Browsing Tag

Building fire

ହାଇଦ୍ରାବାଦର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୯ ମୃତ

ହାଇଦ୍ରାବାଦର ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିବା ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୩ ଜଣ ଆହତ ହୋଇଥିବା ଖବର ମିଳିଛି । ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଖବର ମୁତାବକ, ହାଇଦ୍ରାବାଦର ନାମପଲ୍ଲୀ…

ସୋନିପତର ଏକ ବିଲିଡିଂରେ ଭୟଙ୍କର ନିଆଁ, କପଡାକୁ ରଶି କରି ଜୀବନ ବଞ୍ଚାଇଲେ ଲୋକେ

ହରିୟାଣାର ସୋନିପତିରେ ଥିବା ଏକ ଆବାସିକ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ । କୁମାସପୁର ଗାଁ ପାଖରେ ଥିବା ଆପେକ୍ସ ଗ୍ରୀନ ସୋସାଇଟିର ଏକ ଟାଓ୍ଵରରେ ଭୟଙ୍କର ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ତରଫରୁ ନିଆଁକୁ ଆୟତ୍ତ କରାଯାଇ ୫୦ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ…

ବେଙ୍ଗାଲୁରୁରେ ଏକ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ଛାତରୁ ଡେଇଁ ପଡିଲେ ଯୁବକ: ଭିଡିଓ ଭାଇରଲ

କର୍ଣ୍ଣାଟକ ବେଙ୍ଗାଲୁରୁରେ ଏକ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ୪ ମହଲା ବିଲଡିଂର ଉପର ମହଲା ହୁତହୁତ ହୋଇ ଜଳିବାରୁ ଛାତ ଉପରେ ଥିବା ଜଣେ ବ୍ୟକ୍ତି ସିଧା ତଳକୁ ଡେଇଁ ପଡ଼ିଛନ୍ତି । ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ବେଙ୍ଗାଲୁରୁର ପୋଶ…

ପୁନେ: ଇଲେକ୍ଟ୍ରିକ୍‌ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ୪ ଜୀବନ୍ତ ଦଗ୍ଧ

ମହାରାଷ୍ଟ୍ର ପୁନେର ଏକ ଇଲେକ୍ଟ୍ରିକ୍ ହାର୍ଡୱେୟାର୍ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡରେ ୪ ଜଣ ଜୀବନ୍ତ ଜଳିଯାଇଛନ୍ତି । ଆଜି ଭୋର ସମୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସର୍ଟସର୍କିଟ ଯୋଗୁଁ ନିଆଁଲାଗିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥିସହ ଦୋକାନରେ…

କାମ୍ବୋଡିଆ ନାଇଟ୍‌ କ୍ଲବରେ ନିଆଁ, ୮ ମୃତ

କାମ୍ବୋଡିଆର ରାଜଧାନୀ ନେମ ପେହ୍ନ ନାମକ ନାଇଟ କ୍ଲବରେ ନିଆଁ ଲାଗି ୮ ଜଣଙ୍କର ମୃତ୍ୟୁ ହୋଇଛି । ସାଉଥ ଚାଇନା ମର୍ନିଂ ପୋଷ୍ଟ ସୂଚନା ଅନୁସାରେ, ନିଆଁରେ ପୋଡି ହୋଇ ଯାଇଥିବା ମୃତକଙ୍କ ମଧ୍ୟରେ ୬ ଜଣ ଚୀନ ନାଗରିକ ଏବଂ ୨ ଜଣ ଭିଏତନାମ ନାଗରିକ ସାମିଲ । ପୋଲିସ କହିବା ମୁତାବକ, ନେମ ପେହ୍ନ…

କୋଚିଂ ସେଣ୍ଟରରେ ଲାଗିଲା ନିଆଁ, ଝରକା ବାଟେ ଡେଇଁଲେ ପିଲା : ଦେଖନ୍ତୁ ଭିଡିଓ

ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା ଏକ କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ହେବା ପରେ ଛାତ୍ରଛାତ୍ରୀ ଝରକା ବାଟେ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି । ଏହି ଘଟଣାରେ ୪ ଜଣ ଛାତ୍ର ଆହତ ମଧ୍ୟ ହୋଇଛନ୍ତି । ତେବେ ଖବର ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍‌ଚି ନିଆଁକୁ ଆୟତ୍ତ…

ଭୋପାଳ ସତପୁରା ଭବନରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୧୨ ହଜାର ସରକାରୀ ଫାଇଲ, ସେନା ଓ ଏୟାରଫୋର୍ସ ସହାୟତାରେ ନିଆଁ…

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳସ୍ଥିତ ସତପୁରା ସରକାରୀ ଭବନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦୀର୍ଘ ୧୪ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଛି । ତେବେ ଭୟଙ୍କର ନିଆଁକୁ ଏହାକୁ ନିୟନ୍ତ୍ରଣ କରିବାରେ ଅଗ୍ନିଶମ ବିଭାଗ ଫେଲ୍‌ ମାରିବାରୁ ସିଆଇଏସଏଫ, ସେନା ଓ…

୩ମହଲା ବିଲ୍ଡିରେ ଭୟଙ୍କର ଅଗ୍ନିକାଣ୍ଡ: ଆଖି ପିଛୁଳାକେ ଚାଲିଗଲା ୬ ଜୀବନ

ନୂଆଦିଲ୍ଲୀ : ତେଲେଙ୍ଗାନା ସିକନ୍ଦରାବାଦରେ ଭୟଙ୍କର ଅଗ୍ନିକାଣ୍ଡ । ସ୍ୱପ୍ନାଲୋକ୍ କମ୍ପେ୍ଲକ୍ସର ୩ମହଲା ବିଲ୍ଡିରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୪ ଯୁବକ ଓ ୨ ଯୁବତୀ ଥିବା ଜଣାଯାଇଛି। ସମସ୍ତଙ୍କ ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଜଣା ଯାଇଛି।…