Browsing Tag

best food

ଶରୀରରେ ଅକ୍ସିଜେନ ଲେଭଲ କୁ ବଢ଼ାଇବ ଏହି ସବୁ ଖାଦ୍ୟ, ଏବେଠୁ ଜାଣିନିଅନ୍ତୁ ଲିଷ୍ଟ

ଦିନକୁ ଦିନ ବାୟୁର ଗୁଣ ଖରାପ ହୋଇ ଚାଲିଛି । ଯେଉଁଥିପାଇଁ ହୃଦୟ ଓ ଫୁସଫୁସରେ ଖରାପ ପ୍ରଭାବ ପକାଇ ଥାଏ । ଲୋକେ ବିଷାକ୍ତ ପବନ ଗ୍ରହଣ କରୁଥିବାରୁ ଶରୀରରେ ଅକ୍ସିଜେନ ଅଭାବ ଦେଖାଯାଇଥାଏ । ଶରୀରରେ ଅକ୍ସିଜେନ ଅଭାବରୁ ଶ୍ୱାସ ନେବାରେ ଅସୁବିଧା ଦେଖାଦେଇଥାଏ । ଭ୍ରମ ଅବସ୍ଥା ସୃଷ୍ଟି ହୋଇଥାଏ ।…

ଭିଟାମିନ୍ B6 ଅଭାବରୁ ହୋଇପାରେ କ୍ୟାନ୍ସର ଭଳି ମାରାତ୍ମକ ରୋଗ! ରକ୍ଷା ପାଇବା ପାଇଁ ପ୍ରଚୁର ମାତ୍ରାରେ ଖାଆନ୍ତୁ ଏହି…

ଭିଟାମିନ୍ B6 ପାଇରିଡୋକ୍ସିନ୍‌ (Pyridoxine) ରୂପେ ଜଣାଯାଇଥାଏ। ଏହା ଏକ ଓ୍ଵାଟର ସଲ୍ୟୁଏବଲ୍‌ ଭିଟାମିନ୍, ଯାହା ପ୍ରାକୃତିକ ରୂପେ ଅନେକ ଖାଦ୍ୟ ପଦାର୍ଥରେ ମିଳିଥାଏ। ଏଥି ସହିତ ଏହାକୁ ଫୁଡ୍‌ ସପ୍ଲିମେଣ୍ଟରେ ମଧ୍ୟ ଯୋଡ଼ା ଯାଇପାରିବ। ଏହି ଭିଟାମିନ୍ ସାହାଯ୍ୟରେ ଅନେକ ରୋଗକୁ ଦୂର କରାଯାଇ…

ବ୍ରେକଫାଷ୍ଟରେ ତିଆରି କରନ୍ତୁ ହେଲଦି ଓ ଟେଷ୍ଟି ଚିଲା, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଜଳଖିଆରେ ପ୍ରାୟ ସମସ୍ତେ ସୁସ୍ଥ ଓ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଚାହାଁନ୍ତି। ଆମେ ଆପଣଙ୍କୁ ଚିଲା ରେସିପି ବିଷୟରେ କହିବାକୁ ଯାଉଛୁ। ଏହା ଏକ ସରଳ ଏବଂ ସ୍ୱାଦିଷ୍ଟ ଖାଦ୍ୟ, ଯାହା ପିଲାମାନଙ୍କ ପାଇଁ ଓ ବୟସ୍କମାନେ ମଧ୍ୟ ପସନ୍ଦ କରନ୍ତି। ପ୍ରୋଟିନ୍ ଯୁକ୍ତ ମସୁର ଡାଲି ଏବଂ ଅନ୍ୟାନ୍ୟ ଜିନିଷରେ…

ଏପରି ଅଟାରେ ପ୍ରସ୍ତୁତ କରନ୍ତୁ ବାନାନା କେକ୍, ପାଟିକୁ ସୁଆଦିଆ ଓ ଶରୀର ପାଇଁ ଲାଭଦାୟକ

ବର୍ତ୍ତମାନ ଅଧିକାଂଶ ଲୋକ ବାହାର ଜିନିଷ ଖାଇବାକୁ ପସନ୍ଦ କରୁନାହାଁନ୍ତି। କାରଣ କୋଭିଡ୍ ପରେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍ ହୋଇଛନ୍ତି କିଛି ଲୋକ। ଆପଣ ଜାଣିଛନ୍ତି କେକ୍ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ପୁଣି ବାନାନା କେକ୍ ମଧ୍ୟ ଶରୀର ପାଇଁ ଲାଭଦାୟକ। ଯାହାକୁ ପିଲାମାନେ…

ପ୍ରତିଦିନ ଭୋକରେ ଶୋଉଛନ୍ତି ଅଗଣିତ ଲୋକ, ବିଶ୍ୱରେ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ୧୫ କୋଟି ବୃଦ୍ଧି

ଦି ବର୍ଷ ଧରି କୋଭିଡ୍‌ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ କଲା ପରେ ଏବେ ନୂଆ ଖାଦ୍ୟାଭାବ ଦେଖା ଦେଇଛି। କରୋନା ଯୋଗୁ ଲକ୍ଷାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ କୋଟି କୋଟି ଲୋକ ଭୋକିଲା ରହିଛନ୍ତି। କୋଭିଡ୍‌ ୨ ବର୍ଷ ସମୟରେ ବିଶ୍ୱରେ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ୧୫ କୋଟି ବୃଦ୍ଧି ପାଇଛି। ୨୦୨୧ରେ…

ଅପ୍ରେଲ ୭ ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ଦୁର୍ବଳ ଲାଗୁଥିଲେ ଖାଆନ୍ତୁ ଏହି ସବୁ ଖାଦ୍ୟ

ପ୍ରତିବର୍ଷ ଅପ୍ରେଲ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ । ଏହି ଦିନକୁ ପ୍ରତ୍ୟେକ ମେଡ଼ିକାଲରେ ଓ ବଡ଼ ବଡ଼ ଅର୍ଗାନାଇଜେସନରେ ପାଳନ କରାଯାଉଛି। ସ୍ବାସ୍ଥ୍ୟ ଦିବସ ପାଇଁ ଡ଼ାକ୍ତର ମଧ୍ୟ ଏମିତି କିଛି ଖାଦ୍ୟ ଖାଇବା ପାଇଁ କହିଛନ୍ତି ଯାହାକି ଆପଣଙ୍କ ଶରୀରର ଦୁର୍ବଳତାକୁ…