Browsing Tag

brajarajnagar by-election

ଆସନ୍ତାକାଲି ଖୋଲିବ ବ୍ରଜରାଜନଗର ଉପନିର୍ବାଚନ ପେଡ଼ିି, ସକାଳ ୮ଟାରୁ ଗଣତି

ଝାରସୁଗୁଡ଼ା(କେନ୍ୟୁଜ୍‌): ଆସନ୍ତାକାଲି ଖୋଲିବ ବ୍ରଜରାଜନଗର ଉପନିର୍ବାଚନ ପେଡ଼ିି । ସକାଳ ୮ଟାରୁ ହେବ ଭୋଟ ଗଣତି । ଏଥିପାଇଁ ୧୪ଟି ଟେବୁଲ କରାଯାଇଛି । ୨୦ ରାଉଣ୍ଡ ଗଣତି ହେବ ବୋଲି ସୂଚନା ମିଳିଛି । କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଷ୍ଟାଣ୍ଟ ଜଣେ ଲେଖାଏଁ ରହି ତଦାରଖ…

ବ୍ରଜରାଜନଗର ଉପନିର୍ବାଚନ: ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ସିଲ୍‌, ମୋଟ୍‌ ୭୧.୯୦ ପ୍ରତିଶତ ମତଦାନ

ଝାରସୁଗୁଡା(କେନ୍ୟୁଜ୍‌): ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ପରେ ଝାରସୁଗୁଡ଼ା ବଇମୁଣ୍ଡା ସ୍ଥିତ ଇଂଜିନିୟରିଂ ସ୍କୁଲରେ ଥିବା ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଇଭିଏମ୍‌କୁ ରଖାଯାଇଛି । ଏବେ ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ସିଲ୍‌ । ୭୧.୯୦ ପ୍ରତିଶତ ମତଦାନ…

ବ୍ରଜରାଜନଗର ଉପ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ

(କେନ୍ୟୁଜ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଅପରାହ୍ଣ ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ ହୋଇଛି । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନିଜ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ବିଜେଡିର ଅଳକା ମହାନ୍ତି, ବିଜେପି ରାଧାରାଣୀ ପଣ୍ଡା ଓ କଂଗ୍ରେସର କିଶୋର ପଟେଲଙ୍କ…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ, ସନ୍ଧ୍ୟା ୬ଟା ଯାଏ ଚାଲିବ ମତଦାନ

ବ୍ରଜରାଜନଗର(କେନ୍ୟୁଜ୍‌): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟିଂ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ମତଦାନ ଚାଲିବ। ବିଜେଡିର ଅଳକା ମହାନ୍ତି, ବିଜେପି ରାଧାରାଣୀ ପଣ୍ଡା ଓ କଂଗ୍ରେସର କିଶୋର ପଟେଲଙ୍କ ସମେତ ୧୧ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି…

ଆଜି ବ୍ରଜରାଜନଗର ଉପନିର୍ବାଚନ ଭୋଟ, ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମୋଟ୍ ୨ ଲକ୍ଷ ୧୪ ହଜାର ମତଦାତା

ଝାରସୁଗୁଡା(କେନ୍ୟୁଜ୍‌) :  ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପଡ଼ିବ ଭୋଟ୍ । ଆଜି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ । ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମୋଟ୍ ୨ ଲକ୍ଷ ୧୪ ହଜାର ମତଦାତା । ୨୭୯ ବୁଥ ମଧ୍ୟରୁ ୬୦ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି ।…