଗୁଲୀଙ୍କ ସ୍ଥାନ ନେବେ ରୋଜର ବିନ୍ନି । ୬୭ ବର୍ଷୀୟ ବିନ୍ନି…

ଅଧ୍ୟକ୍ଷ ପଦ ଛାଡିବେ ଗାଙ୍ଗୁଲି, BCCI ର ନୂଆ ଅଧ୍ୟକ୍ଷ ହୋଇପାରନ୍ତି ରୋଜର ବିନ୍ନୀ

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂତନ ଅଧ୍ୟକ୍ଷକୁ ନେଇ ଖୁବଶୀଘ୍ର ଘୋଷଣା ହୋଇପାରେ। ଚଳିତାମସ ୧୮ ତାରିଖରେ ବିସିସିଆଇ ଅଧ୍ୟକ୍ଷ ପଦକୁ ନେଇ ନିର୍ବାଚନ ହେବ। ଏହାସହିତ ଯେଉଁ ଅଧିକାରୀ ଏବେ ରହିଛନ୍ତି, ସେମାନଙ୍କ କାର୍ଯ୍ୟକାଳ ସମାପ୍ତ ହେବ ଏବଂ ନୁଆ ଅଧିକାରୀ ନିଯୁକ୍ତି…

ସୌରଭ ଗାଙ୍ଗୁଲିଙ୍କ ଟ୍ବିଟ୍‌ ଉପରେ ଲାଗିଲା ବିରାମ, କହିଲେ ବିସିସିଆଇ ଅଧ୍ୟକ୍ଷ ପଦରୁ ଦେଇନାହାନ୍ତି ଇସ୍ତଫା ’କିଛି ନୂଆ…

ଭାରତୀୟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବୁଧବାର ଏକ ଟ୍ୱିଟକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା । ସୌରଭ ଗାଙ୍ଗୁଲି କହିଥିଲେ ଯେ ସେ ବର୍ତ୍ତମାନ କିଛି ନୂଆ କରିବାକୁ ଆରମ୍ଭ କରିବାକୁ ଯାଉଛନ୍ତି ଏବଂ ଏଥିପାଇଁ ସେ ପ୍ରଶଂସକଙ୍କ ସମର୍ଥନ ମଧ୍ୟ ଲୋଡିଛନ୍ତି। ଆଉ ଗାଙ୍ଗୁଲିଙ୍କ ଏହି ଟ୍ୱିଟ…