Odisha News
.
Browsing Tag

chief minister

ଆଜି ଫୁଲବାଣୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ଫୁଲବାଣୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ ୩ଟାରେ ନବୀନ ଗୁଦାରୀ ଏୟାର ଷ୍ଟ୍ରିପରେ ଅବତରଣ କରି କନ୍ଧମାଳ ଷ୍ଟାଡିୟମ ଯିବେ । ସେଠାରେ ଅନେକ ଲୋକାଭିମୂଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ସମାରୋହରେ ଯୋଗ ଦେବେ । ପରେ ବିଜୁ ବାହିନୀର…

ମୁଖ୍ୟମନ୍ତ୍ରୀ କିଏ, ଯୁବ ନା ଭେଟେରାନ୍‌ ? କଂଗ୍ରେସରେ ହଟଚମଟ

ତିନି ବିଜେପି ଶାସିତ ରାଜ୍ୟରେ କଂଗ୍ରେସ କ୍ଷମତା ହାତେଇବା ପରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କସରତ। ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଜେରଦାର ଚର୍ଚ୍ଚା । ହାଇକମାଣ୍ଡଙ୍କ ଘନଘନ ଆଲୋଚନା । ତେବେ ଦୁଇଥରର ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହଲଟ ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହେବେ ବୋଲି…

୧୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟ ସଚିବାଳୟରେ ୬ଟି କ୍ଷେତ୍ରରେ ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ମଧ୍ୟରେ ରହିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୂର୍ଯ୍ୟ ପ୍ରୋସେସ ଫୁଡ କମ୍ପାନୀ । ଏଥିପାଇଁ ରାଜ୍ୟ ସରକାର ୧୦ ଏକର ଜାଗା ଯୋଗାଇ ଦେଇଛନ୍ତି । ଏଥିରେ…

ଭୁବନେଶ୍ବରରୁ ସୁରତକୁ ବିମାନ ସେବା ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ୍) : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଭୁବନେଶ୍ୱରରୁ ସୁରଟକୁ ବିମାନ ଚଳାଚଳ ପାଇଁ ଅନୁରୋଧ କରିଛନ୍ତି ନବୀନ । ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ସୁରଟରେ ଲକ୍ଷାଧିକ ଓଡ଼ିଆ ରହୁଛନ୍ତି ।…

ଦିଲ୍ଲୀରୁ ଫେରିବା ବେଳେ ବାଜପେୟୀଙ୍କ ସ୍ମୃତି ଚାରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର (କେନ୍ୟୁଜ୍) : ଦିଲ୍ଲୀରୁ ଫେରିବା ବେଳେ ବାଜପେୟୀଙ୍କ ସ୍ମୃତି ଚାରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଅଟଳଜୀ ଜଣେ ଭଲ ପ୍ରଧାନମନ୍ତ୍ରୀ ଥିଲେ । ସବୁ ଭାରତୀୟଙ୍କ ସେ ପ୍ରିୟ ଥିଲେ । ବାଜପେୟୀ ଜଣେ ଜଣେ ଉଚ୍ଚ କୋଟିର କବି ମଧ୍ୟ ଥିଲେ । ବିଜୁ ପଟ୍ଟନାୟକ ଓ…

ସଚିବାଳୟରେ ବର୍ଷା ଜନିତ ପରିସ୍ଥିତିର ମୁକାବିଲା ପାଇଁ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବର୍ଷା ଜନିତ ପରିସ୍ଥିତିର ମୁକାବିଲା ପାଇଁ ଆଲୋଚନା କରିଛନ୍ତି। ଆଜି ସଚିବାଳୟରେ ସମ୍ଭାବ୍ୟ ପ୍ରବଳ ବର୍ଷା ଜନିତ ପରିସ୍ଥିତିର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି…

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୬ଟି ବ୍ଲକର ୧୨୨ ପଞ୍ଚାୟତକୁ ମିଳିଲା ୨୮ କୋଟି ୯୫ ଲକ୍ଷ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ରାଜ୍ୟର ୬ଟି ଜିଲ୍ଲାର ୬ଟି ବ୍ଲକ୍ ପାଇଁ ୨୮.୯୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଭଦ୍ରକ ଜିଲ୍ଲାର ବନ୍ତ, କଟକର ବାରଙ୍ଗ, କଳାହାଣ୍ଡିର ଥୁଆମୂଳ ରାମପୁର, ଗଜପତି ଜିଲ୍ଲାର ଗୋଷାଣି…

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଣାଇ ଗସ୍ତ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଣାଇ ଗସ୍ତ। ଏହି ଗସ୍ତରେ ମାରାଥନ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ସକାଳ ୧୦ଟା ୪୦ ମିନିଟରେ ଗୁରୁଣ୍ଡିଆ ବ୍ଳକ୍ ରୁକୁଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପ ଉଦଘାଟନ କରିବା କାର୍ୟ୍ୟକ୍ରମ ରହିଛି । ସେଠାରୁ ୧୧ଟା ୨୫ରେ ବାହାରି ବଣାଇର ରାଜା ଧରଣୀଧର…

ସମ୍ବଲପୁରରେ ବର୍ଷା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରରେ ବର୍ଷା କ୍ଷୟକ୍ଷତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ବୌଦ୍ଧ୍ ଯାଇଥିଲେ। ବୌଦ୍ଧ୍ ଜିଲ୍ଲା ମନମୁଣ୍ଡାର ଦେଉଳିଠାରେ ତେଲ୍ ନଦୀ କୂଳରେ ଗ୍ରୀନ ମହାନଦୀ ମିଶନରେ ବୃକ୍ଷରୋପଣ କାର୍ୟ୍ୟକ୍ରମର ଉଦଘାଟନ କରିଛନ୍ତି ନବୀନ। ପ୍ରଥମ ଦିନରେ ବୌଦ୍ଧ…

ସବୁଜ ମହାନଦୀ ମିଶନରେ ବୃକ୍ଷରୋପଣ କାର୍ୟ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବୌଦ୍ଧ୍‌ ଜିଲ୍ଲା ମନମୁଣ୍ଡାର ଦେଉଳିଠାରେ ତେଲ୍‌ନଦୀ କୂଳରେ ଗ୍ରୀନ୍‌ ମହାନଦୀ ମିଶନରେ ବୃକ୍ଷରୋପଣ କାର୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ପ୍ରଥମ ଦିନରେ ବୌଦ୍ଧ୍‌ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ହଜାର ଚାରା ଲଗାଯାଇଛି ।ଏହାପରେ ମୁଖ୍ୟମନ୍ତ୍ରୀ…

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି

ଭୁବନେଶ୍ବର: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ପରିସରରେ ବର୍ଷାପାଣି ଜମିବା ପ୍ରସଙ୍ଗରେ ଚିଠି ଲେଖିଛନ୍ତି ନବୀନ। ଏହାର ପ୍ରତିକାର କରିବା ଓ ପଦକ୍ଷେପ ନେବା ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ନବୀନ…

ସାଧାରଣ ସଭାରେ କାନ୍ଦି ପକାଇଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ

ଝାଡଖଣ୍ଡ: ମେଣ୍ଟ ସରକାରରେ ରୁନ୍ଧି ହୋଇ ଗଲେଣି। ବହୁ କଷ୍ଟ ସହିବାକୁ ପଡୁଛି। ମହାଦେବଙ୍କ ପରି ବିଷ ପିଇବାକୁ ପଡୁଛି। କୋହ ସମ୍ଭାଳି ନପାରି ଏକ ସାଧାରଣ ସଭାରେ ଏକଥା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ। ସେ କାନ୍ଦି ବି ପକାଇଥିଲେ। କୁମାରସ୍ୱାମୀ କହିଛନ୍ତି,…