Below header
Browsing Tag

collapsed wall

ଭୁଶୁଡ଼ିଲା ପୁରୀ ରେଳଷ୍ଟେସନରେ ନିର୍ମାଣାଧୀନ ଛାତ, ୪ ଶ୍ରମିକ ଉଦ୍ଧାର

ପୁରୀ(କେନ୍ୟୁଜ): ପୁରୀ ରେଳଷ୍ଟେସନ୍ ରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ । ୪ ଶ୍ରମିକ ଉଦ୍ଧାର । ସେମାନଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ପୁରୀ ରେଳ ଷ୍ଟେସନର ନୂତନ କୋଠାର ଢଳେଇ କାର୍ଯ୍ୟ ଚାଲିଥିବା ବେଳେ ପୋର୍ଟିକୋ ହଠାତ ଛାତ ଭୁଶୁଡି ପଡ଼ିଥିଲା ।…

ଖସି ପଡ଼ିଲା କାନ୍ଥ : ଚାପି ହୋଇ ଚାଲିଗଲା ପୁଅର ଜୀବନ, ବାପା ମାଆ ଗୁରୁତର

ଜଳେଶ୍ବର : ଖସି ପଡ଼ିଲା କାନ୍ଥ । ରାସ୍ତା ପାଖରେ ବସି ଥିବା ବେଳେ ମାଟି କାନ୍ଥ ଖସିପଡ଼ିଲା । ଘଟଣାସ୍ଥଳରେ ଚାପି ହୋଇ ଚାଲିଗଲା ପୁଅର ଜୀବନ । ବାପା ମାଆ ଗୁରୁତର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ପଶ୍ଚିମବାର୍ଡ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଶେଖ…

ଲଗାଣ ବର୍ଷାରେ ଭୁଶୁଡିଲା ଯାଜପୁରର ପୁରାତନ ଜଗନ୍ନାଥ ମନ୍ଦୀରର ପାଚେରୀ, ଗମନାଗମନ ବାଧାପ୍ରାପ୍ତ

ଯାଜପୁର ଟାଉନ୍(କେନ୍ୟୁଜ୍): ଲଗାଣ ବର୍ଷାରେ ଭୁଶୁଡିଲା ଯାଜପୁରର ପୁରାତନ ଜଗନ୍ନାଥ ମନ୍ଦୀରର ପାଚେରୀ । ଗତକାଲି ସଂଧ୍ୟା ସମୟରେ ପ୍ରାୟ ୧୦୦ ପୁଂଟ୍ ଲମ୍ବର ପାଚେରୀ ସଂପୁର୍ଣ୍ଣ ଭାଙ୍ଗିପଡିଛି । ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ଦ୍ୱାରା ସଂରକ୍ଷିତ ଏହି ମନ୍ଦୀର ପାଚେରୀକୁ ଲାଗି…

ପ୍ରବଳ ବର୍ଷା ଫଳରେ ଧସିଲା କାନ୍ଥ, ୨ମୃତ

ଗଜପତି(କେନ୍ଯୁଜ୍) : ପ୍ରବଳ ବର୍ଷା ଫଳରେ ଘଟିଛି ଏକ ଅଘଟଣ। କାନ୍ଥପଡ଼ି ୨ ଜଣଙ୍କର ମୃତ୍ଯୁ ହୋଇଛି । ଗଜପତି ଗୋସାଣି ଲାବନ୍ୟଗଡ଼ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ସତ୍ୟସୁନ୍ଦର ମହାପାତ୍ର ଓ ତାଙ୍କ ସ୍ତ୍ରୀ କୌଶଲ୍ୟ ସେଠୀ। ଜଣେ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି…