Browsing Tag

car festival

ବାହୁଡିବେ ବଡ଼ଠାକୁର, ୯ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ମହାପ୍ରଭୁ

ପୁରୀ : ଆଜି ବାହୁଡା । ୯ ଦିନର ଲୀଳାଖେଳ ସାରି ନୀଳକନ୍ଦର ଫେରିବେ ମହାପ୍ରଭୂ । ତେଣୁ ରଥଯାତ୍ରା ପରି ଆଜି ମଧ୍ୟ ଭକ୍ତମାନେ ଶ୍ରୀଜିଉଙ୍କ ଆଗମନକୁ ଅନେଇ ବସିଛନ୍ତି । ପୁଣି ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ପୁରି ଉଠିବ ବଡ଼ଦାଣ୍ଡ । ହରିବୋଳ-ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ କମ୍ପି…

ଅଷ୍ଟ୍ରେଲିଆର କାନବେରାରେ ରଥାରୁଢ ହେଲେ କାଳିଆ ଠାକୁର, ହରିନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଲା ପୁରା ପରିବେଶ

ଅଷ୍ଟ୍ରେଲିଆର ରାଜଧାନୀ କାନବେରାରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଳିତ । ତରୁଣ ଅଗସ୍ତିଙ୍କ ତତ୍ତ୍ୱାବଧାନରେ କାନବେରା ଓ ସିଡନୀ ଓଡିଆ ସୋସାଇଟି ପକ୍ଷରୁ ଆୟୋଜିତ ରଥଯାତ୍ରାରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଶ୍ରୀମନ୍ଦିର ରୀତିନୀତି ଅନୁସାରେ ସ୍ଥାନୀୟ ହିନ୍ଦୁ ମନ୍ଦିର ଓ…

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୁବ୍ୟବସ୍ଥା, ପୁରୀ ହସ୍ପିଟାଲରେ ବଢାଯାଇଛି ଅତିରିକ୍ତ…

ଜୁଲାଇ ୪ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ…

ସ୍ନାନପୂର୍ଣ୍ଣିମା ପାଇଁ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା କଡ଼ାକଡି କଲା ପୋଲିସ, ପଢନ୍ତୁ କେମତି ଜଗାକୁ କରିବେ ଦର୍ଶନ

ପୁରୀ : ସ୍ନାନପୂର୍ଣ୍ଣିମା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥାରେ ପୁରୀକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଗୋଟିଏ ଜୋନ ମାଳତୀପାଟପୁରରେ ରହିବ। ଅନ୍ୟ ୩ଟି ଜୋନ୍‌ ସହର ଭିତରେ ରହିବ। ହାଲୁକା ଯାନର ପାର୍କିଂ ପାଇଁ ୯ଟି ସ୍ଥାନ ରଖାଯାଇଛି। ପୁରୀକୁ…

ରଥଯାତ୍ରା ପାଇଁ ୨୫ ପୂର୍ବରୁ ସରିବ ସବୁ ବିଭାଗର ପ୍ରସ୍ତୁତି କାମ, ରଥଯାତ୍ରା ସମନ୍ଵୟ କମିଟି ବୈଠକରେ ଦିଆଗଲା…

ଜୁଲାଇ ୪ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଜୋରସୋର ଚାଲିଛି ପ୍ରସ୍ତୁତି । ପୁରୀ ନିଳାଦ୍ରୀ ଭକ୍ତନିବାସ ସମ୍ମିଳନୀ କକ୍ଷରେ ତୃତୀୟ ସମନ୍ଵୟ କମିଟି ବୈଠକରେ ପ୍ରସ୍ତୁତିର ଅଗ୍ରଗତି ନେଇ କରାଯାଇଛି ଆଲୋଚନା । ଆସନ୍ତା ୨୫ ତାରିଖ ପୂର୍ବରୁ ସବୁ ବିଭାଗ ପ୍ରସ୍ତୁତି ଶେଷ…

