Browsing Tag

corona in bhubaneswar

ସାବଧାନ ରାଜଧାନୀବାସୀ ! ଏଣିକି ମାସ୍କ ନପିନ୍ଧିଲେ ହେବ କଡା କାର୍ଯ୍ୟାନୁଷ୍ଠାନ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କୋଭିଡ ଉପରମୁହାଁ।ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ନୂଆ ୫୧୨ କୋଭିଡ ଆକ୍ରାନ୍ତ। ରେଡ୍ ଜୋନରେ ତିନି ଜିଲ୍ଲା। ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲା ଏବେ ରେଡ୍ ଜୋନରେ ସାମିଲ ହୋଇଛି। ଖୋର୍ଦ୍ଧା ଟିପିଆର ରେଟ୍ ୧୦.୬ ପ୍ରତିଶତ ରହିଥିବା ବେଳେ କଟକରେ ୮.୧ ଓ…

ଭୁବନେଶ୍ବରରୁ ଆଜି ୪୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ,୩୦୧ ଲୋକାଲ କଣ୍ଟାକ୍ଟ କେସ୍

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବରରୁ ଆଜି ୪୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୦୧ ଜଣ  ଲୋକାଲ କଣ୍ଟାକ୍ଟ ଦ୍ବାରା  କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୧୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କର…

କେୟାର ଟେକର ବାଣ୍ଟିଲେ କରୋନା : ସତ୍ୟନଗର ସ୍ଥିତ ଓଡ଼ିଶା ଦୃଷ୍ଟିହୀନ ସଂଘରେ ରହୁଥିବା ୧୫ଜଣ ସଦସ୍ୟଙ୍କ ସହ ଜିଜିପି…

ଭୁବନେଶ୍ବର: ଭୁବନେଶ୍ୱରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୨ ହଜାର ହେଲାଣି । ଏହାରି ଭିତରେ ଆଉ ଏକ ଆଶ୍ଚର୍ଯ୍ଯ କରିଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ରାଜଧାନୀରେ ୧୭ ଦୃଷ୍ଟିହୀନ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସତ୍ୟନଗର…

କରୋନା ମୁକ୍ତ ହେଲା ରାଜଧାନୀ, ଗ୍ରୀନ୍‌ ଜୋନ୍‌ ହେବ କେବେ?

ଦୀର୍ଘ ଦିନ ଧରି କରୋନା କବ୍‌ଜାରେ ଥିବା ରାଜଧାନୀ ଆଜି କୋଭିଡ୍‌-୧୯ ମୁକ୍ତ ହୋଇଛି। ସୁସ୍ଥ ହୋଇଛନ୍ତି ସମସ୍ତ କରୋନା ଆକ୍ରାନ୍ତ। ଏନେଇ ଆଜି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଭୁବନେଶ୍ୱରର ସମସ୍ତ ୪୮ ଜଣ ସୁସ୍ଥ ହୋଇଛନ୍ତି। ଯେଉଁ କରୋନା ଆକ୍ରାନ୍ତଙ୍କ ପାଇଁ ରାଜଧାନୀକୁ ରେଡ୍‌…