Browsing Tag

best tech news

ଆସନ୍ତାକାଲି ଲଞ୍ଚ ହେବ Vivo ର ଜବରଦସ୍ତ ସ୍ମାର୍ଟଫୋନ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

Vivo ଲର୍ଭସଙ୍କ ପାଇଁ ଆସିଲା ଗୁଡ଼୍ ନ୍ୟୁଜ୍ । ଭାରତରେ ଆସନ୍ତାକାଲି ଅର୍ଥାତ୍ ୧୭ ମାର୍ଚ୍ଚରେ Vivo T5x 5G ଲଞ୍ଚ ହେବ । Vivo ଏହି ଫୋନ୍କୁ ଇ-କମର୍ସ ୱେବସାଇଟ୍ Flipkartରେ ଲିଷ୍ଟ କରିଛି । ଏଥିରେ ଏକ ପାୱାରଫୁଲ୍ ୭,୨୦୦mAh ବ୍ୟାଟେରୀ ରହିବ। କମ୍ପାନୀ ଦାବି କରୁଛି ଯେ ଏହା ଏହାର…

ଭାରତରେ ଲଞ୍ଚ ହେଲା Oppo A6 5G, ଫିଚର୍ସ ଏବଂ ପ୍ରାଇସ୍ ବିଷୟରେ ଜାଣିଲେ ଉଡିଯିବ ହୋସ୍

Oppo ଲର୍ଭସଙ୍କ ପାଇଁ ଆସିଲା ଖୁସି ଖବର । ଲଞ୍ଚ ହେଲା Oppo ର ଏକ ଜବରଦସ୍ତ ସ୍ମାର୍ଟଫୋନ୍ । ଫିଚର୍ସ ଏବଂ ପ୍ରାଇସ୍ ବିଷୟରେ ଜାଣିଲେ ଉଡିଯିବ ହୋସ୍ । ତେବେ ଅରସନ୍ତୁ ଜାଣିବା ଏହି ଫୋନର ସମତପୂର୍ଣ୍ଣ ଡିଟେଲ୍ସ । ଚୀନ୍ ସ୍ମାର୍ଟଫୋନ୍ ମେକର Oppo ଗତକାଲି ଭାରତୀୟ ବଜାରରେ Oppo A6 5G…

ସଡ଼କ ସୁରକ୍ଷାକୁ ଉନ୍ନତ କରିବା ଦିଗରେ ସରକାରଙ୍କ ବଡ଼ ପଦକ୍ଷେପ, ଏବେ କଥା କହିବ ରାସ୍ତା

ଭାରତରେ ସଡ଼କ ସୁରକ୍ଷାକୁ ଉନ୍ନତ କରିବା ଦିଗରେ ସରକାର ଏକ ପ୍ରମୁଖ ପଦକ୍ଷେପ ନେଉଛନ୍ତି । ଏବେ କଥା କହିବ ରାସ୍ତା । ଏହି ପଦକ୍ଷେପ ଅଧୀନରେ, ଯାନବାହନରୁ ଯାନବାହନ (V2V) ଯୋଗାଯୋଗ ଟେକ୍ନୋଲୋଜୀକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯାଉଛି । ଏହି ଟେକ୍ନୋଲୋଜୀ ମୋବାଇଲ୍ ନେଟୱାର୍କ କିମ୍ବା…

ଲୋକଙ୍କ ଜୀବନ ବଞ୍ଚାଇବ Apple Watch, ହାଇ ବ୍ଳଡ଼ପ୍ରେସର୍ ଥିବା ଲୋକଙ୍କୁ କରିବ ସଚେତନ

ମଣିଷ ନୁହେଁ ଏବେ ଘଣ୍ଟା ବଞ୍ଚାଇବ ଲୋକଙ୍କ ଜୀବନ । ଗୋଟିଏ ଛୋଟ ଗ୍ୟାଜେଟ୍‌ ଯୋଗୁଁ ଜଣେ ମଣିଷର ବହୁମୂଲ୍ୟ ଜୀବନ ବଞ୍ଚିପାରିବ । ଏହାଠୁ ଅଧିକ ଟେକ୍ନୋଲୋଜି ଆଉ କ' ଣ କରିପାରେ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆପଲ୍ ଏଭଳି ଏକ ୱାଚ୍‌ ନେଇଆସିଛି ଯାହା ଲୋକଙ୍କ ଜୀବନ ବଞ୍ଚାଇବ…

