Browsing Tag

coal

ଭଦ୍ରକରେ କୋଇଲା ମାଫିଆଙ୍କ ଉତ୍ପାତ, ଚୋରି ରାକିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ

ଭଦ୍ରକରେ ଦିନକୁ ଦିନ ବଢ଼ି ଚାଲିଛି କୋଇଲା ମାଫିଆଙ୍କ ଦୌରାତ୍ମ୍ୟ । କୋଇଲା ତ ଚୋରି କରୁଛନ୍ତି, ଆଉ ପ୍ରତିବାଦ କଲେ ସାଧାରଣ ଲୋକଙ୍କୁ କରୁଛନ୍ତି ଆକ୍ରମଣ । ଆମେ କହୁଛୁ, ଜୁନ୍ ୫ ତାରିଖ ଘଟଣା କଥା । ସେଦିନ ଥିଲା ଗୁରୁବାର । ପାହନ୍ତାରୁ ଭଦ୍ରକରେ ଆଡ୍ଡା ପକାଇ ଥିଲେ କୋଇଲା ମାଫିଆ। ଭଦ୍ରକ…

କୋଇଲା ବୋଝେଇ ଟ୍ରେନରେ ନିଆଁ, ଧାମରାରୁ ଯାଉଥିଲା ହାୱଡ଼ା

ସୋର : କୋଇଲା ବୋଝେଇ ଟ୍ରେନରେ ନିଆଁ । ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନର ୨ଟି ବଗିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଟ୍ରେନଟି ଧାମରାରୁ କୋଇଲା ବୋଝେଇ କରି ଟାଟା ଅଭିମୁଖେ ଯାଉଥିଲା । ମାର୍କୋଣା ଷ୍ଟେସନ ମାଷ୍ଟର ସୋର ଷ୍ଟେସନକୁ ଜଣାଇଥିଲେ ।  ସୋର ଷ୍ଟେସନ…

ବେଆଇନ କୋଇଲା ପାଉଁଶ ଚାଲାଣ ବେଳେ ୯ ବେପାରୀ ଗିରଫ

ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ଠାରେ ବେଆଇନ କୋଇଲା ପାଉଁଶ ଚାଲାଣ କରୁଥିବା ୯ଜଣ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚୌଦ୍ଵାର ପୋଲିସ l ସେମାନଙ୍କ ନିକଟରୁ ଗୋଟେ ହାଇୱା, ଦୁଇଟି ବାଇକ୍ ଓ ଗୋଟେ କାର ଜବତ୍ କରିଛି । ଦୀର୍ଘ ଦିନ ଧରି ଏହି ଗୋଷ୍ଠୀ ଚୌଦ୍ୱାର ଥାନା ଅନ୍ତର୍ଗତ…

କୋଇଲା କଳା ଏବଂ ନିଆଁ ଲାଲ, କିନ୍ତୁ ଧୂଆଁର ରଙ୍ଗ ଧଳା କାହିଁକି, ଜାଣନ୍ତୁ କାରଣ

କୋଇଲା ଏକ ଏପରି ଜିନିଷ ଯାହା ଅନେକ ପ୍ରକାରର କାମରେ ଲାଗିଥାଏ । ଯେପରି ଶୀତଦିନେ ଲୋକମାନେ ଥଣ୍ଡାରୁ ଆରାମ ପାଇବା ପାଇଁ କୋଇଲା ଜାଳିଥାନ୍ତି । ତ’ଆଉ କିଛି ଲୋକ ନିଜ ଘରେ କୋଇଲା ଜାଲି ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିଥାନ୍ତି । ଏହା ବ୍ୟତୀତ ଖଣିରେ କୋଇଲା ମଧ୍ୟ ବ୍ୟବହାର ହୋଇଥାଏ । କୋଇଲା ର…

