Browsing Tag

bus accident

ମହାରାଷ୍ଟ୍ର ବୁଲଢାଣା ବସ୍‌ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀ ସିନ୍ଦେ ଏବଂ ପ୍ରଧାନମନ୍ତ୍ରୀ ଘୋଷଣା କଲେ ସହାୟତା ରାଶି

ମହାରାଷ୍ଟ୍ର ବୁଲଢାଣାରେ ବସ୍‌ରେ ନିଆଁ ଲାଗିବା ଯୋଗୁଁ ୨୬ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିଜନକୁ ୫-୫ ଲକ୍ଷ ଟଙ୍କା ସହାୟତା…

ଦିଗପହଣ୍ଡି ଦୁର୍ଘଟଣା: ମିନି ବସ୍‌ରେ ନଥିଲା ପର୍‌ମିଟ୍‌, ୨୫ ବର୍ଷ ତଳର ପୁରୁଣା ଗାଡ଼ି

କେନ୍ୟୁଜ୍(ବ୍ୟୁରୋ): ଦିଗପହଣ୍ଡିରେ ଦୁର୍ଘଟଣାଗ୍ରସ୍ତ ମିନି ବସ୍‌ରେ ନଥିଲା ପର୍‌ମିଟ୍‌ । ୨୫ ବର୍ଷ ତଳର ପୁରୁଣା ଗାଡ଼ି । ବିନା ପରମିଟ୍‌ରେ ରାସ୍ତାରେ ଗଡୁଥିଲା । ଯାତ୍ରୀ ନେବା ଆଣିବା କରିବା ପାଇଁ ବସକୁ ଅନୁମତି ନଥିଲା । ଯେଉଁ ରୁଟ୍‌ରେ ବସ ଯାଉଥିଲା, ତାହା ସମ୍ପୂର୍ଣ୍ଣ ବେଆଇନ । ପୁରୁଣା…

ଦିଗପହଣ୍ଡି : ଦୁଇ ବସ ମୁହାଁମୁହିଁ, ୧୨ ମୃତ

ବ୍ରହ୍ମପୁର(କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଚାଲିଗଲା ୧୨ଜଣଙ୍କ ଜୀବନ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ । ଆହୁରି ଛଅ ଜଣଙ୍କୁ ଆହତ ଅବସ୍ଥା ରେ ବ୍ରହ୍ମପୁର ଏମ କେ ସି ଜି କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨ ଗୁରୁତରଙ୍କୁ କଟକ ବଡ…

ତାମିଲନାଡୁରେ ଦୁଇ ବସ୍‌ ମଧ୍ୟରେ ଧକ୍କା; ୪ ମୃତ, ୭୦ ଯାତ୍ରୀ ଆହତ

ତାମିଲନାଡୁର କୁଡାଲୋର ଜିଲ୍ଲାର ମେଲପଟ୍ଟମ୍‌ପକ୍କମ୍‌ରେ ଦୁଇ ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ପ୍ରାୟ ୭୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ କୁଡାଲୋର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନେଲିକୁପ୍ପମ୍ ନିକଟ…

ପାକିସ୍ତାନ: ଇସ୍‌ଲାମାବାଦ-ଲାହୋର ରାଜପଥରେ ଓଲଟିଲା ବସ୍‌; ୧୩ ଯାତ୍ରୀଙ୍କ ମୃତ୍ୟୁ

ପାକିସ୍ତାନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୨ ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଇସଲାମାବାଦ-ଲାହୋର ରାଜପଥରେ ଏହି…

ବସ ଓ ଟ୍ରେଲର ଧକ୍କା, ୧୨ରୁ ଅଧିକ ଆହତ

ଝାରସୁଗୁଡ଼ା(କେନ୍ୟୁଜ୍):  ବସ ଟ୍ରେଲର ଧକ୍କା । ଝାରସୁଗୁଡ଼ା ଲଖନପୁର ଥାନା ଅନ୍ତର୍ଗତ ଜୁନିଆନାରେ ଦୁର୍ଘଟଣା । ବସ ଓ ଟ୍ରେଲର ଧକ୍କାରେ ଯାତ୍ରୀମାନେ ଗୁରୁତର ଆହତ । ସଂଧ୍ୟା ସାଢ଼େ ୫ଟାରେ ବେଲପାହାଡ଼ ଆଡ଼କୁ ଯାଉଥିଲା ରାଧାରାଣୀ ବସ । ବସ ଓ ଟ୍ରଲର ମୁହାଁମୁହିଁ ଧକ୍କା ହୋଇଥିଲା । ୧୨ରୁ ଅଧିକ…

