Below header
Browsing Tag

chandbali

ଭଦ୍ରକ: ବନ୍ଧାଇ ଦେଲା ହନୁମାନ ପଇସା, ନେଣଦେଣ ବେଳେ ୬ ଜଣକୁ ମାଡ଼ି ବସିଲା ପୋଲିସ

ଚାନ୍ଦବାଲି(କେନ୍ୟୁଜ୍): ରାତାରାତି ବଡ଼ ଲୋକ ହେବାର ନିଶା ମଣିଷକୁ ଅପରାଧ ରାସ୍ତାକୁ  ଯିବାରେ ପ୍ରେରିତ କରୁଛି।  ଯାହା ବତ୍ତର୍ମାନ ସମାଜରେ ଏକ ବଡ଼ ବ୍ୟାଧି ହୋଇଯାଇଛି। ଏମିତି ଅପରାଧିକ ରାସ୍ତାରେ ପାଦଥାପି ଅନେକ ଲୋକ ଜେଲର ଚାରି କାନ୍ଥ ଭିତରେ ଜୀବନ କାଟୁଛନ୍ତି। ତଥାପି ଆଜିବି ଆନେକ ଲୋକ…

ଭଦ୍ରକ: ଛେପ ପକାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ ୪ ଜଣ ଆହତ

ଚାନ୍ଦବାଲି(କେନ୍ୟୁଜ୍): ଛେପ ପକାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଜଣେ ମୃତ ୪ ଜଣ ଆହତ । ଆହତଙ୍କୁ ପ୍ରଥମେ ତିହିଡି ସ୍ୱାସ୍ଥ୍ୟକେନ୍ଦ୍ର ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବାଂଶଡା ଥାନା ଘଣ୍ଟେଶ୍ୱର ଗୋପିନାଥପୁର ଗାଁରେ ଛେପ ପକାଇବାକୁ କେନ୍ଦ୍ର କରି…

ସମ୍ପର୍କ ଭିତରେ ଅଛୁଆଁ ପାଚେରୀ: କରୋନା ଭୟରେ ପୁଅ ଛୁଇଁଲାନି ବାପାର ମୃତଦେହ, ଅନ୍ତିମ ସତ୍କାର କଲେ ଚାନ୍ଦବାଲି…

ଚାନ୍ଦବାଲି(କେନ୍ୟୁଜ୍):  କରୋନା ଭୟରେ ପୁଅ ଛୁଇଁଲାନି ବାପାର ମୃତଦେହ। ଅନ୍ତିମ ସତ୍କାର ପାଇଁ ଆଗେଇ ଆସିଲେ ଚାନ୍ଦବାଲି ତହସିଲଦାର ଓ ବିଡିଓ । ପିପିଇ କିଟ ପିନ୍ଧି ମୃତଦେହ ଦାହ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ଭଦ୍ରକ ଜିଲ୍ଲା ନଳଗୋହିରା ଗାଁର ଜଣେ ୫୦ ବର୍ଷିୟ ବ୍ୟକ୍ତି କରୋନାରୁ ସୁସ୍ଥ…

ଭଦ୍ରକ: ପୁଅ ବାହାଘରରେ ଭୋଜି କରି ବାପା ଗଣିଲେ ୨୫ ହଜାର ଟଙ୍କା ଜୋରିମାନା

ଚାନ୍ଦବାଲି(କେନ୍ୟୁଜ୍): ଭୋଜି ପାଇଁ ତଣ୍ଡ ଗଣିଲେ । ପୁଅ ବାହାଘରରେ ଭୋଜି କରି ବାପା ଗଣିଲେ ୨୫ ହଜାର ଟଙ୍କା ଜୋରିମାନା । ଏମିତି ଏକ ଘଟଣା ଘଟିଛି ଚାନ୍ଦବାଲି ଥାନା ଅଧିନ ମତୋ ମାଳବାଡ଼ ମହାନ୍ତିସାହିରେ । ବର୍ତ୍ତମାନ ମହାମାରୀ କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ରୂପ ଧାରଣ କରିଥିବାରୁ ରାଜ୍ୟ…

ଭଦ୍ରକ: କରୋନା ସମୟରେ ପ୍ରାଇଭେଟ୍ ସ୍କୁଲର ମନମାନିକୁ ଅଭିଭାବକଙ୍କ ବିରୋଧ

ଚାନ୍ଦବାଲି(କେନ୍ୟୁଜ୍): କରୋନା ସମୟରେ ପ୍ରାଇଭେଟ ସ୍କୁଲର ମନମାନିକୁ ଅଭିଭାବକଙ୍କ ତୀବ୍ର ବିରୋଧ । ସ୍କୁଲ ବନ୍ଦ ଥିବା ବେଳେ ରିଆଡମିଶନ ଫି’ ବଢିବାକୁ ନେଇ ଅଭିଭାବକମାନେ ସ୍କୁଲ ପରିସରରେ ପ୍ରତିବାଦ କରିଛନ୍ତି । ଅଭିଯୋଗ ମୁତାବକ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଥିବା ଭେଙ୍କେଟଶ୍ୱର ସ୍କୁଲର…

ଭାଇରାଲ ଅଡ଼ିଓ କହୁଛି ପୋଲିସ୍‌ର ଲାଞ୍ଚ କାରବାର କଥା, ଉତ୍ତର ଦେବ କିଏ ?

