Browsing Tag

bcci

BCCIର ଐତିହାସିକ ଘୋଷଣା! ଉଭୟ ପୁରୁଷ ଓ ମହିଳା କ୍ରିକେଟରଙ୍କୁ ମିଳିବ ସମାନ ମ୍ୟାଚ୍‌ ଫି’

BCCI ଏକ ଐତିହାସିକ ଘୋଷଣା କରିଛି। ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ମ୍ୟାଚ୍‌ ଫି’କୁ ବର୍ତ୍ତମାନ ପୁରୁଷ କ୍ରିକେଟରଙ୍କ ବରାବର କରି ଦେଇଛି। BCCI ସଚିବ ଜୟ ଶାହ ଟ୍ଵିଟ୍‌ କରି ଏହି ବଡ଼ ଘୋଷଣା କରିଛନ୍ତି। ଜୟ ଶାହ କହିଛନ୍ତି କି, ଏବେଠାରୁ ମହିଳାମାନଙ୍କୁ ବି ପୁରୁଷଙ୍କ ସମାନ ମ୍ୟାଚ୍‌ ଫି’…

ଡିସେମ୍ବର ୧୬ରେ ଆଇପିଏଲ୍‌ ୨୦୨୩ ପାଇଁ ହେବ ନିଲାମୀ ପ୍ରକ୍ରିୟା, ପୁଣି ପୁରୁଣା ଫର୍ମାଟରେ ଖେଳାଯିବ ମ୍ୟାଚ୍‌

ଆଇପିଏଲ୍‌ ୨୦୨୩ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିସିସିଆଇ। ଆଇପିଏଲ ପକ୍ଷରୁ ସମସ୍ତ ୧୦ଟି ଟିମ୍‌କୁ ମେସେଜ ପଠାସରିଛି। ଯେଉଁଥିରେ ୧୫ ନଭେମ୍ବର ଭିତରେ ରିଟେନ ଖେଳାଳିଙ୍କ ତାଲିକା ଦେବାକୁ ବିସିସିଆଇ କହିଛି। ରିଟେନ ଖେଳାଳିଙ୍କ ପାଇଁ ଅକ୍ସନ ୧୬ ଡିସେମ୍ବରରେ ବେଙ୍ଗାଲୁରୁ ଠାରେ…

ଶ୍ରେୟସ ଆୟର ଏବଂ ରବି ବିଷ୍ନୋଇଙ୍କୁ ଝଟକା, ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ ରଦ୍ଦ କଲା ବିସିସିଆଇ

ଟି-୨୦ ବିଶ୍ୱକପ ୨୦୨୨ ପୂର୍ବରୁ ବିସିସିଆଇ ବଡ ନିଷ୍ପତ୍ତି ନେଇଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍‌ ଇଣ୍ଡିଆର ୨ ଖେଳାଳିଙ୍କୁ ବିସିସିଆଇ ଝଟକା ଦେଇଛି। ଭାରତୀୟ ମ୍ୟାନେଜମେଣ୍ଟ ଟି-୨୦ ବିଶ୍ୱକପ୍‌ ୨୦୨୨ ପାଇଁ ଏମାନଙ୍କୁ ଅଷ୍ଟ୍ରେଲିଆ ନ ପଠାଇବାକୁ ନିଷ୍ପତ୍ତି ନେଇଛି। ଶ୍ରେୟସ ଆୟର ଏବଂ ରବି…

ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍‌ ପଡିଲେ ଦୀପକ ଚହର, ଓ୍ଵାଶିଂଟନ ସୁନ୍ଦରଙ୍କୁ ମିଳିଲା ସୁଯୋଗ

ଟିମ୍‌ ଇଣ୍ଡିଆ ଲାଗିଲା ପୁଣି ଏକ ବଡ ଝଟକା। ସାଉଥ ଆଫ୍ରିକା ଦିନିକିଆ ସିରିଜର ବାକି ମ୍ୟାଚ୍‌ ପାଇଁ ଦଳରୁ ବାଦ୍‌ ପଡିଲେ ଦୀପକ ଚହର। ଦୀପକଙ୍କ ସ୍ଥାନରେ ଟିମ୍‌ରେ ସାମିଲ ହେଲେ ଓ୍ଵାଶିଂଟନ ସୁନ୍ଦର। ଲକ୍ଷ୍ମୌରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍ ପୂର୍ବରୁ ଟ୍ରେନିଂ ସମୟରେ ଦୀପକ…

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆର ଫଟୋଶୁଟ୍‌, ବିସିସିଆଇ ସେୟାର କଲା ଫଟୋ

ବିଶ୍ୱକପ୍‌ ୨୦୨୨ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ଯିବା ପୂର୍ବରୁ ଫଟୋଶୁଟ୍‌ କରିଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଖେଳାଳି। ଏହି ସମୟରେ ଖେଳାଳିଙ୍କ ସହିତ ସପୋର୍ଟ ଷ୍ଟାଫ ମଧ୍ୟ ନଜର ଆସିଛନ୍ତି । ଟିମ୍‌ ଇଣ୍ଡିଆରେ ଏହି ଫଟୋକୁ ବିସିସିଆଇ ଟ୍ଵିଟ୍‌ କରିଛି। ଏହା ସହିତ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା, ବାଦ୍‌ ପଡିଲେ ପାଣ୍ଡ୍ୟା, ଦୀପକ ଏବଂ ସାମି

ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା କରିଛି ବିସିସିଆଇ। ହେଲେ ଟିମ୍‌ ଇଣ୍ଡିଆକୁ ବଡ ଝଟକା ଲାଗିଛି। ଆହତଜନିତ ସମସ୍ୟା କାରଣରୁ ଷ୍ଟାର ଖେଳାଳି ଦୀପକ ହୁଡ୍ଡା ଏବଂ ମହମ୍ମଦ ସାମି ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍‌ ପଡିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ…

ଶିବ ପ୍ରସାଦ ତ୍ରିପାଠୀ ପୁଣି ଥରେ ବିସିସିଆଇ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ, ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦…

କେନ୍ୟୁଜ୍: ଶିବ ପ୍ରସାଦ ତ୍ରିପାଠୀ ପୁଣି ଥରେ ବିସିସିଆଇ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-ଟେ୍ଵଣ୍ଟି ମ୍ୟାଚର ପର୍ଯ୍ୟବେକ୍ଷକ ହେବେ ଶିବ ପ୍ରସାଦ ତ୍ରିପାଠୀ। ନାଗପୁରରେ ଖେଳାଯିବ ଦ୍ୱିତୀୟ ଟି-ଟେ୍ଵଣ୍ଟି…

ଅଷ୍ଟ୍ରେଲିଆ ଏବଂ ସାଉଥ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା: ବାଦ୍‌ ପଡିଲେ ପାଣ୍ଡ୍ୟା,…

ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ। ଟି-୨୦ବିଶ୍ୱକପ ପାଇଁ ଟିମ୍‌ ଚୟନ ପରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍‌ ଘୋଷଣା ହୋଇଛି। ବିସିସିଆଇ ଏକ ବୟାନରେ ସୂଚନା ଦେଇଛି।…

ଆଇସିସି ଟି-୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କଲା ବିସିସିଆଇ, ଦଳକୁ ଫେରିଲେ ବୁମରା

ଆଇସିସି ଟି-୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ। ଟି-୨୦ ବିଶ୍ୱକପ୍‌ ପାଇଁ ଅଧିନାୟକ ଦାୟିତ୍ୱ ତୁଲାଇବେ ରୋହିତ ଶର୍ମା। ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ସିରିଜ ପାଇଁ ଟିମ୍‌ ଘୋଷଣା ହେବାର ଥିଲା। ତେବେ ଟି-୨୦ବିଶ୍ୱକପ…

କ୍ରିକେଟରୁ ସଂପୂର୍ଣ୍ଣ ସନ୍ନ୍ୟାସ ନେଲେ ସୁରେଶ ରାଇନା, ଆଇପିଏଲ ବି ଖେଳିବେନି

ଟିମ୍‌ ଇଣ୍ଡିଆର ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଭାରତୀୟ କ୍ରିକେଟରୁୁ ବାଏ ବାଏ କହିଛନ୍ତି।  ସୁରେଶ ରାଇନା ଘୋଷଣା କରିଛନ୍ତି ଯେ, ସେ ବିସିସିଆଇ ସହିତ ଜଡିତ କୌଣସି ଟୁର୍ଣ୍ଣାମେଣ୍ଟର ଅଂଶ ରହିବେ ନାହିଁ।  ଖବର ଅନୁଯାୟୀ, ସୁରେଶ ରାଇନା ବିସିସିଆଇ ଏବଂ ଉତ୍ତରପ୍ରଦେଶ କ୍ରିକେଟ୍…

ମୋ ପାଖରେ କୌଣସି ରୋଜଗାର ନାହିଁ, ବିସିସିଆଇ ଦେଉଥିବା ପେନସନରେ ମୋ ଘର ଚଳୁଛି: ବିନୋଦ କାମ୍ବଲି

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଏବେ ଆର୍ଥିକ ଅଭାବରେ ଦିନ କାଟୁଛନ୍ତି। ତାଙ୍କ ପାଖରେ କୌଣସି ରୋଜଗାର ନାହିଁ। କେବଳ ପେନସନ ସାହାରାରେ ନିଜର ଏବଂ ପରିବାରର ପ୍ରତିପୋଷଣ କରୁଛନ୍ତି। କାମ୍ବଲି ନିଜେ ଏକ ଇଣ୍ଟରଭ୍ୟୁରେ ଏକଥା ଖୁଲାସା କରିଛନ୍ତି। ବିସିସିଆଇ ପକ୍ଷରୁ…

ଆଉ ବିସିସିଆଇ ସ୍ପନସରସିପ ଦାୟିତ୍ୱରେ ରହିବନି PayTM, Mastercardକୁ ମିଳିଲା ନୂଆ ଦାୟିତ୍ୱ

ଟିମ ଇଣ୍ଡିଆର ସ୍ପନସରସିପ ଦାୟିତ୍ୱରେ PayTM ର ଆଉ ରହିବ ନାହିଁ । ବିସିସିଆଇ ଟାଇଟଲ ସ୍ପନସରର ଦାୟିତ୍ୱ ପେଟିଏମ ସ୍ଥାନରେ ମାଷ୍ଟରକାର୍ଡ଼ (Mastercard)କୁ ଦେଇଥିବା ଜଣାଯାଇଛି । ଅନେକ ପୂର୍ବରୁ ବିସିସିଆଇ ସହିତ ପେଟିଏମ ନିଜ ସମ୍ପର୍କ ଛିନ୍ନ କରିଥିବା ନେଇ ଜଣାଯାଇଛି । ଏବେ ଭାରତରେ ହେବାକୁ…