Below header
Browsing Tag

chandbali

ଷ୍ଟୁଲ୍‌ରେ ବିଶ୍ୱକର୍ମା ସିଂହାସନରେ ସାରଥୀ, ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ

ଚାନ୍ଦବାଲି (କେନ୍ୟୁଜ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହରରେ ୩ଦିନ ହେଲା ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ବିଶ୍ୱକର୍ମା । କେତେକ ସଂଗଠନ ଓ ବ୍ୟକ୍ତି ବିଶେଷ ପ୍ରଭୁଙ୍କୁ ପୂଜା କରୁଛନ୍ତି । ହେଲେ ଚାନ୍ଦବାଲିର ଜଣେ ଲେଦ୍ ଦେକାନୀ ବିଶ୍ୱକର୍ମାଙ୍କ ସହ ସାରଥୀକୁ ପୂଜା କରୁଥୁବାର ଦେଖିବାକୁ…

ମଦ ପିଇ ଗାଡ଼ି ଚଲାଇବା ପଡ଼ିଲା ମହଙ୍ଗା, ୩ ମଦ୍ୟପଙ୍କୁ ପଡ଼ିଲା ୭୦ ହଜାର ଟଙ୍କା ଜରିମନା

ଚାନ୍ଦବାଲି(କେନ୍ୟୁଜ୍):ମଦ୍ୟପାନ କରି ଗାଡି ଚଳାଇବା ଗାଡି ଚାଳକଙ୍କୁ ପଡିଛି ମହଙ୍ଗା । ମଦ ପିଇ ଗାଡି ଚଳାଉଥିବା ବେଳେ  ଭଦ୍ରକ ଆରଟିଓ  ୭୦ ହଜାର ୫ଶହ ଟଙ୍କା ଜରିମାନା କରିଛନ୍ତି।  ତାସହ ତିନି ଗାଡିକୁ ଜବତ କରିବା ସହ ଦୁଇ ଜଣଙ୍କ ଲାଇସେନ୍ସ ସସ୍ପେଣ୍ଡ କରିଛନ୍ତି ଆରଟିଓ। ସୂଚନା ମୁତାକବ…

‘ଚାନ୍ଦବାଲିର ଇତିହାସ, ସଂସ୍କୃତି ଓ ପ୍ରସିଦ୍ଧି’ ପୁସ୍ତକ ଉନ୍ମୋଚନ କଲେ ପର୍ଯ୍ୟଟନ ମନ୍ତ୍ରୀ

ଚାନ୍ଦବାଲି(କେନ୍ୟୁଜ୍): ଚାନ୍ଦବାଲି ବିଜୁ ସ୍ମୁତି ଭବନ ଠାରେ ପ୍ରଫେସର ଶାନ୍ତନୁ କୁମାର ମହାନ୍ତିଙ୍କ ରଚିତ 'ଚାନ୍ଦବାଲିର ଇତିହାସ,ସଂସ୍କୃତି ଓ ପ୍ରସିଦ୍ଧି' ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ…

ଚାନ୍ଦବାଲି : ଧାନ ବିକ୍ରି ହୋଇ ପାରୁନଥିବାରୁ ରାସ୍ତା ରୋକ କରି ପ୍ରତିବାଦ କଲେ ଚାଷୀ, ଗାଡି ଚଳାଚଳ ଠପ

ଚାନ୍ଦବାଲି (କେନ୍ୟୁଜ): ଚାଷୀ ମାରଣ ନୀତିକୁ ବିରୋଧ କରି ଚାଷୀ କଲେ ରାସ୍ତା ରୋକ। ଭଦ୍ରକ ଜିଲ୍ଲା ନରେନ୍ଦ୍ରପୁର ସେବା ସମବାୟ ସମିତିକୁ ଧାନ କ୍ରୟ କରିବାର ଅନୁମତି ପ୍ରଦାନ ଦାବି କରି ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ଗଦି ବଜାର ଠାରେ ଶତାଧିକ ଚାଷୀ ରାସ୍ତା ରୋକ କରିଛନ୍ତି। ଫଳରେ ଭଦ୍ରକ…

 ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା: ୮ ଜଣଙ୍କ ନାମ ସମେତ ୯୦୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା…

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବହୁ ଚର୍ଚ୍ଚିତ ନୟାଗଡ଼ର କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ଆଜି କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଜେଏମଏଫସି କୋର୍ଟରେ ୮ଜଣ ଅଭିଯୁକ୍ତ ସମେତ ୯୦୫ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ଯେଉଁଥିରେ ୩୪ ଜଣ ସାକ୍ଷୀ ରାହିଛନ୍ତି…

ବିଦ୍ୟୁତ ଆଘାତରେ ପ୍ରାଣ ହରାଇଲେ ବିଦ୍ୟୁତ କର୍ମଚାରୀ, କ୍ଷତି ପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କଲେ…

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଲାଇନ ମ୍ୟାନ ରାକେଶ ନାୟକ କାର୍ଯ୍ୟକରୁଥିବା ସମୟରେ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିଲେ । ରାକେଶଙ୍କୁ ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ଡାକ୍ତର ଏଠାରେ ମୃତ ଘୋଷଣା କରିଥିଲେ ।…

