ଦୀପାବଳିରେ ଅଘଟଣ : ଫୁଟିଲା ବାଣ, ରାସ୍ତା ମଝିରେ ଜଳିଗଲା କାର୍
କଟକ: ଦୀପାବଳିରେ ଅଘଟଣ । ଫୁଟିଲା ବାଣ, ଜଳିଗଲା କାର୍ । ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର । କଟକ ପିଠାପୁର ଡାଲିମିଲ୍ ଗଳିରେ ବାଣ ଫୁଟାଇବା ବେଳେ ନିକଟରେ ଥିବା କାର୍ ରେ ନିଆଁ ଲାଗି ଯାଇଥିଲା । ନିଆଁ ବ୍ୟାପି ନିକଟରେ ଥିବା ଏକ ଟିଣ ଛାତ ଘର ମଧ୍ୟ ଜଳିଯାଇଥିଲା । ଖବର ପାଇ କଟକ…