Browsing Tag

coronavirus effect

ତୁଣ୍ଡ ବାଇଦ ସହସ୍ର କୋଷ: କରୋନା କଣ କିଛି ଜାଣିନଥିଲେ ସୁଦ୍ଧା ଶାଳ ପତ୍ରକୁ ଖଡିକାରେ ସିଲେଇ କରି ମାସ୍କ ଭଳି ମୁହଁରେ…

ବାଂଶପାଳ: କରୋନା ଭୂତାଣୁ ସଂକ୍ରମଣ ବଞ୍ଚିବାକୁ ନେଇ ସାରା ବିଶ୍ବ ଆତଙ୍କିତ ହୋଇପଡିଥିବାବେଳେ ଆମ ଦେଶରେ ମଧ୍ଯ ସଂକ୍ରମଣ ବଢୁଥିବାରୁ ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବହୁବିଧି ପଦକ୍ଷପ ଗ୍ରହଣ କରାଯାଉଛି । ୨୧ ଦିନ ପାଇଁ ସାରା ଦେଶକୁ ଲକଡାଉନ୍ ଘୋଷଣା କରାଯାଇଛି । ଅତ୍ଯାବଶ୍ଯକୀୟ…

ବାଲେଶ୍ବର ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ: ଲକ୍ ଡାଉନ ସମୟରେ ସହରର ସମସ୍ତ ଭିକ୍ଷୁକ ମାନଙ୍କୁ ରହିବା,ଖାଇବା ଦେବା ସହ…

ବାଲେଶ୍ବର: ଲକ୍ ଡାଉନରେ ସାରା ଦେଶ ଏବେ ସ୍ତବ୍ଧ । ଯେଉଁଥିରେ ବିଶେଷ ସମସ୍ଯାରେ ପଡିଛନ୍ତି ପ୍ରତିଦିନ ପରର ହାତ ଟେକାରେ ଚଳୁଥିବା ଗରିବ ଲୋକମାନେ । ଯାହାଙ୍କୁ ଏବେ ଦିନକୁ ବେଳାଏ ଖାଇବା ମୁଠାଏ ପାଇବା ବେଶ୍ କଷ୍ଟକର ହୋଇପଡିଛି । ଏସବୁକୁ ଦେଖିବା ପରେ ଉଚିତ୍ ପଦକ୍ଷପ ନେଇଛି ବାଲେଶ୍ବର…

ଖାଦ୍ୟ ଆଉ ଆଶ୍ରୟ ଯୋଗାଇ ଦେବା ପରେବି ଘରମୁହାଁ ଶ୍ରମିକ, ସମସ୍ତ ଜିଲ୍ଲା ଓ ରାଜ୍ୟ ଗୁଡିକର ସୀମାକୁ ସିଲ୍ କରିବାକୁ…

ନୂଆଦିଲ୍ଲୀ: କାମ ହରାଇଥିବା ଶ୍ରମିକଙ୍କୁ ସହରରେ ଅଟକାଇ ରଖିବା ପାଇଁ ୨୬ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଏମାନଙ୍କ ପାଇଁ ଖାଦ୍ୟ ଆଉ ଆଶ୍ରୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ ବି ଶ୍ରମିକ ଘରମୁହାଁ ହେବାରୁ ସୀମା ସିଲ ନିର୍ଦ୍ଦେଶ ଦେଇଛନ୍ତି…

ସୁନ୍ଦରଗଡ ସର୍ଗିପାଲି ଗାଁ ମୁଣ୍ଡରେ ବନ୍ଧାଗଲା ରସି, ବାହାର ଲୋକଙ୍କୁ ପ୍ରବେଶ ମନା

ସୁନ୍ଦରଗଡ: କରୋନା ପାଇଁ ସୁନ୍ଦରଗଡ ସର୍ଗିପାଲି ଗ୍ରାମବାସୀଙ୍କ ଦ୍ୱାରା ଗାଁ ମୁଣ୍ଡରେ ଲକ ଡାଉନ। ଗାଁ ମୁଣ୍ଡରେ ଏକ ରସି ବାନ୍ଧି ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଗାଁ ଭିତରକୁ ବାହାର ଲୋକଙ୍କୁ ପଶିବାକୁ ଦେଉନାହାନ୍ତି ଲୋକେ। ଗାଁ ମଧ୍ୟରେ କୌଣସି ସାମଗ୍ରୀ କିଣିବାକୁ ଗଲେବି ହାତ ଧୋଇ ପୁଣି…

