ଦୁଷ୍କର୍ମ ଦୃଶ୍ୟ ସୁଟିଙ୍ଗ ହେବା ସମୟରେ ଥରି ଉଠିଥିଲେ ଦିଆ, ସେୟାର କଲେ ନିଜ ଭାବନା
ସିନେମା ଏବଂ ଧାରାବାହିକରେ ଦୁଷ୍କର୍ମ ଦୃଶ୍ୟ ସୁଟିଂ ହେବା ଏକ ସାଧାରଣ କଥା ଅଟେ । କିନ୍ତୁ ଅନେକ ସମୟରେ ଏହି ଦୃଶ୍ୟର ସୁଟିଂ ବେଳେ ଅଭିନେତ୍ରୀମାନଙ୍କ ଅବସ୍ଥା ଖରାପ ହୋଇଯାଏ । ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ସିରିଜରେ ଦୁଷ୍କର୍ମ ଦୃଶ୍ୟ ସୁଟିଂ କରିବା…