Browsing Tag

corona lifestyle tips

ପ୍ରତିଦିନ ପିଅନ୍ତୁ ତୁଳସୀ ଚା’, ଯାହା ଆପଣଙ୍କୁ ରୋଗମୁକ୍ତ ରଖିବାରେ ସହାୟକ ହେବ

କରୋନା ଠୁ ଦୂରେଇ ରହିବା ପାଇଁ ଏହାସହ ଅନ୍ୟ ରୋଗଠୁ ମୁକ୍ତି ପାଇଁ ତୁଳସୀର ସେବନ କରାଯାଏ ।ଏହା ଶରୀରରେ ଇମ୍ୟୁନିଟି ସିଷ୍ଟମକୁ ମଜବୁତ ରଖିଥାଏ । ତେଣୁ ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଏହା ଆପଣଙ୍କ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ । ତୁଳସୀ ପତ୍ରର ଆମ ହିନ୍ଦୁ ଧର୍ମରେ ରହିଛି…

ମହାମାରୀ ସମୟରେ ଡେଙ୍ଗୁର ଏହି ସବୁ ଲକ୍ଷଣ ଉପରେ ରଖନ୍ତୁ ଧ୍ୟାନ

ସ୍ୱାସ୍ଥ୍ୟ ହିଁ ସଂପଦ । ଏହାକୁ ଦୃଷ୍ଟିରେ ରଖି ଅନେକ ଦିବସ ପାଳନ କରାଯାଏ । ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ବାର୍ତ୍ତା ଦିଆଯାଏ । ତେବେ ଆଜି ହେଉଛି ବିଶ୍ୱ ଡେଙ୍ଗୁ ଦିବସ । ଯାହାକି ମଶା ମାନଙ୍କ ଦ୍ୱାରା ହୋଇଥାଏ । ଏମାନଙ୍କ ପାଇଁ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗ ଦେଖାଯାଏ ।…

କରୋନା କାଳରେ ଏହି ସବୁ ଖାଦ୍ୟ ଆପଣଙ୍କ ଶରୀର ଓ ମନକୁ ରଖିବ ସୁସ୍ଥ, ନିଶ୍ଚୟ ଖାଆନ୍ତୁ

କରୋନା ମହାମାରୀ ସମୟରେ ସମସ୍ତେ ମାନସିକ ଅବସାଦର ଶିକାର ହେଉଛନ୍ତି । ଅର୍ଥକୁ ନେଇ କେଉଁଠି ସମସ୍ୟା ଦେଖାଯାଉଛି ତ ଅନ୍ୟ କେଉଁଠି ସ୍ୱାସ୍ଥ୍ୟକୁ ନେଇ । କିଛି ସ୍ଥାନରେ ରହିବା ଓ ଖାଇବାକୁ ନେଇ ମଧ୍ୟ ସମସ୍ୟା ଦେଖାଯାଏ । ଡର,ଭୟ, ଚିନ୍ତା କାରଣରୁ ମଧ୍ୟ ଅନେକ ରୋଗଗ୍ରସ୍ତ ହେଉଛନ୍ତିି । ତେବେ…

ଅଧିକ ପାଣି ପଇବା ଦ୍ୱାରା ରକ୍ତଚାପ ଓ ହାର୍ଟଆଟାକ ଭଳି ସମସ୍ୟା ଦେଖାଯାଏ, ଜାଣନ୍ତୁ

ଆପଣ ସବୁବେଳେ ଶୁଣିଥିବେ ଶରୀର ପାଇଁ ପାଣି ଖୁବ ଜରୁରୀ । ତେଣୁ ପାଣି ଅଧିକ ମାତ୍ରାରେ ପିଇବା ଆବଶ୍ୟକ । ପ୍ରତିଦିନ ୨ରୁ୩ ଲିଟର ପାଣି ସମସ୍ତେ ପିିଇବା ଜରୁରୀ । କରୋନା ସମୟରେ ଏହା ନିତ୍ୟାନ୍ତ ଆବଶ୍ୟକ । ଶରୀରକୁ ଏହା ହାଇଡ୍ରେଟ ରଖିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଅଧିକ ମାତ୍ରାରେ ପାଣି…

ଇଦରେ ନିଜ ଖାଇବା ଉପରେ ରଖନ୍ତୁ ନିୟନ୍ତ୍ରଣ, ମାନନ୍ତୁ ଏହି ସହଜ ଟିପ୍ସ

ଆସୁଛି ମୁସଲମାନଙ୍କ ପର୍ବ ଇଦ-ଉଲ- ଫିତର । ତେଣୁ ଏଥିପାଇଁ ଅନେକ ଯୋଜନା ମଧ୍ୟ ଆରମ୍ଭ ହୋଇଗଲାଣି । ମୁସଲମାନଙ୍କ ଏହି ପର୍ବ ପ୍ରତିବର୍ଷ ବେଶ ଧୁମଧାମରେ ପାଳନ କରାଯାଏ । ସାଉଦି ଆରବରେ ରମଜାନର ୨୯ ତାରିଖରେ ଇଦରେ ଜହ୍ନ ନଜର ଆସିନଥିଲା । ଏଥିପାଇଁ ୩୦ ତାରିଖରେ ରମଜାନର ଜହ୍ନ ଦେଖିବା ପରେ ୧୨…

