Browsing Tag

corona positive cases in bhubaneswar

ଆଜିଠୁ ରାଜଧାନୀର ୯ ୟୁପିଏଚସିରେ କରୋନା ପରୀକ୍ଷା, ମାଗଣାରେ ହେଉଛି ରାପିଡ୍‌ ଆଣ୍ଟିଜେନ ଟେଷ୍ଟ

ଭୁବନେଶ୍ବର: ଆଜିଠୁ ୯ ୟୁପିଏଚସିରେ କରୋନା ପରୀକ୍ଷା । ରାଜଧାନୀର ୯ ୟୁପିଏଚସି ବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା କରାଯାଉଛି । ମାଗଣାରେ ହେଉଛି ରାପିଡ୍‌ ଆଣ୍ଟିଜେନ ଟେଷ୍ଟ । ସକାଳ ୮ଟାରୁ ଅପରାହ୍ନ ୨ଟା ଯାଏ ନମୁନା ସଂଗ୍ରହ କରାଯିବ । ଜନସାଧାରଣ ଏଠାକୁ ଯାଇ…

ରାଜ୍ଯରେ ଆଜି ୧୬୦୨ ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ଯା ୩୩,୪୭୯କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଜି ୧୬୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୯୯୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୬୦୯ ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୯ଟି ଜିଲ୍ଲାରୁ ଏହି ସମସ୍ତ ନୂଆ…

ଚିନ୍ତା ବଢାଉଛି ଭୁବନେଶ୍ୱର: ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା, ଗଞ୍ଜାମ ଓ କଟକରେ ଧିରେ ଧିରେ କମୁଛି ସଂକ୍ରମଣ

ଭୁବନେଶ୍ୱର: ଚିନ୍ତା ବଢାଉଛି ଭୁବନେଶ୍ୱର । ଗଞ୍ଜାମ ଓ କଟକରେ ଧିରେ ଧିରେ କମୁଥିବାବେଳେ ରାଜଧାନୀରେ ହୁ ହୁ ହୋଇ ବଢି ଚାଲିଛି ସଂକ୍ରମଣ । ସପ୍ତାହେ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜୁଲାଇ ୨୨ ତାରିଖରେ ଭୁବନେଶ୍ୱରରେ ୯୧ ଜଣ ଆକ୍ରାନ୍ତ ଚିହ୍ନଟ…

ହୋଇଯାଆନ୍ତୁ ସତର୍କ ! ଭୁବନେଶ୍ୱରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଭୁବନେଶ୍ୱରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୨ ହଜାର ହେଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ୧୯୯୧ ହୋଇଥିବା ବେଳେ ଆକ୍ଟିଭ୍‌ କେସ୍‌ ହଜାରେ ଟପିଲାଣି । ୧୦୬୯ ଜଣ ଚିକିତ୍ସାଧୀନ ଥିବା ବେଳେ ୯୦୯ ଜଣ ସୁସ୍ଥ ହୋଇଛନ୍ତି । ପ୍ରତ୍ୟେକ ଦିନ…

ପୁଣି ରେକର୍ଡ ଭାଙ୍ଗିଲା ଓଡିଶା: ଦିନକରେ ସର୍ବାଧିକ ୧୫୯୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ଯରେ ସର୍ବାଧିକ ୧୫୯୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦୬୭ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ୫୨୭ ଲୋକାଲ କେସ୍ ରୁ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୮ଟି ଜିଲ୍ଲାରୁ ଏହି ସମସ୍ତ ନୂଆ…

ଭୁବନେଶ୍ବରରୁ ଆଉ ୩୮ ପଜିଟିଭ୍ : କ୍ୱାରେଣ୍ଟାଇନ୍‌ରୁ ୨୬ ଓ ଲୋକାଲ କଣ୍ଟାକ୍ଟରୁ ୧୨ଟି କେସ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୩୮ କରୋନା ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୨୬ ଓ ଲୋକାଲ କଣ୍ଟାକ୍ଟ ୧୨ଟି କେସ୍‌ ଚିହ୍ନଟ ହୋଇଛି। ଲୋକାଲ କଣ୍ଟାକ୍ଟ ମଧ୍ୟରୁ ଚିହ୍ନଟଙ୍କ ଭିତରୁ କଳିଙ୍ଗ ବିହାରରୁ ଜଣେ, ପୋଖରୀପୁଟ୍‌ରୁ ଜଣେ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୨ ଜଣ, ଗଙ୍ଗନଗରରୁ ୩…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୪୫ ନୂଆ କରୋନା ଆକ୍ରାନ୍ତ, ଖାଲି ଗଞ୍ଜାମରୁ ୯୬ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୪୫ ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶରଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ଭିତରୁ କ୍ୱାରେଣ୍ଟାଇନ ସେଣ୍ଟରୁ ୨୧୪ ଜଣ ଓ ଲୋକାଲ୍ କେସରୁ ୩୧ଜଣ ଚିହ୍ନଟ।…

ଭୁବନେଶ୍ୱରରୁ ପୁଣି ୨ କରୋନା ପଜିଟିଭ ଚିହ୍ନଟ, ଜଣେ ସୁସ୍ଥ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆପୋଲୋ ହସ୍ପିଟାଲର ଜଣେ ୨୫ ବର୍ଷୀୟ କର୍ମଚାରୀଙ୍କୁ କରୋନା ହୋଇଥିବାବେଳେ ଅନ୍ୟ ଜଣେ ଆକ୍ରାନ୍ତ ନୟାପଲ୍ଲୀ ଅଞ୍ଚଳର ୬୭ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି। ଅନ୍ଯପଟେ କଳିଙ୍ଗ ବିହାର ଅଞ୍ଚଳର ଜଣେ ୩୦…