ବାଇକ ସେଫ୍ଟି ଟିପ୍ସ, ଏହି ଉପାୟ ଆପଣାଇଲେ ଚୋରି ହେବନି ବାଇକ
ମୋଟର ସାଇକେଲର ଚାହିଦା ଭାରତରେ ବହୁତ ଅଧିକ ରହିଛି । ତେବେ ଗତ ବର୍ଷ ପ୍ରାୟ ୧୮ ମିଲିୟନ୍ ଅର୍ଥାତ୍ ୧.୮ କୋଟି ବାଇକ୍ ବିକ୍ରି ହୋଇଥିବା ରେକର୍ଡ କରାଯାଇଛି । ବାଇକର ଚାହିଦା ଅଧିକ ଥିବାରୁ ଲୋକମାନେ ବାଇକ ଅଧିକ କିଣନ୍ତି । କିନ୍ତୁ ବାଇକ ଚୋରିର ମାମଲା ମଧ୍ୟ କୌଣସି ପ୍ରକାର କମ ନୁହେଁ ।…