କେନ୍ଦୁଝର: ବାହାରୁ ଆସିଥିବା ନେଇ ଆନନ୍ଦପୁର ଉପଖଣ୍ଡରେ ସର୍ବମୋଟ ୮୧୧ ଜଣ କଲେ ପଞ୍ଜିକୃତ, ଆଇସୋଲେସନ୍‌ ରୁମ୍‌ରେ…

କେନ୍ଦୁଝର: କରୋନାକୁ ନେଇ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପ୍ରଶାସନ ସଚେତନ ହେବା ସହ ବିଭିନ୍ନ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିଛି। ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଲୋକଙ୍କୁ ପ୍ରଥମେ ପଞ୍ଜିକରଣ କରାଇବା ସହ ସେମାନଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ଆନନ୍ଦପୁର ପୌର…

ଅମାନିଆଙ୍କୁ ମାଡ଼ ମାରି ସାବାଡ୍‌ କରୁଛି ମାଲକାନାଗିରି ଜିଲ୍ଲା ପ୍ରଶାସନ, ଲକ୍‌ ଡାଉନରେ ବି ରାତିରେ ଆରାମ୍‌ରେ…

ମାଲକାନାଗିରି: ଅମାନିଆଙ୍କୁ ମାଡ଼ ମାରି ସାବାଡ୍‌ । ମାଲକାନାଗିରି ଜିଲ୍ଲାରେ ଲକ୍‌ ଡାଉନ୍‌ରେ ଘୋଷଣା ପରେ ବି ରାତିରେ ଆରାମ୍‌ରେ ଲୋକେ ସହର ଭିତରେ ବୁଲାବୁଲି କରୁଛନ୍ତି । ଏହାକୁ ନେଇ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ଜିଲ୍ଲା ସଦର ମହକୁମାର ଡିଏନ୍‌କେ ଛକ, କଲେଜ…

ମାନ୍ଦାବସ୍ଥା ଭିତରେ ପୂରା ବିଶ୍ୱ, ୨୦୦୯ ଠାରୁ ବି ସ୍ଥିତି ଗମ୍ଭୀର : କ୍ରିଷ୍ଟଲିନା ଜାର୍ଜିଏବା

ନୂଆଦିଲ୍ଲୀ: ମାନ୍ଦାବସ୍ଥା ଭିତରେ ପୂରା ବିଶ୍ୱ । ୨୦୦୯ ଠାରୁ ବି ସ୍ଥିତି ଗମ୍ଭୀର । ଏହା କହିଛନ୍ତି ଆଇଏମ୍‌ଏଫ୍‌ ମୁଖ୍ୟ କ୍ରିଷ୍ଟଲିନା ଜାର୍ଜିଏବା । ସେ କହିଛନ୍ତି ସାରା ବିଶ୍ୱ ଏବେ ମାନ୍ଦାବସ୍ଥା ଭିତରେ ଥିବା ସ୍ପଷ୍ଟ ହୋଇଛି । କରୋନା ଭାଇରସ୍‌ ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ପଛକୁ ଠେଲି…

କଟକ ବାଦାମବାଡିକୁ ସ୍ଥାନାନ୍ତରିତ ହେଲେ ଛତ୍ରବଜାରର ୩ ଶହ ଖୁଚୁରା ପରିବା ବ୍ୟବସାୟୀ, ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଗଲା…

