ପୁଣି ଥରେ ବିଜେପି-ବିଜେଡି ମୁହାଁମୁହିଁ, ଆଜି କେନ୍ଦ୍ରାପଡା ଜିଲ୍ଲାପରିଷଦ ଅଧ୍ୟକ୍ଷ ପାଇଁ ନିର୍ବାଚନ
ଆଜି କେନ୍ଦ୍ରାପଡା ଜିଲ୍ଲାପରିଷଦ ଅଧ୍ୟକ୍ଷ ସମେତ ଭାପୁର, ରାଇଘର, ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ଖାସକରି ବିଜେଡି-ବିଜେପି ମଧ୍ୟରେ ଏହି ପଞ୍ଚାୟତ ସମିତି ଦାଖଲ କରିବାକୁ ଆରମ୍ଭ ହୋଇଛି ଛକାପଞ୍ଚା । କେନ୍ଦ୍ରାପଡା ଜିଲ୍ଲାରେ ୩୨ଟି ଜୋନ ମଧ୍ୟରୁ ୩୧ଟି ଜିଲ୍ଲାପରିଷଦ ଜୋନ ବିଜେଡି ହାତରେ…