Below header
Browsing Tag

corona lockdown

ମା’ର ମମତା ଆଗରେ ହାର ମାନିଲା କରୋନା କଟକଣା, ପୁଅର ଦୁର୍ଘଟଣା ଖବର ପାଇ ପାଦରେ ଚାଲି ଚାଲି ପହଁଚିଲେ ସୁନ୍ଦରଗଡ଼ରୁ…

ଯାଜପୁର (କେନ୍ୟୁଜ) : ମା’ର ମମତା ଆଗରେ ହାର ମାନିଲା କରୋନା କଟକଣା । ଲକଡାଉନ ଯୋଗୁ ଗାଡି ମଟର ବନ୍ଦ ଥିବାବେଳେ ପୁଅର ଦୁର୍ଘଟଣା ଖବର ପାଇ ମା’ ଜଣକ ପାଦରେ ଚାଲି ଚାଲି ଯାଜପୁରରେ ପହଂଚିଛନ୍ତି । ମହିଳା ଜଣକ ହେଉଛନ୍ତି ସୁନ୍ଦରଗଡ ଅଂଚଳର ଅଂଜଳି ମିଶ୍ର । ସାଙ୍ଗରେ ପୁଣି ୭ବର୍ଷର ଝିଅ । ପୁଅ…

ଆଜି ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ମୋଦି କରିବେ ସମ୍ବୋଧନ, ଜଣାପଡିବ ଲକଡାଉନ ଅବଧି ଆଗକୁ ବଢିବ ନା ନାହିଁ

ଲକଡାଉନକୁ ବୃଦ୍ଧି କରିବା ସମ୍ୱନ୍ଧରେ ପ୍ରଧାନମନ୍ତ୍ରୀ ଆଜି ସକାଳ ୧୦ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ। ୧୪ ଏପ୍ରିଲରେ ଲକଡାଉନ ଅବଧି ଶେଷ ହେଉଛି। ଲକଡାଉନ ସମୟରେ ଚାଷ କାର୍ଯ୍ୟକି କୋହଳ କରାଯାଇଥିଲା କିନ୍ତୁ କାରଖାନା ବନ୍ଦ ଥିଲା। ଆଜି ଦେଶବାସୀଙ୍କୁ ମୋଦି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ…

ଲକଡାଉନରେ ବି ସ୍ୱଚ୍ଛତାକୁ ଗୁରୁତ୍ୱ, ମହିଳାଙ୍କୁ ସାନିଟାରୀ ପ୍ୟାଡ୍ ବାଣ୍ଟିଲେ ମହିଳା ପୋଲିସ ଅଫିସର

ଲକଡାଉନ ଯୋଗୁ ଦୋକାନ ବନ୍ଦ ରହୁଥିବାରୁ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ସମସ୍ୟା ଦେଖାଯାଉଛି। ଖାସ୍ କରି ମହିଳାମାନଙ୍କୁ ସାନିଟାରୀ ପ୍ୟାଡ଼ କିଣିବାର ଅସୁବିଧା ହେଉଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ମଧ୍ୟରେ ପ୍ୟାଡ଼ ଆସୁନଥିବାରୁ ଗରିବ ମହିଳାମାନେ ଅଧିକ ହଇରାଣ ହେଉଛନ୍ତି। ମହିଳାଙ୍କର…

ଲକ ଡାଉନରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରତିଭାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଯାଜପୁର : କୋରୋନା ପାଇଁ ଚାରିଆଡେ ଲକ ଡାଉନ । ସ୍କୁଲ ଓ କଲେଜରେ ପାଠ ପଢ଼ା ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ଘରେ ରହି ଛାତ୍ର ଛାତ୍ରୀଙ୍କୁ ପାଠ ସହିତ ଚ୍ରିତାଙ୍କନ,କବିତା,ସ୍ଲୋଗାନ ଆଦି ଲେଖିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋ ପ୍ରତିଭା କାର୍ଯ୍ୟକ୍ରମରେ…

ସାରା ଦେଶରେ ଲକ୍‌ଡାଉନ୍‌ ସମୟ ବଢ଼ିବ କି ନାହିଁ, କାଲି ନିଷ୍ପତ୍ତି ଶୁଣାଇବେ ମୋଦି

କେନ୍ୟୁଜ(ବ୍ୟୁରୋ): ଲକଡାଉନ ସାରା ଦେଶରେ ବଢିବ କି ନାହିଁ ରବିବାର ନିଷ୍ପତ୍ତି ଶୁଣାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଦିନ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେସିଂ ଜରିଆରେ ଆଲୋଚନା କରି ମୋଦି କିଛି ନିଷ୍କର୍ଷ ବାହାର କରିବେ ବୋଲି ଜଣା ପଡୁଛି । ଏପ୍ରିଲ ୧୪ରେ…

ଅସମ୍ଭବକୁ କେବଳ ମା ହିଁ କରିପାରେ ସମ୍ଭବ, ଲକଡାଉନରେ ଫସିଥିବା ପୁଅକୁ ଘରକୁ ଆଣିବା ପାଇଁ ଗୋଟିଏ ରାଜ୍ୟରୁ ଅନ୍ୟ ଏକ…

ଅମରାବତୀ : ଦେଶରେ କାରୋନା ଭାଇରସ ମାମଲା ଲଗାତାର ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬ ହଜାର ୪୧୨ରେ ପହଁଚିଛି। ଏବେ ସୁଦ୍ଧା ପ୍ରାୟ ୧୯୯ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। କାରୋନାର ପ୍ରକୋପକୁ ରୋକିବା ପାଇଁ ଦେଶରେ ଲକଡାଉନ କରାଯାଇଛି। ଏହି ଲକଡାଉନ ପାଇଁ ଅନେକ ଲୋକ ବହୁତ…

କଣ ଆପଣ ମଧ୍ୟ ଛାତ ଉପରେ ଏକାଠି ବସି ତାସ ଖେଳୁଛନ୍ତି, ସାବଧାନ ! ଉପରେ ବୁଲୁଛି ପୋଲିସର ଡ୍ରନ କ୍ୟାମେରା, ଦେଖନ୍ତୁ…

ସାରା ଦେଶରେ ଲକଡାଉନ ଜାରି ରହିଛି। ଯେଉଁ କାରଣରେ ଲୋକେ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି। ସରକାରଙ୍କ ଅନୁରୋଧକୁ ରକ୍ଷା କରି ଘରେ ରହୁଛନ୍ତି। ଏମିତିରେ ଆପଣ ଲକଡାଉନରେ ଲୋକେ ଘରେ କେମିତି ସମୟ କାଟୁଛନ୍ତି ତାହାର ଅନେକ ଭିଡ଼ିଓ ଆପଣ ଦେଖୁଛନ୍ତି। କିଏ ଘରେ ରହି ରୋଷେଇ କରୁଛନ୍ତି ତ କିଏ ତାସ,…

ଲକଡାଉନ୍ ସ୍ଥିତିରେ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କଲେ ଜେଲ ଦଣ୍ଡ ଭୋଗିବେ କମ୍ପାନୀ ମାଲିକ

କରୋନା ଭାଇରସର ବ୍ୟାପିବାକୁ ରୋକିବା ପାଇଁ ଏବେ ସାରା ଦେଶକୁ ଲକଡାଉନ କରିଦିଆଯାଇଛି। ଏହି ପରିସ୍ଥିତିରେ ଘରୁ ବାହାରିବାକୁ ମନା କରାଯିବା ସହ ଅତି ଜରୁରୀ ଥିଲେ ମାସ୍କ ପିନ୍ଧି ଯିବାକୁ କୁହାଯାଇଛି। ୨୧ ଦିନିଆ ଲକଡାଉନ ଯୋଗୁ ଏବେ ସବୁ କଳକାରଖାନା, ଅଫିସ, ମଲ, ଫିଲ୍ମ ହଲ ଆଦି ବନ୍ଦ ରହିଛି।…

ଲକଡାଉନ ଯୋଗୁ ତଳକୁ ଖସିବ ଅର୍ଥବ୍ୟବସ୍ଥା, ଯାଇପାରେ 52 ପ୍ରତିଶତ ଚାକିରି !