କରୋନା ପାଇଁ ଭାଇରାଲ ହେଉଥିବା ଘରୋଇ ଉପାୟର ଜାଣନ୍ତୁ ସତ୍ୟତା

କରୋନାର ୨ୟ ଲହର ସମସ୍ତଙ୍କୁ ଡରାଇ ରଖିଛି । ଏଥିରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅନେକ ମାତ୍ରାରେ ଜାଗୃତ ହୋଇପଡିଛି । ରୋଗୀଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଉଛନ୍ତି । ପ୍ରାୟ ଲୋକ ଏହାର ନିରାକରଣ ପାଇଁ ଅନେକ ଘରୋଇ ଉପାୟ ଆପଣାଉଛନ୍ତି । କିଛି ଉପାୟ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ…

ୱାର୍କ ଫ୍ରମ ହୋମ କରୁଥିଲେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ, ନଚେତ୍ ହୋଇପାରନ୍ତି ରୋଗାକ୍ରାନ୍ତ

କରୋନା ସ୍ଥିତି ସାଘାଂତିକ ହେବା ପରେ ପରେ ଘରୋଇ କମ୍ପାନୀ ପକ୍ଷରୁ ୱାର୍କ ଫ୍ରମ ହୋମ ନିୟମ ଲାଗୁ କରାଯାଇଛି । ଅନଲାଇନରେ ହେଉଥିବା ସମସ୍ତ କାର୍ଯ୍ୟକୁ ଘରେ ବସି କରିବା ସହ କରୋନା ବିରୁଦ୍ଧରେ ଲଢ଼ିବା ପାଇଁ ମଧ୍ୟ କୁହାଯାଇଛି । ଲୋକଙ୍କୁ ସୁରକ୍ଷିତ ରଖିବା ସହ କାମ କିଭଳି ହୋଇପାରିବ ତାକୁ…

ଶରୀରର ଓଜନ ଅଧିକ ଥିଲେ ହୋଇପାରନ୍ତି କରୋନା ସଂକ୍ରମିତ, ରିପୋର୍ଟରୁ ପାଇଛି ପ୍ରକାଶ

ଏକ ଅଧ୍ୟୟନରୁ ଜଣାପଡିଛି ଯେ ଶରୀରରେ ଓଜନ ବଢ଼ିଲେ ଶରୀର ପାଇଁ କୋଭିଡ ମହାମାରୀର ବିପଦ ମଧ୍ୟ ବଢ଼ିଯାଏ । ଏହି ରିପୋର୍ଟ ଗତ ଗୁରୁବାର ଦ ଲାଂସେଣ୍ଟ ଡାୟବେଟିଜ ଆଣ୍ଡ ଆଣ୍ଡୋକ୍ରାୟେନୋଲୋଜି ଜର୍ନଲ ନାମକ ପତ୍ରିକାରେ ପ୍ରକାଶ ପାଇଛି । ବ୍ରିଟେନର ଅକ୍ସଫୋଡ ୟୁନିର୍ଭସିଟି ଶରୀରରେ ଥିବା ମାଂସପେଶୀ ସହ…

ଭ୍ୟାକସିନ କାରଣରୁ ଆପଣଙ୍କ ଶରୀରରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଉଥିଲେ ସେବନ କରନ୍ତୁ ଏହି ଆହାର

ସରକାରଙ୍କ ତରଫରୁ କରୋନା ଭାଇରସ ପାଇଁ ଆସିଥିବା ଭ୍ୟାକସିନକୁ ଲୋକମାନଙ୍କୁ ଯୋଗାଇ ଦିଆଯାଉଛି । ଏହାକୁ ପ୍ରାୟ ଲୋକଙ୍କୁ ମଧ୍ୟ ଦିଆଯାଇଛି । ହେଲେ କେତେକଙ୍କ ମଧ୍ୟରେ ଏହାର ପାଶ୍ୱପ୍ରତିକ୍ରିୟା ଦେଖବାକୁ ମିଳିଛି । ତେଣୁ ଏଥିପାଇଁ ଏବେ ପ୍ରାୟ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ଯେମିତି କି…

କରୋନା କାଳେ ଅନଲାଇନ ସପିଙ୍ଗ କରୁଥିଲେ ଏହି ସବୁ ଜିନିଷ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ

କରୋନା କାଳରେ ଲୋକମାନେ ନିଜକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ବାହାରକୁ ଯିବା ପାଇଁ ପସନ୍ଦ କରୁନାହାନ୍ତି। କିନ୍ତୁ ପ୍ରାୟତଃ ସବୁ ଜିନିଷ ବାହାରେ ହିଁ ଉପଲବ୍ଧ ହୋଇଥାଏ । ତେଣୁ ଆମ ଦରକାରୀ ଜିନିଷକୁ ଆଣିବା ପାଇଁ ଆମେ ଅନଲାଇନ ଅର୍ଡର କରିଥାଉ। ଏହା କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା…

କୋଭିଡରୁ ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ଏହି ସବୁ ଖାଦ୍ୟଠୁ ନିଜକୁ ଦୁରେଇ ରଖନ୍ତୁ

କରୋନା ଭାଇରସରୁ ରକ୍ଷା ପାଇଁ ଅନେକ ସଚେତନ ବାର୍ତ୍ତା ଦିଆଯାଉଛି। ଘରେ ରହି ନିଜକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ କୁହାଯାଉଛି। ଏଭଳି ଖାଦ୍ୟ ଖାଇବାର ପରାମର୍ଶ ଦିଆଯାଉଛି ଯାହା ଆମ ଶରୀରରେ ଇମ୍ୟୁନିଟି ସିଷ୍ଟମ ଅର୍ଥାତ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ। କିନ୍ତୁ ଆମେ…