ଚାନ୍ଦବାଲି (କେନ୍ୟୁଜ୍‌) : ଏକ ଅଡ଼ିଓ ଭାଇରାଲ ହେଉଛି ଭଦ୍ରକ ଚାନ୍ଦବାଲି ଅଞ୍ଚଳରେ । ଜଣେ ପୋଲିସ୍‌ ଏଏସ୍‌ଆଇ କେସ୍‌ ରଫାଦଫା କରିବା ପାଇଁ ଲାଞ୍ଚ ମାଗୁଛନ୍ତି । ପାଞ୍ଚ ହଜାର ଟଙ୍କା ଓ ପାଞ୍ଚ କିଲୋ ଚିଙ୍ଗୁଡ଼ି ଦେଲେ ମାମଲା ସଫା ହୋଇଯିବ । ଚାନ୍ଦବାଲି ଥାନାର ଜଣେ ଅଧିକାରୀଙ୍କ ନାଁ ଉଠୁଛି…

ଭଦ୍ରକ:ତହସିଲ ଆଗରେ ୭ଦିନ ହେଲା ଆମରଣ ଅନଶନରେ ବସିଛି ବିଜେପି, ବୁଝାଇବାକୁ ପହଞ୍ଚୁନାହାନ୍ତି ପ୍ରଶାସନିକ ଅଧିକାରୀ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଂଚାୟତରେ ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନୀତିର ସଠିକ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ଚାନ୍ଦବାଲି ତହସିଲ ଆଗରେ ୭ଦିନ ହେଲା ଆମରଣ ଅନଶନ ଜାରି ରଖିଛି ବିଜେପି । ତେବେ ଏହି ଆମରଣ ଅନଶନ ସମୟରେ ୨ଜଣ ଅସୁସ୍ଥ…

ଚାନ୍ଦବାଲି : ଉଦ୍ଧାର ହେଲା ବିରଳ ସାମୁଦ୍ରିକ ଜୀବ, ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଧରା

ଚାନ୍ଦବାଲି (କେ ନ୍ୟୁଜ୍‌) : କେନାଲରୁ ମିଳିଲା ବିରଳ ସାମୁଦ୍ରିକ ଜୀବ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଦାଳପୋଖ୍ରୀ ପଂଚାୟତର ସୁନାରପୋଖରୀ ଗାଁ କେନାଲରୁ ଏହି ଜୀବଟିକୁ ଉଦ୍ଧାର କରାଯାଇଛି । ଏହି ବିରଳ ପ୍ରଜାତିର ସାମୁଦ୍ରିକ ଜୀବଟିକୁ ନେଇ ଏବେ ଏଠାରେ ଚର୍ଚ୍ଚା ଚାଲିଛି । କିଛି ଲୋକ…

ଚାନ୍ଦବାଲି ବାଂଶଡା ଫେରୀଘାଟ ନିକଟରେ ବସ୍ ଜାଳି ଦେଲେ ଦୁର୍ବୃତ୍ତ, କାଚ ଭାଙ୍ଗି ବାହାରକୁ ବାହାରିଲେ ଚାଳକ ଓ ହେଲପର

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ ବାଂଶଡା ଫେରୀ ଘାଟ ନିକଟରେ ଯାତ୍ରୀବାହୀ ବସକୁ ଜାଳି ଦେଲେ ଦୁର୍ବୃତ୍ତ । ନାୟକ ନାମକ ବସଟି ପ୍ରତିଦିନ ରାତିରେ ଭୁବନେଶ୍ୱରରୁ ଚାନ୍ଦବାଲି ଦେଇ ବାଂଶଡା ଫେରୀ ଘାଟ ନିକଟରେ ରାତ୍ରୀ ଯାପନ କରି ସକାଳ ପୁଣି ବାଂଶଡାରୁ ଭୁବନେଶ୍ୱର ଯାଇଥାଏ । ଗତକାଲି ବିଳମ୍ବିତ…

ଭଦ୍ରକ: ଚାନ୍ଦବାଲି ନଳଗୋହିରା ନୂଆଗାଁରେ ଭୟାବହ ଅଗ୍ନିକାଣ୍ଡ, ୪ ବଖରା ଘର ପୋଡ଼ିଯିବା ସହ ୫ ଗୋରୁ ଜୀବନ୍ତ ଦଗ୍ଧ

ଚାନ୍ଦବାଲି(କେନ୍ୟୁଜ୍): ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତ ନୂଆଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ଭୟାବୟ ଏତେ ଥିଲା ଯେ ଏଥିରେ ୫ ଗୋରୁ ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଅଗ୍ନି କାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ…

ଭଦ୍ରକ: ଜଳେଶ୍ବରପୁର ବଳଭଦ୍ରପ୍ରସାଦ ଗାଁରେ ଅଗ୍ନିକାଣ୍ଡ, ୬ ବଖରା ଘର ପୋଡି ପାଉଁଶ

ଚାନ୍ଦବାଲି(କେନ୍ୟୁଜ୍):  ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନ ଜଳେଶ୍ବରପୁର ବଳଭଦ୍ରପ୍ରସାଦ ଗାଁରେ ଅଗ୍ନିକାଣ୍ଡ ଘଟି ଜଳିଗଲା  ୬ ବଖରା ଘର । ଅଗ୍ନିକାଣ୍ଡରେ  ଘରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ଯ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ସୂଚନା ମୁତାବକ ବଳଭଦ୍ରପ୍ରସାଦ ଗାଁର ଯଦୁମଣି…