Browsing Tag

bollywood actress

ବ୍ରେକଅପ୍ ହେବା ପରେ ବି ଏବେ ମଧ୍ୟ ଭଲ ସାଙ୍ଗ ହୋଇ ରହିଛନ୍ତି ଏହି ବଲିଉଡ୍ ସେଲିବ୍ରିଟି

କିଛି ସମ୍ପର୍କ ଏମିତି ଥାଏ ଯାହାର କିଛି ନାମ ନଥାଏ। କିଛି ଏମିତି ସମ୍ପର୍କ ଏବେ ଗଢି ଉଠିଛି ବଲିଉଡ୍ ସିନେମା ଜଗତରେ। କିନ୍ତୁ ଏହି ସମ୍ପର୍କ ଏବେ ଭଲ ବନ୍ଧୁତ୍ୱରେ ପରିଣତ ହୋଇଛି। ଆଜି ଆମେ ଏମିତି ସେଲିବ୍ରିଟିଙ୍କ ସହ କଥା ହେବା ଯେଉଁମାନଙ୍କ ଲଭ୍ ଷ୍ଟୋରୀ ଥିଲା ଦିନେ ସୁପର୍ ହିଟ୍ ଫିଲ୍ମ…

ବଲିଉଡ ଅଭିନେତ୍ରୀଙ୍କ ସେକେଣ୍ଡ ଲଭ : ପ୍ରଥମ ପ୍ରେମ ଅସଫଳ ହେବା ପରେ ଏହି ଅଭିନେତ୍ରୀଙ୍କ ଜୀବନରେ ପୁଣି ଆସିଥିଲା ପ୍ରେମ

ପ୍ରେମ ଓ ବିଚ୍ଛେଦ ବଲିଉଡରେ ଏକ ସାଧାରଣ ଘଟଣା । ବଲିଉଡରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯାହାଙ୍କ ପ୍ରଥମ ପ୍ରେମ ବା ବିବାହ ସଫଳ ହୋଇ ନଥିଲା । ଏମାନେ ବହୁ ଘାତ ପ୍ରତିଘାତ ଦେଇ ଯିବା ପରେ ସମ୍ପର୍କର ଡୋରି ଛିଡ଼ାଇ ଥିଲେ । କାହା କାହା ଭାଗ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରେମ ମିଳିଛି ତ ଆଉ…

ଏମିତି କଣ ହେଲା କି ରାତି ଅଧରେ କାର୍ତ୍ତିକ ଆର୍ଯ୍ୟନ୍ ରାସ୍ତା କଡରେ ଖାଉଛନ୍ତି ଭାତ ଓ ପାମ୍ପଡ ? ତାଙ୍କୁ ଦେଖି…

ଆଜିକାଲି ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଖୁବ ଚର୍ଚାରେ ଅଛନ୍ତି। ତାଙ୍କର ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଭୁଲ ଭୁଲେୟା-୨' ବକ୍ସ ଅଫିସରେ ଧମାଲ ମଚାଉଛି ।ଏହି ସମୟରେ କାର୍ତ୍ତିକ ଆର୍ଯ୍ୟନଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରିଛନ୍ତି ।…

କରୋନାରେ ସଂକ୍ରମିତ ଅକ୍ଷୟ କୁମାର, କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବେ ନାହିଁ; ଟ୍ୱିଟ କରି ଦେଲେ ସୂଚନା

ବଲିଉଡ ଆକ୍ଟର ଅକ୍ଷୟ କୁମାର କରୋନା ସଂକ୍ରମିତ ହୋଇଛନ୍ତି। ଅଭିନେତା ନିଜେ ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ନିକଟରେ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେ ଯୋଗ ଦେଇଥାନ୍ତେ । ଏବେ ସେ ଆଉ ନଯାଇ ପାରନ୍ତି । ସେ ଏ ଆର୍ ରହମାନ, ଶେଖର କପୁର, ପୂଜା ହଗଡେ ଏବଂ…

