Browsing Tag

corona update news

ଜାଣି ଜଣାଇବାର ଅଭିନବ ପରିକଳ୍ପନା: କରୋନା ଯୁଦ୍ଧରେ ଯୋଦ୍ଧା ପାଲଟିଲା ତେନ୍ତୁଳିଆ ଗାଁ, ନିଆରା ଢଙ୍ଗରେ ବାଣ୍ଟିଲା…

ଭଞ୍ଜନଗର: ଗାଁର ପିଲାଠୁ ବୟଷ୍କ ସମସ୍ତଙ୍କର ଗୋଟିଏ ଚିନ୍ତା । ନିଜେ ଜାଣିବା ଓ ଅନ୍ଯକୁ ଜଣାଇବା । ମୁହଁରେ ମାସ୍କ ହାତରେ ଦୀପ । ଘଣ୍ଟ ବାଦ୍ଯ ହରିବୋଲ ହୁଳହୁଳି ଦେଇ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି ଗ୍ରାମବାସୀ । କେମିତି ଯଥାଶୀଘ୍ର କରୋନା ମୁକ୍ତ ହେଉ ସାରା ବିଶ୍ବ। ଅଭିନବ…

ଆଜି ରାଜ୍ୟରେ ପୁଣି ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୫୧ ଜଣ କରୋନା ପଜିଟିଭଙ୍କ ଭିତରୁ କଳାହାଣ୍ଡି…

ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା: ଗୋଟିଏ ଦିନରେ ୪ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୨୨…

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା । ଗୋଟିଏ ଦିନରେ ୪ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୨୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୯୭ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ଦେଶରେ ମୃତ୍ୟୁ ସଂଖ୍ୟା ୨୨ ହଜାର ୦୬…

ଅଚାନକ ବଦଳି ଯାଇଛି ଓଡିଶାର ରଙ୍ଗ: ୭ ଦିନରେ ୮୩ ନୂଆ ଆକ୍ରାନ୍ତ, କେବଳ ୫ ଜିଲ୍ଲାରେ ୨୪୦ ପଜିଟିଭ୍ ଚିହ୍ନଟ

ଗଞ୍ଜାମ: ଚିନ୍ତା ବଢାଉଛି ଗଞ୍ଜାମ । ଗତ ସାତ ଦିନ ମଧ୍ୟରେ ୮୩ ଟି ମାମଲା ଆସିଛି । ମୋଟ ସଂକ୍ରମିତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ପ୍ରତିଶତ । ଏପଟେ ଅଚାନକ ବଦଳି ଯାଇଛି ଚିତ୍ର ଓ ରଙ୍ଗ । ଗତ ୧୦ ଦିନ ଅର୍ଥାତ ଏପ୍ରିଲ ୨୯ ତାରିଖରେ ୯ଟି ଜିଲ୍ଳା ଅର୍ଥାତ୍ ଗଞ୍ଜାମ,…

ରାଜ୍ୟରେ ପୁଣି ୧୪ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ପୁଣି ୧୪ଜଣ କରୋନା ପଜିଟିଭ୍ ଚିହ୍ନଟ । ଯାହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ୧୨, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ…

ସଂକ୍ଷେପରେ ଜାଣନ୍ତୁ କରୋନା ସମ୍ପର୍କିତ ଦେଶ ବିଦେଶର ଖବର

୧-ହିମାଚଳ ପ୍ରଦେଶର ଉନା ଅଞ୍ଚଳରେ ଜଣେ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଥିଲେ । ତେବେ ପରେ ପୁଣି ଥରେ ନମୂନା ପରୀକ୍ଷା ପରେ ତାଙ୍କର ପଜେଟିଭ୍‌ ଥିବା ଜଣାପଡ଼ିଛି । ୨-ଦିଲ୍ଲୀ ଜାହାଙ୍ଗୀରପୁର ଅଞ୍ଚଳରେ ଗୋଟିଏ ପରିବାରର ୩୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନମୂନା ଯାଞ୍ଚ ପରେ ଏକଥା…

କରୋନା ଅପ୍‌ଡେଟ୍‌ : ଦେଶ ବିଦେଶର କିଛି ଗୁରୁତ୍ୱପୂର୍ଣ୍ଣ ଖବର ପଢନ୍ତୁ ସଂକ୍ଷେପରେ

୧-ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କରୋନାରୁ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଲେ । ସୁସ୍ଥତା ପାଇଁ ମେଡିକାଲ ଷ୍ଟାଫ୍‌ଙ୍କୁ ଧନ୍ୟବାଦ ଜଣାଇଲେ । ୨-କରୋନା ପାଇଁ ବର୍ତ୍ତମାନ ୪୦ରୁ ଅଧିକ ଭ୍ୟାକସିନ୍‌ ପରୀକ୍ଷଣ ଚାଲିଛି । ତେବେ ଏଯାଏ କେହି ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚି…

ଆମେରିକାରେ ମହାମାରୀ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଲା

୧-ଆମେରିକାରେ ମହାମାରୀ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଲା । ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ଙ୍କ ୨ ଟ୍ରିଲିୟନ୍‌ ଡଲାର ଅନୁଦାନ ଘୋଷଣା । ୨-ଭାରତର କେରଳରେ ଜଣେ ୬୯ ବର୍ଷ ବୟସ୍କ ବୃଦ୍ଧଙ୍କର କରୋନାରେ ମୃତ୍ୟୁ । ସେ ଦୁବାଇରୁ ଆସିବା ପରେ ଗତ ୨୨ ତାରିଖରେ…