କଟକ: କଟକ ବାଦାମବାଡିକୁ ସ୍ଥାନାନ୍ତରିତ ହେଲେ ଛତ୍ରବଜାରର ୩ ଶହ ଖୁଚୁରା ପରିବା ବ୍ୟବସାୟୀ । ସାମାଜିକ ଦୂରତ୍ୱ ପାଳନରେ ଅବହେଳାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବାଦାମବାଡି ମୁଖ୍ୟ ରାସ୍ତା ଉପରେ ପରିବା ବିକ୍ରି କରାଯିବ…

ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଜଣେ ବିଧାନସଭା କର୍ମଚାରୀ, ଆସନ୍ତା ୩୦ଯାଏ ଲୋକସେବା ଭବନରେ ବସିବ ବିଧାନସଭା

ଭୁବନେଶ୍ବର: ଲୋକସେବା ଭବନରେ ବସିବ ବିଧାନସଭା । ଆସନ୍ତା ୩୦ ତାରିଖରେ ଲୋକସେବା ଭବନରେ ବିଧାନସଭା ବସିବ । ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ତେଣୁ ବିଧାନସଭା ପରିବର୍ତ୍ତେ ଲୋକସେବା ଭବନରେ ବିଧାନସଭା ବସିବ । ସବୁ ଦଳର ୩୦ ପ୍ରତିଶତ ବିଧାୟକ…

ପୁଣି ସ୍ଥାନାନ୍ତର ହେଲା ୟୁନିଟ୍‌-୧ ହାଟ, ସାମାଜିକ ଦୂରତ୍ୱ ପାଇଁ ଉଠିଲା ଏକ ନମ୍ବର ହାଇସ୍କୁଲ ପଡିଆକୁ

ଭୁବନେଶ୍ବର: ପୁଣି ସ୍ଥାନାନ୍ତର ହେଲା ୟୁନିଟ୍‌-୧ ହାଟ। ୟୁନିଟ୍‌-୧ ହାଇସ୍କୁଲ ପଡିଆକୁ ସ୍ଥାନାନ୍ତର କରାଯାଇଛି। ସାମାଜିକ ଦୂରତ୍ୱ ପାଇଁ ରାଜମହଲ ଛକକୁ ହାଟକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଗ୍ରାହକମାନେ ଏହି ଦୂରତ୍ୱ ରକ୍ଷା ନକିରାବରୁ ପୁଣି ହାଟକୁ ସ୍ଥାନାନ୍ତର…

କରୋନା ପାଇଁ ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ୍‌ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌, ଜାଣନ୍ତୁ କାହାକୁ…

ମୁମ୍ବାଇ : କରୋନା ନେଇ ଆର୍ଥିକ ପ୍ୟାକେଜ୍‌ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌ । ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ୍‌ ଘୋଷଣା ହୋଇଛି । ଲକ୍‌ଡାଉନରେ ପ୍ରଭାବିତ ଗରିବ ଓ ଶ୍ରମିକଙ୍କୁ ସହାୟତା ପ୍ରଦାନ କରାଯିବ । ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷ ପର୍ଯ୍ୟନ୍ତ ବୀମା…

କରୋନା ଭାଇରସ୍‌ ପାଇଁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇପାରେ ସଂସଦର ଉଭୟ ଗୃହ, ଏନେଇ ଗମ୍ଭୀରତାର ସହ…

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ସଂସଦର ଉଭୟ ଗୃହକୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇପାରେ । ଏନେଇ ସରକାର ଗମ୍ଭୀରତାର ସହ ବିଚାର କରୁଥିବା ଜଣାପଡ଼ିଛି । ପାର୍ଲାମେଣ୍ଟ ବଜେଟ୍‌ ଅଧିବେଶନକୁ ମୁଲତବୀ ରଖିବା ପାଇଁ ଦାବି କରୁଛନ୍ତି ବିଭିନ୍ନ ଦଳର ସାଂସଦ । ଟିଏମ୍‌ସି ସାଂସଦ…