ସଲମାନଙ୍କ ଇଦ୍ ପାର୍ଟିରେ ଯୋଗୋ ଦେଇଥିବାରୁ ଟ୍ରୋଲ୍ ହେଲେ କଙ୍ଗନା

ବଲିଉଡ୍ କୁଇନ୍ କୁହାଯାଉଥିବା କଙ୍ଗନା ରାନାୱତ ସବୁ ବେଳେ ନିଜ କଥାକୁ ନେଇ ପ୍ରାୟ ସବୁବେଳେ ବିବାଦରେ ଥାଆନ୍ତି। ଏମିତିକି ତାଙ୍କ ସାମ୍ନାରେ କେହି ମୁହଁ ଖୋଲିବାକୁ ମଧ୍ୟ ଡରନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କୁ ଲୋକେ ଟ୍ରୋଲ କରିବାକୁ ଲାଗିଲେଣି । ନିକଟରେ ସଲମାନ ଖାନଙ୍କ ଇଦ୍ ପାର୍ଟିରେ…

ସୁସ୍ଥ ହୋଇ ଘରକୁ ଫେରିଲେ ଧର୍ମେନ୍ଦ୍ର, କହିଲେ : “ଗୁଜବ ଉପରେ ବିଶ୍ୱାସ କର ନାହିଁ”, ବର୍ତ୍ତମାନ ମୁଁ ଭଲ…

ବଲିଉଡର ଭେଟେରାନ ଆକ୍ଟର ଧର୍ମେନ୍ଦ୍ରଙ୍କୁ ଗତ କାଲି ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ସମସ୍ୟା ହେତୁ ୮୬ ବର୍ଷିୟ ଅଭିନେତା ଧର୍ମେନ୍ଦ୍ରଙ୍କୁ ଗତ ସପ୍ତାହରେ ଡାକ୍ତରଖାନା ନିଆଯାଇଥିଲା। ଖବର ଅନୁଯାୟୀ, ତାଙ୍କୁ ଆଇସିୟୁରେ ରଖାଯାଇଥିଲା, କିନ୍ତୁ ଆଜି…

ଅଭିନେତ୍ରୀ ମଲାଇକା ଆରୋରାଙ୍କ କାର ଦୁର୍ଘଟଣାଗ୍ରସ୍ତ, ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ : ଶନିବାର ଦିନ ଏକ କାର ଦୁର୍ଘଟଣାରେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ ମୁମ୍ବାଇ ପୁଣେ ଏକ୍ସପ୍ରେସରେ ମଲାଇକାଙ୍କ କାର ଦୁର୍ଘଟଣା ଘଟିଛି। ରିପୋର୍ଟକୁ ଅନୁଯାୟୀ ମହାରାଷ୍ଟ୍ର ରାୟଗଡ଼…

କୋଟି କୋଟି ଟଙ୍କା ଠକେଇର ଶିକାର ହେଲେ ବଲିଉଡ ଆକ୍ଟ୍ରେସ, ଜାଣନ୍ତୁ କଣ ହୋଇଛି ଘଟଣା

ଧୁମ ଆକ୍ଟ୍ରେସ ରିମି ସେନ ଏକ ବଡ଼ଧରଣର ଠକେଇର ଶିକାର ହୋଇଛନ୍ତି । ଜଣେ ବ୍ୟବସାୟୀ ତାଙ୍କୁ ୪.୧୪ କୋଟି ଟଙ୍କାର ଚୂନକାଳୀ ବୋଳି ଦେଇଥିବା ଜଣାଯାଇଛି । ଆକ୍ଟ୍ରେସଙ୍କ ଅନୁଯାୟୀ ଏକ ନୂଆ ବ୍ୟବସାୟ ଆରମ୍ଭ କରିବା ବାହାନାରେ ବ୍ୟବସାୟୀ ଜଣକ ୩୦ ପ୍ରତିଶତ ସୁଧରେ ତାଙ୍କ ଠାରୁ ଟଙ୍କା ଉଦ୍ଧାରରେ…