ଏଣିକି ରାସ୍ତାରେ ଯିବା ସମୟରେ ଚାର୍ଜ ହେବ ଆପଣଙ୍କ ଇଲେକ୍ଟ୍ରିକ୍ ଗାଡ଼ି, ଆରମ୍ଭ ହେଲା ଦୁନିଆର ପ୍ରଥମ ମୋଟରୱେ

ଏବେ ରାସ୍ତାରେ ଚାଲିବା ସମୟରେ ଚାର୍ଜ ହେବ ଆପଣଙ୍କ ଗାଡ଼ି । ହଁ ଆଜ୍ଞା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ପ୍ରସ୍ତୁତ ହୋଇଯାଇଛି ଦୁନିଆର ପ୍ରଥମ ମୋଟରୱେ । ଯେଉଁ ରାସ୍ତାରେ ଯିବା ସମୟରେ ଗାଡି ମନକୁ ମନ ଚାର୍ଜ ହେବ । ଆଜିକାଲି ସାରା ବିଶ୍ୱରେ ଅନେକ ନୂଆ ଇନୋଭେସନ୍ ଦେଖାଯାଉଛି…

Airtel ର ବମ୍ପର ଅଫର! ଥରେ ରିଚାର୍ଜ କରନ୍ତୁ ଏବଂ ସାରା ବର୍ଷ ଲାଭ ପାଆନ୍ତୁ

Airtel ଏହାର ୟୁଜର୍ସଙ୍କ ପାଇଁ ଏକ ଅଫର ଆଣିଛି ଯାହା ବାରମ୍ବାର ରିଚାର୍ଜ କରିବାର ଟେନସନକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିଥାଏ । ଯଦି ଆପଣ ପ୍ରତି ମାସରେ ରିଚାର୍ଜ କରି ଥକି ଯାଇଛନ୍ତି, ତେବେ ଏହି ଏୟାରଟେଲର ଆନୁଆଲ୍ ପ୍ଲାନଗୁଡ଼ିକ ଆପଣମାନଙ୍କ ପାଇଁ ବେଷ୍ଟ ହୋଇପାରିବ । ଏଥିସହ କମ୍ପାନୀ…

Google Mapsକୁ ଟକ୍କର ଦେବ ସ୍ୱଦେଶୀ ଆପ୍ Mappls, ଅଶ୍ୱିନୀ ବୈଷ୍ଣବ ଜଣାଇଲେ ଫିଚର୍ସ

ଏବେ ଗୁଗୁଲ୍ ମ୍ୟାପ୍ସକୁ ଟକ୍କର ଦେବ ସ୍ୱଦେଶୀ ଆପ୍ Mappls । ଭାରତରେ ଲଞ୍ଚ କରାଯାଇଛି ସ୍ୱଦେଶୀ Mappls ଆପ୍ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନାଭିଗେସନ୍ ଆପ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ଏହାର ବିଭିନ୍ନ ଫିଚର୍ସଗୁଡ଼ିକୁ ଦର୍ଶାଯାଇଛି । ଏହି…

ବାରମ୍ବାର ପଡ଼ିବା ପରେ ବି କାହିଁକି ଭାଙ୍ଗେନି ପୁରୁଣା ନୋକିଆ ଫୋନ୍? ଜାଣନ୍ତୁ ଏହା ପଛର ରହସ୍ୟ

ଦିନ ଥିଲା ଯେବେ ମୋବାଇଲ୍ ଫୋନ୍ ବଜାରରେ ନୋକିଆର ଫୋନର ବେଶ ଦବଦବା ଥିଲା । ଅନ୍ୟାନ୍ୟ ଫିଚର୍ସ ସହିତ, ନୋକିଆ ଫୋନ୍ ନିଜ ସ୍ଥାୟୀତ୍ୱ ପାଇଁ ମଧ୍ୟ ଖୁବ ଜଣାଶୁଣା ଥିଲା । ବାରମ୍ବାର ପଡ଼ିବା ପରେ ବି ଏହି ଫୋନ୍ ଭାଙ୍ଗିନଥାଏ । କମ୍ପାନୀର ପ୍ରାୟ ସମସ୍ତ ମଡେଲ୍ ଏହି ସ୍ଥାୟୀତ୍ୱ ପାଇଁ ଖୁବ…