ଜାଗାକୁ ନେଇ ୨ ପରିବାର ଭିତରେ ଗଣ୍ଡଗୋଳ, ଆକ୍ରମଣ ସହ ଘର ପୋଡି ଅଭିଯୋଗ

ଚାନ୍ଦବାଲି(କେନ୍ୟୁଜ୍):  ଜମିବାଡି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ ସହ ଘର ପୋଡି ଅଭିଯୋଗ । ଆକ୍ରମଣରେ ଉଭୟ ପକ୍ଷରୁ ୨ଜଣ ଆହତ ହୋଇଥିବା ବେଳେ ୧ବଖରା ଘର ପୋଡି ଦେଇଥିବା ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲା ବାଂଶଡା ଥାନାରେ । ଅଭିଯୋଗ ମୁତାବକ ବାଂଶଡା ଥାନା ଖଦାଳପୋଖରୀ ବିରିଆଡିଆ ଗ୍ରାମରେ…

ନୂଆପଡା ଶ୍ରମିକଙ୍କୁ ଚାନ୍ଦବାଲିର ଏକ କମ୍ପାନୀ ମାଲିକ ଦେଉଛି ନିର୍ଯାତନା, ବନ୍ଧକ ରଖିଥିବାର ଆସିଲା ଅଭିଯୋଗ

ନୂଆପଡା(କେନ୍ୟୁଜ୍): କାମ କରିବାକୁ ଆସିଥିବା ଶ୍ରମିକଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ। ନୂଆପଡା ଜିଲା କୋମନା ଗାଁର ୪ ଜଣ ଶ୍ରମିକ ଭଦ୍ରକ ଜିଲା ଚାନ୍ଦବାଲି ସ୍ଥିତ ଏକ ମେଗା ପ୍ରକଳ୍ପ କମ୍ପାନୀରେ ବନ୍ଧକ ହେବା ସହ ନିର୍ଯ୍ଯାତନାର ଶୀକାର ହେଉଥିବା ଅଭିଯୋଗ ହୋଇଛି । ଏହି ୪ ଜଣ ଶ୍ରମିକ…

ଦୀର୍ଘ ୯ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର ହେଲା କୁମ୍ଭୀର, ବନ ବିଭାଗକୁ କରିଦେଇଥିଲା ନାକେଦମ

ଚାନ୍ଦବାଲି(କେନ୍ୟୁଜ୍): ଦୀର୍ଘ ନଅ ଘଣ୍ଟାର କସରତ ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଖରୀରୁ କୁମ୍ଭୀର ଉଦ୍ଧାର କରିଛି ବନ ବିଭାଗ। କୁମ୍ଭୀରର ଲମ୍ବ ଚାରି ଫୁଟ ହେବ। ଆଜି ତିହିଡି ବ୍ଲକ ଷାଠିବାଟି ଗାଁ ପୋଖରୀରେ କୁମ୍ଭୀର ଦେଖିବାକୁ ପାଇଥିଲେ ଗାଁ ଲୋକେ। ବନ ବିଭାଗ କୁ ଖବର ଦେବା ପରେ…

ଭଦ୍ରକ: କ୍ଷେପଣାସ୍ତ୍ର ଭଗ୍ନାଂଶ କାଟିବା ବେଳେ କବାଡି ଦୋକାନରେ ବିସ୍ଫୋରଣ, ୩ ଗୁରୁତର

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଧାମରା ଥାନା ଧାମରା ବଜାରରେ ଥିବା ଏକ କବାଡି ଦୋକାନରେ ବିସ୍ଫୋରଣ ଘଟି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।ତାଙ୍କୁ ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।ଦୁଇଜଣ ହେଲେ ହରିପଦ ରଣା ଓ ଆଇମାଲ ଅଲ୍ଲୀ ସାହା । ଆଜି ସନ୍ଧ୍ୟା ସମୟରେ…

ଭଦ୍ରକ: ବୈତରଣୀ ବ୍ରିଜରୁ ଗତକାଲି ନଈକୁ ଡେଇଁଥିବା ଛାତ୍ରୀଙ୍କ ମୃତ ଦେହ ମିଳିଲା, ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଲା…

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାଜକନିକାକୁ ସଂଯୋଗ କରୁଥିବା ବୈତରଣୀ ବ୍ରିଜରୁ ଗତକାଲି ନଈକୁ ଡେଇଁ ଜଣେ କଲେଜ ଛାତ୍ରୀ ନିଖୋଜ ହୋଇଥିଲେ। ମୃତ ଦେହ ଆଜି ଡେଇଁ ଥିବା ବ୍ରିଜ୍ ଠାରୁ କିଛି ଦୂର ଚାନ୍ଦବାଲି ପଟରେ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ…

ରାତିରେ ଘରେ ଶୋଇଥିଲେ ହେଲେ ସକାଳକୁ ଉଭାନ୍‌ ହୋଇଗଲେ ଦୁଇ ଭଉଣୀ

ଚାନ୍ଦବାଲି (କେନ୍ୟୁଜ୍‌) : ଇଏ ବଡ଼ ଆଚମ୍ବିତ କଥା । ରାତିରେ ଘରେ ଶୋଇଥିଲେ ଦୁଇ ନାବାଳିକା ଭଉଣୀ । ହେଲେ ସକାଳୁ ଦେଖିଲା ବେଳକୁ ଦୁଇଜଣ ଯାକ ଗାୟବ । ଏ ନେଇ ପରିବାର ତରଫରୁ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ହୋଇଛି କି ଝିଅଙ୍କୁ ଅପହରଣ କରାଯାଇଛି । ଏହି ଘଟଣା ସାମ୍ନାକୁ ଆସିଛି…