Browsing Tag

children health

ପିଲାଙ୍କ ଉପରେ ବାରମ୍ବାର ବିରକ୍ତ ହେଉଛନ୍ତି କି ? ବନ୍ଦ କରନ୍ତୁ ରାଗିବା ନଚେତ ପଡିବ ଏହି ଖରାପ ପ୍ରଭାବ

ବର୍ତ୍ତମାନ ସମୟରେ ସମସ୍ତ ମାଆ ଓ ବାପା ଚାହିଁଥାନ୍ତି ଯେ ତାଙ୍କ ପିଲା ଭୁଲ ବାଟକୁ ନଯାଇ ସଦାସର୍ବଦା ଠିକ୍‌ ବାଟରେ ରହିଥାନ୍ତୁ । ହେଲେ ମାଆ ଓ ବାପାଙ୍କର କିଛି ଭୁଲ ପିଲାମାନଙ୍କୁ ଖରାପ ରାସ୍ତାକୁ ଠେଲି ଦେଇଥାଏ । ବାପା ଓ ମାଆ ପିଲାମାନ ଉପରେ ବାରମ୍ବାର ରାଗିବା ଏକ ପ୍ରକାରର ଭୁଲ ହୋଇଥାଏ ।…

କାର୍ଡ କହିଦେବ ଜନ୍ମିତ ଶିଶୁ ପୋଲିଓ ଆକ୍ରାନ୍ତ କି ନୁହେଁ, ନିର୍ମାଣ କଲେ ଭାରତୀୟ ଡାକ୍ତରୀ ଟିମ

ଭୋପାଳ : ପାଲିଓ ଏକ ଭୟଙ୍କର ରୋଗ, ଯାହା ଠିକ ସମୟରେ ଚିକିତ୍ସା ନହେଲେ ଶିଶୁଟି ସବୁଦିନ ପାଇଁ ଶାରୀରିକ ଅପାଙ୍ଗ ହୋଇଯାଏ ଅବା ମୃତୁ ମୁଖରେ ପଡେ । ଏଥିପାଇଁ ସରକାର ପୋଲିଓ ବୁନ୍ଦା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ହେଲେ ପୋଲିଓ ର ଠିକ ସମୟରେ ଠାବ ଏହି ରୋଗର ମୂଳୋତ୍ପାଟନ…

କରୋନାରୁ ସୁସ୍ଥ ପରେ ବଡ଼ ଲୋକଙ୍କ ସହ ଛୋଟ ପିଲା ହେଉଛନ୍ତି ଡାଇବେଟିସର ଶିକାର, ରିସର୍ଚ୍ଚରୁ ପ୍ରକାଶ

କରୋନା  ଭାଇରସକୁ ନେଇ ଏକ ନୂତନ ତଥ୍ୟ ସାମ୍ନାକୁ ଅ।।ସିଛି । ଏହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କରୋନା ଭାଇରସ କେବଳ ମଧୁମେହ ବା ଡାଇବେଟିସ ଲୋକଙ୍କ ପାଇଁ କ୍ଷତିକାରକ ନୁହେଁ ବରଂ ଏହା ଲୋକଙ୍କ ମଧ୍ୟରେ ଡାଇବେଟିସ ସମସ୍ୟା ମଧ୍ୟ ସୃଷ୍ଟି କରୁଛି ।ଏହାକୁ ନେଇ କେବଳ ବଡ଼ ଲୋକ…

ବିପଦପୂର୍ଣ୍ଣ ହୋଇପାରେ ପିଲାଙ୍କୁ ଉଚ୍ଚ କୋଲେଷ୍ଟ୍ରଲ ସମସ୍ଯା, ଏହି ଲକ୍ଷଣ ଏବଂ କାରଣକୁ କରନ୍ତୁନି ଅଣଦେଖା

ଯଦି ଆପଣ ଭାବୁଥାନ୍ତି, କେବଳ ବୟସ୍କ ଲୋକଙ୍କୁ ଉଚ୍ଚ କୋଲେଷ୍ଟ୍ରଲ ସମସ୍ଯା ହୋଇଥାଏ ବୋଲି, ତେବେ ଆପଣଙ୍କ ଧାରଣା ବିଲକୁଲ ଭୁଲ। କେବଳ ବୟସ୍କ ନୁହେଁ ବରଂ ପିଲାଙ୍କୁ ମଧ୍ୟ ଏହି ସମସ୍ଯା ଦେଖାଦେଇଥାଏ। ଖାସ୍ କରି ହୃଦୟ ରୋଗ ସମସ୍ଯା। ଏମିତିରେ ଯେଉଁ ପିଲାଙ୍କୁ ଉଚ୍ଚ କୋଲେଷ୍ଟ୍ରଲ ସମସ୍ଯା…