କାହିଁକି କେବଳ ୧୦ ଅଙ୍କ ବିଶିଷ୍ଟ ହୋଇଥାଏ ମୋବାଇଲ୍ ନମ୍ବର? ୯୯% ଲୋକ ଜାଣନ୍ତି ନାହିଁ ଏହାର ରହସ୍ୟ

ଆଜିକାଲି ସମସ୍ତଙ୍କ ଜୀବନ ମୋବାଇଲ୍ ନମ୍ବର ସହିତ ଜଡିତ । ଏହା ବ୍ୟାଙ୍କିଙ୍ଗ୍ ହେଉ, ଆଧାର କାର୍ଡ ହେଉ, ସୋସିଆଲ ମିଡିଆ ହେଉ, କିମ୍ବା ଯେକୌଣସି ପ୍ରକାରର ଅନଲାଇନ୍ ସର୍ଭିସ ହେଉ, ମୋବାଇଲ୍ ନମ୍ବର ସବୁଠି ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ପାଲଟିଛି । କିନ୍ତୁ ଆପଣ କେବେ ଭାବିଛନ୍ତି କି ମୋବାଇଲ୍…

Dish TV ଲଞ୍ଚ କରିଛି ଏକ ଜବରଦସ୍ତ ସ୍ମାର୍ଟ ଟିଭି , ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ

DTH ସର୍ଭିସ୍ ପ୍ରୋଭାଇଡର Dish TV ସ୍ମାର୍ଟ ଟିଭି ସେଗମେଣ୍ଟରେ ଏଣ୍ଟ୍ରି କରିଛି । କମ୍ପାନୀ ଭାରତରେ VZY ସ୍ମାର୍ଟ ଟିଭି ସିରିଜ୍ ଉପସ୍ଥାପନ କରିଛି । ଏହି ସିରିଜର ସମସ୍ତ ମଡେଲ୍ DTH ଏବଂ OTT କଣ୍ଟେଣ୍ଟ ସହିତ ଲେସ୍ ହେବ, ଅର୍ଥାତ୍ ଆପଣଙ୍କୁ ଏକ ଅଲଗା ସେଟ୍-ଟପ୍ ବକ୍ସ କିଣିବାକୁ ପଡିବ…

ବଲ୍ବ ଏବଂ ଟ୍ୟୁବଲାଇଟକୁ ଟାଟା-ବାଏ-ବାଏ! ଏଣିକି ଗଛଲତା ଦେବେ ଆଲୋକ

ବଲ୍ବ ଏବଂ ଟ୍ୟୁବଲାଇଟକୁ ଟାଟା-ବାଏ-ବାଏ! କାରଣ ଏବେ ଗଛଲତା ଦେବେ ଆଲୋକ । ଏଣିକି ଗଛଲତା ଆଲୋକରେ ଝଲସିବ ଘର ଏବଂ ସହର । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସମ୍ପୂର୍ଣ୍ଣ ସତ । ଏବେ କେବଳ ବଲ୍ବ ଏବଂ ଟ୍ୟୁବଲାଇଟରୁ ନୁହେଁ ବରଂ ଗଛଲତାରୁ ମଧ୍ୟ ମିଳିବ ଆଲୋକ । ବୈଜ୍ଞାନିକମାନେ ଏପରି…

ପିଲାମାନଙ୍କ ପାଇଁ HMD ଲଞ୍ଚ କଲା ଏକ ସ୍ୱତନ୍ତ୍ର ସ୍ମାର୍ଟଫୋନ୍, ଦେଖିପାରିବେନି ଅଶ୍ଳୀଳ ଫଟୋ ଭିଡିଓ

ଆଜିକାଲିର ଡିଜିଟାଲ୍ ଯୁଗରେ, ପିଲାମାନଙ୍କ ପାଇଁ ନିରାପଦ ଏବଂ ସୁରକ୍ଷିତ ସ୍ମାର୍ଟଫୋନର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯାହାକୁ ଦୃଷ୍ଟିରେ ରଖି ଲଞ୍ଚ ହୋଇଛି ବିଶ୍ୱର ପ୍ରଥମ ଆଣ୍ଟି-ନ୍ୟୁଡ କଣ୍ଟେଣ୍ଟ ସ୍ମାର୍ଟଫୋନ । ଫିନ୍‌ଲାଣ୍ଡର ଟେକ୍‌ କମ୍ପାନୀ ଏଚଏମ୍‌ଡି ଗ୍ଲୋବାଲ ନେଇଆସିଛି ଏହି…