Browsing Tag

chingari app

‘ଚିଙ୍ଗାରୀ ଆପ୍’ର ବ୍ରାଣ୍ଡ୍ ଆମ୍ବାସାଡର ଏବଂ ନିବେଶକ ହେଲେ ସଲମାନ ଖାନ

ଦେଶୀ ମନୋରଞ୍ଜନ ଭିତ୍ତିକ ଆପ୍ ‘ଚିଙ୍ଗାରୀ’ ବଲିଉଡ ଭାଇଜାନଙ୍କୁ ନିଜର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର କରିଛି। ଏହା ସହିତ ଆପରେ ସଲମାନ ଖାନ୍ ଅର୍ଥ ନିବେଶ କରିଛନ୍ତି । ଚିଙ୍ଗାରୀ ଆପର ସହ ପ୍ରତିଷ୍ଠାତା ତଥା ସିଇଓ ସୁମିତ ଘୋଷ ଏନେଇ କହିଛନ୍ତି ଯେ, ‘ସଲମାନ ଖାନ୍ ଆମର ଗ୍ଲୋବାଲ ବ୍ରାଣ୍ଡ…

ଆତ୍ମନିର୍ଭର ଭାରତ ଆପ୍‌ ଚ୍ୟାଲେଞ୍ଜ, ଚିଙ୍ଗାରୀକୁ ମିଳିଲା ଶ୍ରେଷ୍ଠ ଆପ୍‌ ଆଓ୍ଵାର୍ଡ

ଭାରତ ଏକାସାଥିରେ ୫୯ ଚାଇନିଜ ଆପ୍‌କୁ ବ୍ୟାନ କରିବା ପରେ ଆତ୍ମନିର୍ଭର ଭାରତ ଇନୋଭେସନ ଚ୍ୟାଲେଞ୍ଜର ଘୋଷଣା କରିଥିଲା। ଯେଉଁଥିପାଇଁ ସବୁ ଭାରତୀୟ ଡେଭଲର୍ପସ କମ୍ପାନୀ ଏବଂ ଆଇଟି କମ୍ପାନୀ ନିଜର ଆପ୍‌କୁ ନେଇ ଆବେଦନ କରିଥିଲେ। ଏବେ ସରକାର ଏହି ଚ୍ୟାଲେଞ୍ଜର ବିଜେତା ଘୋଷଣା କରିଛନ୍ତି।…

ଭାରତରେ ଟିକଟକ୍ ର ସ୍ଥାନ ନେଲା ଚିଙ୍ଗାରୀ ଆପ୍, ୨୨ ଦିନରେ ଏକ କୋଟି ଡାଉନଲୋଡ୍

ଚାଇନିଜ୍ ଆପ୍ସକୁ ନେଇ ଭାରତରେ ବିରୋଧ ଆରମ୍ଭ ହେବା ପରେ ଭାରତରେ ପ୍ରଥମେ ମିତ୍ରୋ ଆପ୍ ସାମ୍ନାକୁ ଆସିଥିଲା। ଏହାପରେ ମିତ୍ରୋ ଆପ୍ ଉପରେ ପାକିସ୍ତାନ ସହ କନେକ୍ସନ ଥିବାର ଆରୋପ ଲଗାଯାଇଥିଲା। କଣ୍ଟେଟ ପଲିସିର ଉଲ୍ଲଂଘନ କାରଣରୁ ମିତ୍ରୋ ଆପ୍ ପୁଣି ଥରେ ଫେରିଛି। ବିଶେଷ ରୂପେ ଏହି ଆପ୍ ପୂର୍ବରୁ…

ବାହାରିଲା ଟିକ୍‌ଟକ୍‌ର ବିକଳ୍ପ, କୋଟିଏରୁ ଊର୍ଦ୍ଧ୍ୱ ଲୋକ ଲୋଡ୍‌ କରିସାରିଲେଣି ଏହି ଦେଶୀ ଆପ୍‌

ଚୀନ୍‌ର ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌କୁ ମାତ୍‌ ଦେବା ପାଇଁ ନିର୍ମିତ ହୋଇଥିବା ଆପ୍‌ ମିତ୍ରୋ ଲଞ୍ଚ୍‌ ହେବାର ଦୁଇ ମାସ ଭିତରେ ହିଁ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଏହା ବ୍ୟତୀତ ଚିଙ୍ଗାରୀ ଆପ୍‌ ମଧ୍ୟ ଲୋକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ମିତ୍ରୋ ଆପ୍‌କୁ ଏବେ ପ୍ରାୟତଃ…

ଚର୍ଚ୍ଚାରେ ଥିବା ଚିଙ୍ଗାରି ଆପର ନିର୍ମାତା ଓଡ଼ିଆ ଯୁବକ ବିଶ୍ବାତ୍ମା, ଜାଣନ୍ତୁ ତାଙ୍କ ସମ୍ପର୍କରେ

କେନ୍ଯୁଜ୍: ଓଡିଆ ଯୁବକଙ୍କ ଦ୍ଵାରା ନିର୍ମିତ ଚିଙ୍ଗାରି ଆପ୍ ଏବେ ସାରା ଭାରତ ବର୍ଷରେ ସମସ୍ତଙ୍କର ପସନ୍ଦ ଆସିଛି । ଏନେଇ ସମସ୍ତେ ଟିକଟକ୍ ଆପକୁ ପ୍ରତ୍ୟାଖ୍ୟାନ କରି ଏହି ଚିଙ୍ଗାରି ଆପକୁ ଡାଉନଲୋଡ଼ କରୁଛନ୍ତି । ଦିନକୁ ଦିନ ମଧ୍ଯ ଏହି ଆପର ଡିମାଣ୍ଡ ବଢିବାରେ ଲାଗିଛି। ତେବେ ଏହି ଚିଙ୍ଗାରି…

‘ଚିଙ୍ଗାରୀ’ ଆପ୍‌କୁ ଡାଉନଲୋଡ଼ କଲେ ମହିନ୍ଦ୍ରା ଗ୍ରୁପ ଅଫ୍‌ କମ୍ପାନୀର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ।…

ବେଙ୍ଗାଲୁରୁ(କେନ୍ୟୁଜ୍‌) : ଓଡ଼ିଆ ଯୁବକଙ୍କ ଦ୍ଵାରା ନିର୍ମିତ ‘ଚିଙ୍ଗାରୀ’ ଆପ ଏବେ ସାରା ଭାରତ ବର୍ଷରେ ସମସ୍ତଙ୍କର ପସନ୍ଦ ଆସିଛି । ସମସ୍ତେ ଟିକ ଟକ ଆପ୍‌କୁ ପ୍ରତ୍ୟାଖ୍ୟାନ କରି ଏହି ‘ଚିଙ୍ଗାରୀ’ ଆପ୍‌କୁ ଡାଉନଲୋଡ଼ କରୁଛନ୍ତି । ଏହି ‘ଚିଙ୍ଗାରୀ’ ଆପ୍‌କୁ ମଧ୍ୟ ଡାଉନଲୋଡ଼ କରିଛନ୍ତି…

ଟିକଟକକୁ ଟକ୍କର ଦେବ ଓଡ଼ିଆ ଯୁବକଙ୍କ ଚିଙ୍ଗାରୀ ଆପ,ସପ୍ତାହ ମଧ୍ୟରେ ପ୍ରାୟ ୧ଲକ୍ଷ ଲୋକ କରିସାରିଲେଣି ଡାଉନ୍‌ଲୋଡ

କେନ୍ୟୁଜ୍ (ବ୍ୟୁରୋ):ଟିକଟକକୁ ଟକ୍କର ଦେବ ଓଡ଼ିଆ ଯୁବକଙ୍କ ଚିଙ୍ଗାରୀ ଆପ । ଏକ ସପ୍ତାହ ମଧ୍ୟରେ ଏହି ଚିଙ୍ଗାରୀ ଆପକୁ ପ୍ରାୟ ୧ଲକ୍ଷ ଲୋକ ଡାଉନ୍‌ଲୋଡ କରିସାରିଲେଣି । ବର୍ତ୍ତମାନ୍‌ କରୋନା ମହାମାରୀର ସମୟରେ ଚାଇନା ଆପ୍‌ ଟିକ୍‌ଟକ୍‌କୁ ପ୍ରତ୍ୟାଖାନ୍‌ କରିବାକୁ ସୋସିଆଲ୍‌ ମିଡିଆରେ ପ୍ରଚାର…