Browsing Tag

bjp candidate

ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କଲା ବିଜେପି, ଆସନ୍ତାକାଲି ନାମାଙ୍କନ ଭରିବେ 

ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କଲା ବିଜେପି । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ଜୟ ଢୋଲକିଆ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଛି । ଏନେଇ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଘୋଷଣା  କରାଯାଇଛି ।   ଗତ ୧୧ ତାରିଖରେ ବିଜେପିରେ ମିଶିଥିଲେ। ଆସନ୍ତାକାଲି ନାମାଙ୍କନ ଭରିବେ ବିଜେପି…

ବିହାର ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି, ୭୧ ଜଣଙ୍କ ନାଁ କଲା ଘୋଷଣା

ବିହାର : ବିଜେପି କଲା ପ୍ରାର୍ଥୀ ଘୋଷଣା । ବିହାର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାରେ ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ତାଲିକା ଅନୁସାରେ ୭ ଥର ବିଧାୟକ ହୋଇଥିବା…

ନୂଆପଡା ଉପନିର୍ବାଚନ ପାଇଁ ଚାଲିଛି ଅଙ୍କକଷା, ଜୟ ଢୋଲକିଆ ବିଜେପି ପ୍ରାର୍ଥୀ ହେବା ଯଥେଷ୍ଟ ସମ୍ଭାବନା

ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ଚାଲିଛି ଅଙ୍କକଷା  । କଂଗ୍ରେସ ଘାସିରାମ ମାଝିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି । ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଛନ୍ତି । ସେ ବିଜେପି ପ୍ରାର୍ଥୀ ହେବା ଯଥେଷ୍ଟ ସମ୍ଭାବନା । ଜୟ ବିଜେପିରେ ଯୋଗଦାନ ପରେ ନୂଆପଡା ରାଜନୀତିର ସମୀକରଣ ବଦଳିଛି। ଏବେ…

ରାଜ୍ୟସଭା ଉପନିର୍ଵାଚନ, ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି

ସୁଜିତ୍ କୁମାରଙ୍କ ନାମ ବିଧି ବଧ ଭାବେ ଘୋଷଣା କଲା ବିଜେପି ।  ଏନେଇ ଗଣ ମାଧ୍ୟମକୁ ସୂଚନା ଦେଲେ ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ ନାୟକ।  ଦଳର ସଂସଦୀୟ ବୋର୍ଡର ନିଷ୍ପତି କ୍ରମେ ସୁଜିତ୍ କୁମାର ହେଲେ ପ୍ରାର୍ଥୀ। ସୁଜିତ୍ କୁମାର ପୂର୍ବରୁ ରାଜ୍ୟ ସଭା ସାଂସଦ ଥିଲେ ଯୋଗ୍ୟ ବ୍ୟକ୍ତି। ୧.୦୫ରେ…

ଜମ୍ମୁ କଶ୍ମୀର ନିର୍ବାଚନ : ପ୍ରଥମେ ୪୪ ଜଣ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ପରେ ପ୍ରତ୍ୟାହାର କରି ୧୫ ଜଣିଆ…

ଜମ୍ମୁକଶ୍ମୀର ନିର୍ବାଚନକୁ ନେଇ ବିଜେପି ନୂଆ ପ୍ରାର୍ଥୀ ତାଲିକା ଜାରି କରିଛି । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି । ତେବେ ବିଜେପି ସକାଳେ ୪୪ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । କିନ୍ତୁ ଏହାକୁ ପ୍ରକାଶ କରିବା ପରେ…

ବିଜେପିର ମୋରାଦାବାଦ ଲୋକସଭା ପ୍ରାର୍ଥୀ କୁଅଁର ସର୍ବେଶ କୁମାର ସିଂହ ପରଲୋକ, ଆଉଥରେ ହେବ ନିର୍ବାଚନ !

ବିଜେପିର ମୋରାଦାବାଦ ଲୋକସଭା ଆସନ ପ୍ରାର୍ଥୀ କୁଅଁର ସର୍ବେଶ କୁମାର ସିଂହଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ସେ ଶେଷ ନିଃଶ୍ୱାସ…

ଆଜି ଆସିବ ବିଜେପି ଲିଷ୍ଟ ! ୨୦ରୁ ୨୫ ଆସନରେ ବିଧାୟକ ପ୍ରାର୍ଥୀଙ୍କ ନାଁ ହେବ ଘୋଷଣା

ଭୁବନେଶ୍ଵର (କେନ୍ୟୁଜ): ଆଜି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା  । ୨୦ରୁ ୨୫ ଆସନରେ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି । ୨୦ ତାରିଖ ମଧ୍ୟରେ ରାଜ୍ୟରେ ବାକି ଥିବା ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ…

ପୁଣିଥରେ ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ, ଧର୍ମଶାଳା ବିଧାନସଭା ଆସନକୁ ନେଇ ତୁମୁଳକାଣ୍ଡ

ଭୁବନେଶ୍ୱର : ପୁଣିଥରେ ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ। ଧର୍ମଶାଳା ବିଧାନସଭା ଆସନ ପାଇଁ ପ୍ରାର୍ଥୀତ୍ବକୁ ନେଇ ତୁମୁଳକାଣ୍ଡ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତୁମୁଳକାଣ୍ଡ । ଧର୍ମଶାଳା ଯୁବ ବିଜେପି ନେତା ହିମାଂଶୁ ଶେଖର ସାହୁ ଓ ସମର୍ଥକଙ୍କ ହୋହଲ୍ଲା । ଧର୍ମଶାଳାରୁ…

ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ଚାନ୍ଦବାଲିରୁ ଲଢ଼ିବେ ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ୱର(କେନ୍ୟୁଜ):  ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା । ଆଜି ୧୧୨ ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି ।  ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ। କିଏ କେଉଁଠାରୁ ଲଢ଼ିବେ ଜାଣନ୍ତୁ ସୁନ୍ଦରଗଡ଼ରୁ କୁସୁମ ଟେଟେ ଧାମନଗରରୁ…

ଆଜି ଆସିପାରେ ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ବର : ଆଜି ଆସିପାରେ ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। କିଏ କେଉଁଠୁ ଲଢିବେ, କାହାକୁ ମିଳିବ ଟିକେଟ୍ ? ବିଜେଡିର ପ୍ରାର୍ଥୀ ଘୋଷଣାକୁ ୫ ଦିନ ବିତିଥିବା ବେଳେ ବିଜେପିର ତାଲିକାକୁ ଅପେକ୍ଷା ରହିଛି । ଚର୍ଚ୍ଚା ହେଉଛି ସମ୍ଭାବ୍ୟ ଲିଷ୍ଟରେ ବର୍ତ୍ତମାନର ବହୁ…

ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଅଷ୍ଟମ ତାଲିକା ପ୍ରକାଶ କଲା ବିଜେପି

ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଅଷ୍ଟମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଓଡିଶାର ୩ଟି ଲୋକସଭା ଆସନ ସମେତ ପଞ୍ଜାବର ୬ଟି ଏବଂ ପଶ୍ଚିମବଙ୍ଗର ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ବଡ ଖବର ହେଉଛି ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ…

ଓଡ଼ିଶାର ଅବଶିଷ୍ଟ ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଓଡ଼ିଶାର  ଅବଶିଷ୍ଟ ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । କଟକ ଆସନରୁ ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେହିପରି କନ୍ଧମାଳ ଆସନରୁ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଯାଜପୁର ଆସନ ପାଇଁ ଡା. ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ପ୍ରାର୍ଥୀ କରିଛି ବିଜେପି ।…