Browsing Tag

corona vaccine sputnik v

ସ୍ୱଦେଶୀ ଟିକା ନ ନେଇ ଋଷ ଭ୍ୟାକ୍‌ସିନ୍‌ Sputnik V ନେଲେ ତେଜସ୍ୱୀ ଓ ତେଜପ୍ରତାପ

ରାଜନେତା ତେଜସ୍ୱୀ ଯାଦବ ଓ ତାଙ୍କ ବଡ଼ ଭାଇ ତେଜପ୍ରସାଦ ଯାଦବ ବୁଧବାର ଦିନ କରୋନା ଟିକା ନେଇଛନ୍ତି। ଉଭୟ ପାଟଣାସ୍ଥିତ ମେନ୍ଦାନା ହସ୍ପିଟାଲରେ ଋଷ ଭ୍ୟାକ୍‌ସିନ୍‌ ସ୍ପୁଟନିକ୍‌ ଭି ଡୋଜ୍‌ ନେଇଛନ୍ତି। ବିହାରର ପୂର୍ବ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଟ୍ଵିଟ୍‌ କରି ଏହି ସୂଚନା…

ଭାରତରେ କରୋନାକୁ ଗୋଟିଏ ଡୋଜରେ ହରାଇବ Sputnik-V ଭ୍ୟାକସିନ, ରିପୋର୍ଟରୁ ପ୍ରକାଶ

କରୋନାର ୨ୟ ଲହରରେ ଭାରତ ଭ୍ୟାକସିନକୁ ନେଇ ଚିନ୍ତାରେ ପଡିଛି । ସବୁ ଲୋକଙ୍କୁ ଭ୍ୟାକସିନ ଦେବା ପାଇଁ ଚେଷ୍ଟା ମଧ୍ୟ ଜାରି ରଖିଛି । ଏଥିପାଇଁ କୋଭିସିଲ୍ଡ ଓ କୋଭାକ୍ସିନ ଭ୍ୟାକସିନ ଦିଆଯାଉଛି । ଏହାପରେ ଏବେ ଭ୍ୟାକସିନ ରୂପେ Sputnik-V ମଧ୍ୟ ଆସନ୍ତା ସପ୍ତାହରେ ମାର୍କେଟରେ ଉପଲବ୍ଧ ହେବାକୁ…

ରାଜ୍ୟରେ ଟିକାର ଅଭାବ: ସିଙ୍ଗଲ ଡୋଜ୍‌ ସ୍ପୁଟନିକ୍‌ ଲାଇଟକୁ ବିକଳ୍ପ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇପାରେ ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ଟିକାର ଅଭାବ । ବିଭିନ୍ନ ଟିକାନ୍ଦ୍ରେରେ ଟିକା ନଥିବା ସମସ୍ୟା ଉପୁଜୁଛି। କୋଭାକ୍ସିନ୍‌ ଓ କୋଭିସିଲଡ ମିଳିବାରେ ସମସ୍ୟା ଥିବାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ମଞ୍ଜୁରୀପ୍ରାପ୍ତ ସ୍ପୁଟନିକ୍‌-ଭି ଓ ସ୍ପୁଟନିକ୍‌ ଲାଇଟକୁ ବିକଳ୍ପ ଭାବେ ଚିନ୍ତା କରୁଛନ୍ତି ରାଜ୍ୟ ସରକାର।…

କରୋନାକୁ ମାତ୍‌ ଦେବ ଋଷ ଟିକା, ମେ’୧ ରେ ଭାରତରେ ପହଞ୍ଚିବ ସ୍ପୁଟ୍‌ନିକ୍‌-ଭି

କରୋନାକୁ ମାତ୍‌ ଦେବ ଋଷ ଟିକା । ମେ’ ୧ ତାରିଖରେ ଭାରତରେ ପହଞ୍ଚିବ ସ୍ପୁଟନିକ-ଭି ଡୋଜ୍‌। ଏ ନେଇ ଋଷିଆ ପ୍ରତ୍ୟକ୍ଷ ବିନିବେଶ ପାଣ୍ଠିର ମୁଖ୍ୟ କ୍ରିଲ ଡିମିଟ୍ରିଭ ସୂଚନା ଦେଇଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ କେତେ ପରିମାଣର ସ୍ପୁଟନିକ-ଭି ଟିକା ଆସିବ ସେ ନେଇ ଏବେ ଯାଏଁ କୌଣସି ସୂଚନା…

ଭାରତକୁ ମିଳିବ ଆଉ ଏକ ଭ୍ୟାକସିନ୍,ଋଷ୍‌ ଟିକା ସ୍ପୁଟନିକ୍‌-ଭିକୁ ମିଳିଲା ଅନୁମତି

କେନ୍ୟୁଜ୍(ବ୍ୟୁରୋ): ଖୁବଶୀଘ୍ର ଭାରତକୁ ମିଳିବ ଆଉ ଏକ ଭ୍ୟାକସିନ୍‌ । ଋଷ୍‌ ଟିକା ସ୍ପୁଟନିକ୍‌-ଭିକୁ ମିଳିଲା ଅନୁମତି । ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ସବଜେଟ୍‌ ଏକ୍ସପର୍ଟ କମିଟି । ଏନେଇ ଆଜି ବସିଥିଲା ବୈଠକ । ବିଚାରବିମର୍ଶ ପରେ ସ୍ପୁଟନିକ୍‌ ଭିକୁ ଗ୍ରୀନ ସିଗନାଲ୍‌ ଦେଇଛି…

ଭାରତରେ ହେବ ଋଷ ଟିକା ସ୍ପୁଟନିକ Vର ପରୀକ୍ଷଣ, ଉଭୟ ଦେଶ ମଧ୍ୟରେ ଚାଲିଛି କୂଟନୈତିକ ସ୍ତରରେ ଆଲୋଚନା

ନୂଆଦିଲ୍ଲୀ: ଭାରତକୁ ଆସିବ ରୁଷ ଟିକା। ଏ ନେଇ ଉଭୟ ଦେଶ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ଚାଲିଛି। ଋଷରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ସଫଳ ହୋଇଛି। ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇ ସାରିଛି। ଯଦି ଭାରତରେ ପରୀକ୍ଷଣ ହେବ ସେଥିଲାଗି ଜରୁରୀ ଅନୁମତି ନେବାକୁ ପଡିବ। ଭାକ୍ସିନ୍‌…

ବିଶ୍ୱର ପ୍ରଥମ ଦେଶ ଭାବେ ରୁଷିଆ ଆଣିଛି କରୋନା ଟିକା, ଯାହାର ନାଁ ‘ସ୍ପୁଟନିକ୍‌-ଭି’

ରୁଷ: ଆସିଲା ବିଶ୍ୱର ପ୍ରଥମ କରୋନା ଟିକା । ରୁଷ ପକ୍ଷରୁ ପ୍ରଥମ ଟିକା କରାଗଲା ବିକଶିତ । ଏ ନେଇ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ସୂଚନା ଦେଇଛନ୍ତି । ତେବେ ବିଶ୍ୱର ପ୍ରଥମ ଦେଶ ଭାବେ ରୁଷିଆ ଆଣିଛି କରୋନା ଟିକା । ଯେଉଁ ଟିକାର ନାଁ ରଖାଯାଇଛି ସ୍ପୁଟନିକ୍‌-ଭି । ୧୯୫୭ ମସିହାରେ…