Below header
Browsing Tag

child death

ରାସ୍ତା ଖରାପ ଥିବାରୁ ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ, ପ୍ରସୂତୀ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଗର୍ଭସ୍ଥ ଶିଶୁର…

ଯାଜପୁର: ପୁଣି ଜନନୀ ଯନ୍ତ୍ରଣା। ପ୍ରସୂତୀଙ୍କୁ ଡାକ୍ତରଖାନା ନେବା ବାଟରେ ଗଲା ନବଜାତକର ଜୀବନ।  ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ବରୀ ବ୍ଲକ ଜୋରକୂଳ ଗାଁ ଦଳିତ ସାହିରେ। ଜୋରକୂଳ ଗାଁର ପ୍ରଶାନ୍ତ ମଲ୍ଲିକଙ୍କ ସ୍ତ୍ରୀ ରୀନା ମଲିକଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ହସ୍ପିଟାଲ ଅଣାଯିବା…

ଢେଙ୍କାନାଳ ଚିକିତ୍ସାଳୟରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଆତ୍ମହତ୍ୟା ଉଦ୍ୟମ କଲେ ବାପା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟରେ ଜଣେ ନବଜାତର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ନବଜାତକର ମୃତ୍ୟୁ ପରେ ବାପା ଜଣକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ଗଁନ୍ଦିଆର କାବୋରା ଗାଁର ସସ୍ମତି ଦେହୁରୀ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର…

୨୪ ଘଣ୍ଟା ନପୁରୁଣୁ ଝାରସୁଗୁଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ପୁଣି ଶିଶୁ ମୃତ୍ୟୁ

ଝାରସୁଗୁଡା(କେନ୍ଯୁଜ୍): ଝାରସୁଗୁଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଗତକାଲି ଏକ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ମୃତ ଶିଶୁର ପରିବାର ଲୋକଙ୍କ ଅଭିଯୋଗ ପରେ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଏହାର ତଦନ୍ତ କରି କାର୍ଯ୍ଯରେ…

ଆମ୍ବୁଲାନ୍ସର ନମିଳିବାରୁ ବୋଲି ମା’ କୋଳରେ ଚାଲିଗଲା ଛୁଆର ଜୀବନ, ଦେଖନ୍ତୁ ଏହି ଛାତିଥରା ଭିଡିଓ

କୋଳରେ ଛୁଆକୁ ଧରି କାନ୍ଦି କାନ୍ଦି ରାସ୍ତାରେ ଦୌଡୁଛନ୍ତି ଜଣେ ମହିଳା । ଦୃଶ୍ୟକୁ ଦେଖି ଯେ କେହି ବି କହିବ ଛୁଆଟିର ନିଶ୍ଚିତ ଦେହ ଖରାପ ଅଛି କିନ୍ତୁ ନା ଅସୁସ୍ଥ ନୁହେଁ ବରଂ ଛୁଆର ପିଣ୍ଡରେ ଆଉ ପ୍ରାଣ ନାହିଁ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବିହାରରେ । ରାସ୍ତାରେ ତିନିବର୍ଷର ମଲା…

ଅନ୍ଧବିଶ୍ୱାସର ଅନ୍ଧାର ଗଳିରେ ଆଖି ବୁଜିଦେଲା ଆଠ ବର୍ଷର ଝିଅ, କୁକୁର କାମୁଡି ଦେବା ପରେ ଚିକିତ୍ସା ବଦଳରେ ଝଡ଼ାଫୁଙ୍କା…

ବାଲିଗୁଡା : ଗୋଟିଏ ପଟେ କରୋନା ପ୍ରତିହତ ପାଇଁ ଲକ୍ ଡାଉନ ଜାରି ରହିଥିବା ବେଳେ ଅନ୍ୟପଟେ ଅନ୍ଧବିଶ୍ୱାସର ଅନ୍ଧାର ଗଳିରେ ମଣିଷ l ଯାହା ଫଳରେ ଏକ ଶିଶୁର ଅକାଳରେ ଜୀବନ ଚାଲି ଯାଇଛି l ମେଡିକାଲକୁ ଆଣି ଚିକିତ୍ସା କରିବା ବଦଳରେ ଚେରମୂଳି ଦ୍ୱାରା ଚିକିତ୍ସା କରାଇବା ଯୋଗୁଁ ଏକ କମଳ ଶିଶୁ ଆଖି…

ଭଦ୍ରକ: ଶିଶୁ ମୃତ୍ୟୁକୁ ନେଇ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା, ଘଟଣାସ୍ଥଳରେ ପୋଲିସ ପହଁଞ୍ଚି…

ବାସୁଦେବପୁର: ଶିଶୁ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା। ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଘଟଣା ଦେଖିବାକୁ ମିଳିଛି। ଗତକାଲି ଅପରାହ୍ନରେ ନରସିଂହପୁର ପଂଚାୟତରେ ନିରଞ୍ଜନ ବେହେରାଙ୍କ ଦେଢ ବର୍ଷର ଶିଶୁ ପୁତ୍ର ପଙ୍କଜ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହେବାରୁ…

ଆଲମାରୀ ପଡିଯିବାରୁ ଶିଶୁର ମୃତ୍ୟୁ, ଏବେ କମ୍ପାନୀ ଦେବ ୩୩୧ କୋଟି ଟଙ୍କା କ୍ଷତିଭରଣା

ଆଲମାରୀ ପଡି ଜଣଙ୍କର ଜୀବନ ଯିବା ଓ ପରେ କ୍ଷତି ପୂରଣ ବାବଦରେ କମ୍ପାନୀକୁ କ୍ଷତିପୂରଣ ଭରିବା ପରି ଘଟଣା ଖୁବ ବିରଳ । କିନ୍ତୁ ଏପରି ହିଁ ଏକ ସମାନ ଧରଣର ଘଟଣା ଘଟିଛି କାର୍ଲିଫର୍ଣ୍ଣିଆରେ । ୨୦୧୭ ମସିହାରେ ୨ ବର୍ଷର ଏକ ଶିଶୁ ଡ଼ଡେକ ଉପରେ ଏକ କପଡା ଭର୍ତ୍ତି ଆଲମାରୀ ପଡିଯାଇଥିଲା । ଫଳରେ…

ରାଜସ୍ଥାନ ଜେ.କେ ଲୋନ୍‌ ହସ୍ପିଟାଲରେ ୧୦୪ରେ ପହଞ୍ଚିଲା ଶିଶୁ ମୃତ୍ୟୁ ସଂଖ୍ୟା, ସମୀକ୍ଷା ପାଇଁ ଆଜି ପରିଦର୍ଶନ କରିବ…

ରାଜସ୍ଥାନ : ରାଜସ୍ଥାନ କୋଟା ସ୍ଥିତ ଜେ.କେ ଲୋନ୍‌ ସରକାରୀ ହସପିଟାଲରେ ଶିଶୁ ମୃତ୍ୟୁସଂଖ୍ୟା ୧୦୪ରେ ପହଞ୍ଚିଛି । ଶିଶୁ ମୃତ୍ୟୁ ସମ୍ପର୍କିତ ସମୀକ୍ଷା ପାଇଁ ଆଜି ହସ୍‌ପିଟାଲ ପରିଦର୍ଶନ କରିବ କେନ୍ଦ୍ରୀୟ ଟିମ୍‌। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ସ୍ୱତନ୍ତ୍ର ଟିମ୍‌ ମଧ୍ୟ ଜେ.କେ…

କୋରାପୁଟ ଦଶମନ୍ତପୁରରେ ସବୁ ସୀମା ଟପିଲା ବର୍ବରତା, ୩ମାସର ଶିଶୁ କନ୍ୟାକୁ ହତ୍ୟା!

କୋରାପୁଟ: କୋରାପୁଟ ଦଶମନ୍ତପୁରରେ ସବୁ ସୀମା ଟପିଲା ବର୍ବରତା। ୩ମାସର ଶିଶୁ କନ୍ୟାକୁ ହତ୍ୟା ସନ୍ଦେହ। ଦଶମନ୍ତପୁରର ଅନିତା ମୁଦୁଲି ନିଜର ୨ଶିଶୁ କନ୍ୟାଙ୍କୁ କୋଳରେ ଧରି ରାତିରେ ଶୋଇଥିବା ବେଳେ ଉଠିବା ବେଳକୁ ୩ମାସର ଶିଶୁ କନ୍ୟା ପାଖରେ ନଥିବା ଦେଖିବାକୁ ପାଇଥିଲେ। ବହୁ ଖୋଜାଖୋଜି କରିବା…

ଡାଳିମ୍ବ ଖାଉଥିଲା ୩ ବର୍ଷର ଶିଶୁ : ଶ୍ୱାସନଳୀରେ ରହିଗଲା ମଞ୍ଜି, ତାପରେ କଣ ହେଲା ଜାଣନ୍ତୁ

ହରିୟାଣା ଫରିଦାବାଦରେ ଗୋଟିଏ ସାମାନ୍ୟ ଅବହେଳା ପାଇଁ ଜଣେ ୩ ବର୍ଷର କୋମଳ ଶିଶୁର ମୃତ୍ୟୁ ହୋଇଛି। ଏଠାରେ ସେକ୍ଟର-୩୦ରେ ଏତମାଦପୁରରେ ରହୁଥିବା ଜଣେ ମହିଳା ନିଜର କୋମଳ ଝିଅକୁ ଡାଳିମ୍ବ ଖାଇବାକୁ ଦେଇଥିଲେ। ଖାଉଥିବା ସମୟରେ ଡାଳିମ୍ବର ଦାନା ଶିଶୁଟିର ଶ୍ୱାସନଳୀରେ ଅଟକି ଗଲା ଯେଉଁ କାରଣରୁ…

ବ୍ରହ୍ମଗିରି: ପୋଲିଓ ଟୀକା ନେଇ ଅଢେଇ ମାସ ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ, ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ବ୍ରହ୍ମଗିରି(କେନ୍ୟୁଜ୍): ଶିଶୁ ମୃତ୍ୟୁରୁ ଉତ୍ତେଜନା। ପୋଲିଓ ଟୀକା ନେଇ ଅଢେଇ ମାସ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ନରଣପୁର ଗାଁର ସ୍ମୃତିରଞ୍ଜନ ବିଶ୍ୱାଳଙ୍କ ଅଢେଇ ମାସର ଶିଶୁକନ୍ୟାକୁ ବୁଧବାର ପୋଲିଓ ଟୀକା ଦିଆଯାଇଥିଲା। ପୋଲିଓ ନେବା ପରେ ଶିଶୁ…

ଖେଳ ହେଲା କାଳ, ପୋଖରୀରେ ବୁଡ଼ିଗଲେ ୨ ଜଣ ଶିଶୁ

ଆଳି(କେନ୍ୟୁଜ୍): ଖେଳ ହେଲା କାଳ । ପୋଖରୀରେ ବୁଡ଼ିଗଲେ ୨ ଶିଶୁ । ଖେଳୁଥିବା ବେଳେ ପୋଖରୀରେ ବୁଡ଼ି ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ମୃତକମାନେ ଆଳି ଥାନା ଖରଖାଇ ବସ୍ତିର ।