ବିବାହ ଉତ୍ସବକୁ ଯାଉଥିବା ବସ୍‌ ଖାଇକୁ ଓଲଟିଲା, ୧୦ ମୃତ ଏବଂ ୧୧ ଗୁରୁତର

ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହଣ୍ଟର ୱାଇନ ଅଞ୍ଚଳରେ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୧୧ ଜଣ ଆହତ ହୋଇଥିବା ଖବର ମିଳିଛି । ଗ୍ରେଟା ସହର ନିକଟରେ ଥିବା ଜଙ୍କସନରେ ଗୋଟାଏ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ…

ବେଗୁନିଆ: ନାତିର ନିର୍ବନ୍ଧ ଦିନ ଚାଲିଗଲା ଜେଜେର ଜୀବନ, ବସ୍ ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ

ବେଗୁନିଆ(କେନ୍ୟୁଜ୍): ବେଗୁନିଆ ବ୍ଲକ ସିମୋର କୁଞ୍ଜବିହାରୀଦେବ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବସ୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ।ଆଜି ସକାଳୁ ସିମୋର  ଗାଁର ଯୁଗଳ ବେହେରା ରାସ୍ତା କଡରେ ଯାଉଥିବା ବେଳେ କଣ୍ଟିଲୋରୁ ପୁରୀ ଯାଉଥିବା ରେଣୁକା ନାମକ ଘରୋଇ ବସ୍ ଧକ୍କା ଦେଇ ପଳାଇଥିଲା । ଘଟଣା…

ଜମ୍ମୁ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଦିଆଯିବ ୨-୨ ଲକ୍ଷ ଟଙ୍କା, ଗଭୀର ଦୁଃଖ ପ୍ରକାଶ କଲେ ନୀତୀଶ…

ଜମ୍ମୁରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍ ଖାଇକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ବିହାରର ୧୦ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଯାତ୍ରୀବାହୀ ବସ୍‌ଟି ଅମୃତସରରୁ କଟରା ଅଭିମୁଖେ ଯାଉଥିବା…

ଖରଗାଁ ବସ୍‌ ଦୁର୍ଘଟଣା: ମୃତକଙ୍କ ସଂଖ୍ୟା ୨୨ରେ ପହଞ୍ଚିଲା, ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା…

ମଧ୍ୟପ୍ରଦେଶ ଖରଗାଁରେ ସକାଳେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ସହିତ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ଵିଟ୍‌ କରି ଦୁଃଖ…

ମଧ୍ୟପ୍ରଦେଶର ଖରଗାଁରେ ଭୟଙ୍କର ବସ୍‌ ଦୁର୍ଘଟଣା: ପୋଲ ତଳକୁ ବସ୍‌ ଖସି ୧୫ ମୃତ, ୨୫ ଆହତ

ମଧ୍ୟପ୍ରଦେଶ ଖରଗାଁରେ ପୋଲରୁ ଖସିଲା ବସ୍‌ । ୧୫ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୫ଜଣ ଆହତ ହୋଇଥିବା ଖବର ମିଳିଛି । ଖରଗାଁ ଠାରୁ ୪୦ କିଲୋମିଟର ଦୂର ଦରଭଙ୍ଗା ଠାରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ମାଗଣା…

ସଡକ ଦୁର୍ଘଟଣାରେ ଓଲଟିଲା ବସ୍‌; ୫ ମୃତ, ୧୫ ଆହତ

ଉତ୍ତରପ୍ରଦେଶର ଜାଲୌନ ଜିଲ୍ଲାର ମାଧେଗଡ ଥାନା ଅନ୍ତର୍ଗତ ଗୋପାଳପୁରା ପାଖରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏକ ଅଜଣା ଗାଡି ଧକ୍କା ଦେବା ପରେ ବସ୍ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପୋଲିସର…