Browsing Tag

chief minister

୨୦୨୩ ପୁରୁଷ ହକି ବିଶ୍ୱକପ୍‌ ଲୋଗୋ: ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ) : ୨୦୨୩ ପୁରୁଷ ହକି ବିଶ୍ୱକପ୍‌ ପାଇଁ ଉନ୍ମୋଚିତ ହୋଇଛି ଲୋଗୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋଗୋକୁ ଉନ୍ମୋଚନ କରିଛନ୍ତି । ୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌ ହେବ । ଜାନୁଆରୀ ୧୩ରୁ ୨୯ ତାରିଖ ଯାଏଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ…

ସଂସଦ ଭବନରେ ମୁଖ୍ୟମନ୍ତ୍ରୀ : ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗଦେଲେ ନବୀନ

ନୂଆଦିଲ୍ଲୀ : ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦ ଭବନରେ ପହଞ୍ଚି ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗଦେଇଛନ୍ତି । ଦଳୀୟ ସାଂସଦଙ୍କ ସହ ଆଲୋଚନା କରିଛନ୍ତି ନବୀନ । ପାର୍ଲାମେଣ୍ଟରେ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗ ଉଠାଇବାକୁ ଦଳୀୟ ସାଂସଦଙ୍କୁ ପରାମର୍ଶ ପରାମର୍ଶ ଦେଇଛନ୍ତି…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉ ସଫଳତାର ଶ୍ରେୟ ତାଙ୍କୁ ହିଁ ଦେଲେ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜଧାନୀ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ବିଜେଡି ଦଖଲରେ ଆସିବା ପରେ ଏହାର ସମସ୍ତ ଶ୍ରେୟର ଅସଲ ହକଦାର ହେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତକାଲିର ବିଜୟ ପରେ ଆଜି ନବୀନ ନିବାସକୁ ଆସି ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି କଟକରୁ…

ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ; ଓଡ଼ିଶାବାସୀଙ୍କୁ ଜଣାଇଲେ ଶୁଭେଚ୍ଛା, ଭିଡିଓ ସେୟାର କରି କହିଲେ ‘ପଖାଳ ମୋର…

ଭୁବନେଶ୍ବର(କେନ୍ୟୁଜ୍): ପଖାଳ ଦିବସରେ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାରମ୍ପରିକ ଓଡ଼ିଆ ବାସନରେ ପଖାଳ ସହ ନାନା ବ୍ୟଞ୍ଜନ ଖାଇଛନ୍ତି ନବୀନ। ପଖାଳ ମୋର ପସନ୍ଦ ବୋଲି ସେ କହିଛନ୍ତି। ଏହା ସହ ସମସ୍ତଙ୍କୁ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଖାଲି ସେତିକି ନୁହେଁ, ନିଜେ ପଖାଳ…

କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପରେ ସିଦ୍ଧୁଙ୍କ ପାଦ ଛୁଇଁଲେ ଚରଣଜିତ ସିଂ ଚନ୍ନି

ନୂଆଦିଲ୍ଲୀ : ନବଜୋତ ସିଂ ସିଦ୍ଧୁଙ୍କ ପାଦ ଛୁଇଁଲେ ଚରଣଜିତ ସିଂ ଚନ୍ନି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ହେଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନି । ଦଳ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଉପରେ ଭରସା କରି…

କାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ପୁରୀ (କେନ୍ଯୁଜ୍): କାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ସକାଳ ୯ଟା ୩୦ରେ ପୁରୀରେ ପହଁଚିବେ । ୯ଟା ୪୫ରୁ ୧୦ଟା ମଧ୍ୟରେ ଶିଳା ବିଜେ ହେବ । ଏହା ପରେ ସକାଳ ୧୦ଟା୧୫ରୁ ସାଢେ ୧୦ଟା ମଧ୍ୟରେ ଶିଳା ସ୍ଥାପନ ହେବ । ପରେ ୧୦ଟା ୧୦ଟା ୪୫ରୁ ୧୧ ମଧ୍ୟରେ…

ବାରାଣସୀରେ କିନ୍ନର ନେତାଙ୍କ ବଡ଼ ଘୋଷଣା! ଅଖିଳେଶ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରାଇବେ ୧୦ ଲକ୍ଷ କିନ୍ନର

ଉତ୍ତର ପ୍ରଦେଶରେ ନିର୍ବାଚନୀ ସରଗରମ ଭିତରେ ବାରାଣସୀରୁ ବଡ଼ ଖବର ସାମ୍ନାକୁ ଆସିଛି। ୨୦୨୨ରେ ୟୁପି ବିଧାନସଭା ନିର୍ବାଚନରେ କିନ୍ନର ସମାଜ ନିଜର ସମର୍ଥନ ଅଖିଳେଶ ଯାଦବଙ୍କୁ ଦେବା ପାଇଁ ଘୋଷଣା କରିଛି। ବାରାଣସୀରେ ପରାଡକର ଭବନରେ ଏକ ପ୍ରେସ୍‌ ବାର୍ତ୍ତାରେ କିନ୍ନର ସମାଜ ନେତା ସଲମାନ…

କାଲି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ଜିଲ୍ଲାବାସୀଙ୍କୁ ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

କନ୍ଧମାଳ (କେନ୍ୟୁଜ): କାଲି କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାବାସୀଙ୍କୁ ବିଏସକେୱାଇ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କରିବେ। ସକାଳ ୧୧ଟାରେ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ। ଏକଲକ୍ଷ ୬୫ହଜାର ୯୭ ଜଣଙ୍କୁ BSKY…

ବ୍ୟାଙ୍କ କରେସପଣ୍ଟେଟ ହେବେ ମିଶନ ଶକ୍ତି ମା’, ୨୦ଟି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ବ୍ୟାଙ୍କ କରେସପଣ୍ଟେଟ ହେବେ ମିଶନ ଶକ୍ତି ମାଆ। ମିଶନ ଶକ୍ତି ଗୋଷ୍ଠୀର ମହିଳାମାନଙ୍କୁ ବିଭିନ୍ନ ସରକାରୀ ବିଭାଗ କାମ ଯୋଗାଇ ଦେବା ସମ୍ପର୍କରେ ୨୦ଟି ବିଭାଗର ସମୀକ୍ଷା କରିଥିଲେ ନବୀନ। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ମିଶନ ଶକ୍ତି ଗୋଷ୍ଠୀର ମହିଳାଙ୍କୁ…

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀ, ୫ଶହ କୋଟି ଟଙ୍କାର ଉନ୍ନତି ମୂଳକ କାର୍ଯ୍ୟର କଲେ ଉଦଘାଟନ

ବ୍ରହ୍ମଗିରି(କେନ୍ଯୁଜ୍) : ପୁରୀ ଜିଲ୍ଲା ପାଇଁ BSKY ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମଗିରିର କେରାଣ୍ଡିଆରେ ଏହି ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୧୧ ବ୍ଲକ ପାଇଁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ବିଜୁ…

ମାଲକାନଗିରିରେ ମୁଖ୍ୟମନ୍ତ୍ରୀ: ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର କଲେ ଶୁଭାରମ୍ଭ

ମାଲକାନଗିରି(କେନ୍ୟୁଜ): ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସ୍କୃତି ଭବନରେ ଜିଲ୍ଲାରେ ମୋଟ ୧ଲକ୍ଷ ୫୫ହଜାର ୮୨୩ ହେଲ୍‌ଥ କାର୍ଡ ବଣ୍ଟନ କରାଯାଇଛି ।…

ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

କେନ୍ୟୁଜ (ବ୍ୟୁରୋ) : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ତଥା ଓଡ଼ିଆ ତାରକା ଶିବସୁନ୍ଦର ଦାସଙ୍କୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶିବ ସୁନ୍ଦରଙ୍କ ନେତୃତ୍ୱରେ ଭାରତୀୟ ମହିଳା ଟିମ୍‌ ଭଲ ପ୍ରଦର୍ଶନର ସୁଯୋଗ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।…