ରଥଯାତ୍ରା ପାଇଁ ସମସ୍ତ ନୀତି ନିର୍ଘଣ୍ଟ ଚୁଡାନ୍ତ

ପୁରୀ : ପୁରୀରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତ ନୀତି ନିର୍ଘଣ୍ଟ ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ । ଜୁଲାଇ ୪ ତାରିଖରେ ଘୋଷଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ଯାଏ ସବୁ ନୀତିକୁ ଛତିଶା ନିଯୋଗର ସେବାୟତ ପ୍ରତିନିଧିଙ୍କ ସହ…

ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା : ପୋଲିସର ପ୍ରଥମ ପ୍ରସ୍ତୁତି ବୈଠକ, ସୁରକ୍ଷା ବ୍ୟବସ୍ଥା ହେବ କଡାକଡି

ପାଖେଇ ଆସୁଛି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁରୀରେ ଆଜି ଅନୁଷ୍ଠିତ ହୋଇଥିଲା ପୋଲିସର ପ୍ରଥମ ବୈଠକ। ଅଧ୍ୟକ୍ଷତା କରିଥିଲେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ଫନି ବାତ୍ୟା ପରେ ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଯାଏଁ ଅଧିକାଂଶ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ…

ରଥକାଠ ଅନୁକୂଳର ଆଜି ସପ୍ତମ ଦିନ, ଆରମ୍ଭ ହୋଇଛି ତୁମ୍ବ ଉପରେ ସୂତାବାଡ଼ିଆ କାର୍ଯ୍ୟ

ପୁରୀ : ରଥକାଠ ଅନୁକୂଳର ଆଜି ସପ୍ତମ ଦିନ । ତୁମ୍ବ ଉପରେ ସୂତାବାଡ଼ିଆ କାର୍ଯ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୬ଟି ତୁମ୍ବ ନିର୍ମାଣ ସରିଛି । ବିଶ୍ୱକର୍ମା ମହାରଣା ଓ ଭୋଇ ସେବକଙ୍କ ସହାୟତାରେ ସୂତାବାଡିଆ କାର୍ଯ୍ୟ ସମ୍ପନ୍ନ କରାଯାଉଛି। ଏହାପରେ ବିନ୍ଧ ଅନୁକୂଳ କାର୍ଯ୍ୟ ଆରମ୍ଭ ହେବ ।…

ଅଟକାଇ ପାରିଲାନି ଫନି, ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ରରେ ତିନି ଠାକୁରଙ୍କ ରଥକାମ ଅନୁକୂଳ

ପୁରୀ : ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ର ପୁରୀରେ ତିନି ଠାକୁରଙ୍କ ରଥକାମ ଅନୁକୂଳ ହୋଇଛି । ବାତ୍ୟା ଫନି ପାଇଁ ନିରାଡ଼ମ୍ବର ଭାବେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଛି । ପାରମ୍ପରିକ ରୀତିନୀତି ଅନୁସାରେ ରଥଖଳାରେ ତିନି ଧଉରା କାଠ ପୂଜା କରାଯିବା ସହ ଦେଉଳ ପୁରୋହିତ ସୁବର୍ଣ୍ଣ କୁରାଢ଼ୀରେ…

ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୧୮୬ଟି ସ୍ୱତନ୍ତ୍ର ଟ୍ରେନ୍‌

ପୁରୀ : ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୧୮୬ଟି ସ୍ୱତନ୍ତ୍ର ଟ୍ରେନ୍‌ । ଆଜି ହୋଇଥିବା ତୃତ୍ୱୀୟ ସମନ୍ଵୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହ ରଥଯାତ୍ରା ପୂର୍ବରୁ ବସ୍‌ଷ୍ଟାଣ୍ଡର ମରାମତି କାମ କରାଯିବ । ୩୦ ତାରିଖ ସୁଦ୍ଧା ସହରର ସମସ୍ତ ନାଳ ସଫା ହେବ । ପରିମଳ ବ୍ୟବସ୍ଥାର…