ଶାରଳା ରିଅଲକନ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟ ରହିତାଦେଶ ଜାରି
କଟକ(କେନ୍ୟୁଜ୍): ସ୍ଵତନ୍ତ୍ର ଅଦାଲତଦ୍ୱାରା ବାଜ୍ୟାପ୍ତି ହୋଇଥିବା ଚିଟଫଣ୍ଡ କମ୍ପାନୀ ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଚିଟଫଣ୍ଡ ସଂସ୍ଥା ଶାରଳା ରିଅଲକନର ସମ୍ପତ୍ତି ବ୍ୟାଜାପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ।ପ୍ରାୟ ୧୬ କୋଟି ଟଙ୍କାର…