ଦେଶରେ ବିଦ୍ୟୁତ ସଙ୍କଟ ସହିତ ହେଲା କୋଇଲା ଅଭାବ: ଗତକାଲି ଅପରାହ୍ନ ୨ଟା ୫୦ରେ ବିଜୁଳିର ଚାହିଦା ଥିଲା ସର୍ବାଧିକ:…

ନୂଆଦିଲ୍ଲୀ : ବଢି ଚାଲିଛି ନିଅଣ୍ଟିଆ କୋଇଲା ଯୋଗାଣ ସମସ୍ୟା । ଫଳରେ ଘନ ଘନ ବିଜୁଳିକାଟ କରାଯାଉଛି । ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟର ଲୋକମାନେ ଆଜିକାଲି ବିଦ୍ୟୁତ କାଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେଉଁଥିରେ ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ,ପଞ୍ଜାବ , ହରିୟାଣା,…

କଟିପାରେ ଲାଇନ୍‌! ସାରା ଦେଶର ସମସ୍ତ ଥର୍ମାଲ ପାଓ୍ଵାର ପ୍ଲାଣ୍ଟରେ ଭୟଙ୍କର କୋଇଲା ସଙ୍କଟ, ଉତ୍ପାଦନ ହେଉଛି ବିଦ୍ୟୁତ୍‌

ସୂର୍ଯ୍ୟଙ୍କ ତାପମାତ୍ରା ବଢ଼ିବା ସହ ଏବେ ଦେଶରେ ବିଜୁଳି ସଙ୍କଟ ବି ଦେଖାଦେବା ଆରମ୍ଭ ହୋଇଛି। ଦେଶରେ ବିଜୁଳିର ଡିମାଣ୍ଡ ରେକର୍ଡ ସ୍ତରକୁ ପାର କରିଛି। ସ୍ଥିତି ଏତେ ଖରାପ ହୋଇଛି ଯେ ଏବେ ଦେଶର ୮୫ଟି ପାଓ୍ଵାର ପ୍ଲାଣ୍ଟରେ କୋଇଲା ସରିବାକୁ ବସିଲାଣି। ଭୀଷଣ ଗରମ ମଧ୍ୟରେ ଦେଶରେ ବିଜୁଳି ସଙ୍କଟ…

ଏକ ବଡ଼ ଧରଣର କୋଇଲା ଚୋରି ରାକେଟକୁ ଧରିଲା ରେଢାଖୋଲ ପୋଲିସ୍ , ଜଣେ ଅଟକ

ରେଢାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଏକ ବଡ଼ ଧରଣର କୋଇଲା ଚୋରି ରାକେଟକୁ ଧରିଛି ରେଢାଖୋଲ ପୋଲିସ୍ । ଜବତ ହୋଇଛି ୫ଟି ଟ୍ରଲର । ସାଧୁମୁଣ୍ଡା ଗାଁ ନିକଟ ଜଙ୍ଗଲରୁ ଚୋରା କୋଇଲା ଥିବା ଷ୍ଟକୟାର୍ଡରେ ରେଢାଖୋଲ ପୋଲିସ ଚଢ଼ାଉ କରିଥିଲା । ବିଭିନ୍ନ ଗାଡ଼ିରୁ କୋଇଲା ଚୋରି କରାଯାଇ ଏଠାରେ…

କୋଇଲା ଦୁର୍ନୀତି ମାମଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସମେତ ୫ ଜଣଙ୍କ ବିରୋଧରେ ଆଜି ଦଣ୍ଡ ବିଧାନ…

ଭୁବନେଶ୍ବର: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଆଜି ସଜା ଶୁଣାଣି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସମେତ ୫ ଜଣଙ୍କ ବିରୋଧରେ ଦଣ୍ଡ ବିଧାନ କରିବେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ସେମାନଙ୍କ ଭିତରେ ଅଛନ୍ତି କୋଇଲା ମନ୍ତ୍ରାଳୟର ତତ୍କାଳୀନ ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ…