Browsing Tag

chikiti

୩୫ ବର୍ଷ ପୁରୁଣା ମା’ ଶ୍ୟାମା କାଳୀ ମନ୍ଦିର

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ଡ଼ଭାର ଗାଁ ଶେଷ ମୁଣ୍ଡରେ ବାହୁଦା ନଦୀ ତଟରେ ରହିଛି ମା ‘ ଶ୍ୟାମା କାଳୀ ଙ୍କ ମନ୍ଦିର । ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ରେ ବହୁ ଭକ୍ତ ଏହି ମନ୍ଦିର କୁ ଆସିଥାନ୍ତି । ସୂଚନା ଅନୁସାରେ ମନ୍ଦିର ର ପୂଜାରୀଙ୍କୁ କାଳିସି ଲାଗେ । ଏହି ସମୟରେ ଭକ୍ତଙ୍କ ବିଭିନ୍ନ…

ଜୀବନ ସହ ସଂଗ୍ରାମ କରି ଚାଲିଗଲେ ବାପ-ପୁଅ, ବିଶାଖାପାଟଣାରେ ବଞ୍ଚିବା ପାଇଁ ଲଢେଇ କରୁଛି ମାଆ

କେନ୍ୟୁଜ୍‌(ବ୍ୟୁରୋ): ମୃତ୍ୟୁ ଏମତି ବି ଆସେ । ଯାହା ଆପଣ କେବେ ଭାବି ନଥିବେ । ବାପା ଓ ପୁଅର ଗ୍ୟାସ ନିଆଁରେ ପୋଡ଼ି ମୃତ୍ୟୁ ହୋଇ ସାରିଥିବା ବେଳେ ହସପିଟାଲ ବେଡ୍‌ରେ  ଜୀବନ ସହ ସଂଗ୍ରାମ କରୁଛି ମାଆ । ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଚିକିଟିଗଡ଼ରେ । ଗତ…

ପାଳିତ ହେଉଛି ମାଆ ମୁକ୍ତାଦେବୀ ଠାକୁରାଣୀ ଯାତ୍ରା

ମାଆ ମୁକ୍ତାଦେବୀଙ୍କ ଠାକୁରାଣୀ ଯାତ୍ରା ପାଇଁ ଉତ୍ସବ ମୁଖରିତ ହୋଇ ଉଠିଛି ପୁରା ଗଞ୍ଜାମ ଜ଼ିଲ୍ଲାର ଚିକିଟିପେଣ୍ଠ। ଗତ ୨୭ ତାରିଖ ଠାରୁ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଜୁନ ୧୦ ତାରିଖରେ ଏହା ସରିବ। ବେଳେ ଘଟ ପରିକ୍ରମା ରେ ପଟୁଆର ସହ କଳାକୁଞ୍ଜ ଓ ଆକର୍ଷଣୀୟ ଲାଇଟ ଶଯ୍ଯା ଦର୍ଶକ…

ଗଞ୍ଜାମ : ନୂଆଁପଡା ଓ ଚାନ୍ଦପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୀଳାନ୍ୟାସ ଏବଂ ଉଦଘାଟନ କଲେ ଚିକିଟି ବିଧାୟିକା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ନୂଆଁପଡା ଓ ଚାନ୍ଦପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୀଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି ଚିକିଟି ବିଧାୟିକା ଉଷା ଦେବୀ। ଚାନ୍ଦପୁର ପଞ୍ଚାୟତର ଡଭାର ଗାଁରେ ବସୁଧା ଯୋଜନାରେ ଏକ ପାଣି ଟାଙ୍କିର ଶୀଳାନ୍ୟାସ କରିଥିବା…

ଚିକିଟି ଯୁବରାଜ ବଢାଇଲେ ପ୍ରବାସୀ ଓଡିଆଙ୍କୁ ସହାୟତାର ହାତ

ବ୍ରହ୍ମପୁର (କେନ୍ୟୁଜ୍): ଆନ୍ଧ୍ର-ଓଡିଶା ସୀମାନ୍ତ ଗିରିସୋଲା ଠାରେ ଚିକିଟି ଯୁବରାଜ ରୁପ ଦେଓ ଙ୍କ ଉଦ୍ୟମ ରେ ଆଜି ବସ୍ ଯୋଗେ ଆସୁଥିବା ପ୍ରବାସୀ ଓଡିଆଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ପ୍ରାୟ ଆଠଶହ ପ୍ରବାସୀ ମାନଙ୍କୁ ଖାଇବାକୁ ଦିଆଯିବା ସହ ମାସ୍କ ଓ ସେନିଟାଇଜର  ବଣ୍ଟନ…

ନିର୍ବାଚନ ୨୦୧୯ : ଏଥର ଫୋକସ୍ ଚିକିଟି, ଦେଖନ୍ତୁ ହାରଜିତ୍ ର ହିସାବ ନିକାଶ

ଗଂଜାମ ଜିଲ୍ଲାର ଅନ୍ୟତମ ପ୍ରମୁଖ ବିଧାନସଭା ଆସନ ଚିକିଟି। ନିର୍ବାଚନକୁ ନେଇ ରାଜନୈତିକ ଦଳଙ୍କ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଶାସକ ବିଜେଡ଼ିକୁ ଟକ୍କର ଦେବାକୁ କଂଗ୍ରେସ ଓ ବିଜେପି ଆରମ୍ଭ କରି ସାରିଛନ୍ତି ଅଭିଯାନ । ସେପଟେ ଲୋକଙ୍କ ନିକଟରେ ରହି ନିଜର ବିଜୟ ଅଭିଯାନ ଜାରି ରଖିବାକୁ ବିଜେଡ଼ି…