କରୋନା ଭାଇରସକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା 21 ଦିବସୀୟ ଲକଡାଉନର ଗଭୀର ପ୍ରଭାବ ଆମ ଅର୍ଥବ୍ୟବସ୍ଥା ଉପରେ ପଡ଼ିବ। ଭାରତୀୟ ଉଦ୍ୟୋଗ ପରିସଂଘ (ସିଆଇଆଇ) ଏକ ସର୍ବେକ୍ଷଣରେ 52 ପ୍ରତିଶତ ଚାକିରି ଯିବାର ଆଶଙ୍କା ପ୍ରକାଶ କରିଛି। ସିଆଇଆଇର ପାଖାପାଖି 200 ମୁଖ୍ୟ…

ସଟଡାଉନରେ ଘରେ ରୁହନ୍ତୁ ନଚେତ ଉଠାଇନେବ ପୋଲିସ, ଭୁବନେଶ୍ୱରରେ ଜଣେ ମହିଳାଙ୍କ ସମେତ ୬୩ ଜଣଙ୍କୁ ବାଧ୍ୟତାମୂଳକ…

ଭୁବନେଶ୍ୱର (କେନ୍ୟୁଜ) : ବିଶ୍ଵ ମହାମାରୀ କାରୋନା ଏବେ ସାରା ଦେଶରେ ତାଣ୍ଡବ କରୁଛି। ବିଶ୍ଵବାସୀଙ୍କ ନିଦ ହଜାଇଛି ଏହି ଘାତକ କାରୋନା ଭାଇରସ। ଏହି ଜୀବନ ନାଶକ କାରୋନା ଭାରତରେ ମଧ୍ୟ ତାର କାୟା ବିସ୍ତାର କରିସାରିଛି। ସେଥିପାଇଁ ପୂରା ଦେଶକୁ ଲକଡାଉନ ଘୋଷଣା କରାଯାଇଛି। ଏହି ଭୟଙ୍କର…

ଘର ବାହାରେ କାର ପାର୍କ କରିବା ଏହି ଅଷ୍ଟ୍ରେଲିୟ କ୍ରିକେଟରଙ୍କୁ ପଡିଲା ମହଙ୍ଗା, ଡୋର କାଚ ଭାଙ୍ଗି ପର୍ସ ନେଇଗଲା ଚୋର

କରୋନା ଲକଡାଉନ ସମୟରେ ଏବେ ସମସ୍ତେ ନିଜକୁ ଘରେ ବନ୍ଦୀ କରି ରଖିଛନ୍ତି । କିନ୍ତୁ କେତେକ ସ୍ଥାନରେ ଏହି ଆଇସୋଲେଶନର ଫାଇଦା ଉଠାଉଛନ୍ତି ଚୋରମାନେ । ଅଷ୍ଟ୍ରେଲିଆର ଟେଷ୍ଟ ଟିମ କ୍ୟାପଟେନ ଟିମ ପେନ ସୂଚନା ଦେଇଛନ୍ତି କି, ତାଙ୍କ କାରରୁ ତାଙ୍କର ପର୍ସ ଚୋରି ହୋଇଯାଇଛି । ସେ ନିଜ କାରକୁ…

ଡ୍ୟୁଟିରୁ ଫେରୁଥିବା ଡାକ୍ତରଙ୍କୁ ପୋଲିସ ମାରିଲା ମାଡ, ଆଇକାର୍ଡ଼ ଦେଖାଇବାରୁ ଆହୁରି ଜୋରରେ ପିଟିଲେ ପୋଲିସକର୍ମୀ

ଲକଡାଉନ ସମୟରେ କାର୍ଯ୍ୟରତ ଥିବା ଗୁରୁଗ୍ରାମ ପୋଲିସର ଅମାନବୀୟ ଚେହେରା ଏବେ ସମସ୍ତଙ୍କୁ ସମ୍ନାକୁ ଆସିଛି। ଦେଶର ଏହି ଆପତକାଳୀନ ପରିସ୍ଥିତିରେ ଡ୍ୟୁଟି ସାରି ଘରକୁ ଫେରୁଥିବା ଡାକ୍ତରଙ୍କ ସହିତ ପୋଲିସମାନେ ଯାହା କରିଛନ୍ତି ତାହା ଆପଣ ଜାଣିଲେ କ୍ରୋଧିତ ହୋଇଯିବା ସହିତ ନିନ୍ଦା ମଧ୍ୟ କରିବେ।…