Browsing Tag

couple marriage

ମଣ୍ଡପ ପର୍ଯ୍ୟନ୍ତ ବର ଆଣିଲା ନାହିଁ BMW କାର୍‌, ହେଲାନି କନ୍ୟାର ବିଦାୟୀ; ଶେଷରେ ଖାଲି ହାତରେ ହିଁ ଫେରିଲେ…

ଗୁଜରାଟର ଆଣନ୍ଦରେ ବିବାହ ପରେ ଜଣେ କନ୍ୟାର ବିଦାୟୀ ହୋଇପାରି ନାହିଁ। ରାତିରେ ବିବାହର ସମସ୍ତ ରୀତିନୀତି ହସଖୁସିରେ ଶେଷ ହୋଇଥିବା ବେଳେ ସକାଳେ କନ୍ୟାର ବିଦାୟୀ ପାଇଁ ପ୍ରସ୍ତୁତି ଚାଲିଥିଲା। ହେଲେ ଏହି ସମୟରେ କନ୍ୟା ଏବଂ ବରପକ୍ଷ ମଧ୍ୟରେ BMW କାର୍‌କୁ ନେଇ ବିବାଦ ସୃଷ୍ଟି ହୋଇଥିଲା,…

ଯୁଦ୍ଧରେ ଅଲଗା ହୋଇ ଯାଇଥିଲେ ଦମ୍ପତି, ମିଶୁ ମିଶୁ କରି ନେଲେ ବିବାହ! ବରଯାତ୍ରୀ ସାଜିଲେ ୟୁକ୍ରେନ ସୈନ୍ୟ; ବଜାଇଲେ…

୨୨ ବର୍ଷ ଧରି ଏକାଠି ରହିଥିବା ୟୁକ୍ରେନର ଜଣେ ଦମ୍ପତି କିଭ୍‌ ସୀମାରେ ବିବାହ କରି ସେମାନଙ୍କ ସମ୍ପର୍କକୁ ଆହୁରି ମଜଭୁତ କରିଛନ୍ତି। ଦମ୍ପତିଙ୍କର ୧୮ ବର୍ଷୀୟା ଏକ ଝିଅ ମଧ୍ୟ ଅଛି। ଗତ ମାସରେ ଯେତେବେଳେ ରୁଷ ସହିତ ୟୁକ୍ରେନର ଯୁଦ୍ଧ ଆରମ୍ଭ ହୋଇଥିଲା, ସେହି ସମୟରେ ଲେସିଆ ଇଭାଶେଙ୍କୋ ନାମ୍ନୀ…

ବିବାହ କରିବାକୁ ଯାଉଛନ୍ତି କୋରିଆନ ୱେବ ସିରିଜର ଫେମସ ଯୋଡି

କୋରିଆନ ଡ୍ରାମା ଏବେ ୟଙ୍ଗମାସଙ୍କର ବେଶ ପସନ୍ଦ । ଏହାରି ଭିତରେ ଖବର ଆସିଛି କି ଦକ୍ଷିଣ କୋରିଆ ତାରକା ସନ ୟେ ଜିନ ଓ ହ୍ୟୁନ ବିନ ବିବାହ କରିବାକୁ ଘୋଷଣା କରିଛନ୍ତି । ଏହି ଦମ୍ପତ୍ତି ସର୍ବସାଧାରଣରେ ପ୍ରକାଶ କରିବା ପରେ ପାଖାପାଖି ବର୍ଷେ ପରେ ଖବର ମିଳିଛି କି ବିଶ୍ୱର ହିଟ କୋରିଆନ ଡ୍ରାମା…

କରୋନାର ସବୁ ଗାଇଡଲାଇନ୍ ମାନି ବାହା ହେବେ ବଙ୍ଗାଳି ଦମ୍ପତି: ଗୁଗଲ ମିଟରେ ବାହାଘର ପ୍ରସାରଣ, Zomatoରେ ଖାଇବା ପଠାଇବେ

ବର୍ତ୍ତମାନ ସାରା ଦୁନିଆରେ ବଢ଼ିବାକୁ ଲାଗିଛି କରୋନା । ପୁଣି ଏବେ ଅଧିକ ମାତ୍ରରେ ବାହାଘର ମଧ୍ୟ ହେଉଛି । କୋଭିଡ୍ ପାଇଁ ସରକାର ଗାଇଡଲାଇନ୍ କରିଛନ୍ତି । କିଏ ବିବାହ ପାଇଁ ଏହି ଗାଇଡନାଲିନ ମାନୁଛନ୍ତି ତ ପୁଣି ଆଉ କେହି ମନୁନାହାନ୍ତି। କିନ୍ତୁ ବିବାହ ପାଇଁ ହୋଇଥିବା ସବୁ ଗାଇଡଲାଇନ ମାନି…

ନିମାପଡ଼ା : ସଂଗରୋଧ କେନ୍ଦ୍ରରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମୀ ଯୁଗଳ, ଫେରିଥିଲେ ସୁରତ୍‌ରୁ

ଗୋପ: ପୁରୀ ଜିଲ୍ଲା ନିମାପଡା ବ୍ଳକ୍ ଶଗଡା ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ଥିବା ଏକ ପ୍ରେମୀ ଯୁଗଳଙ୍କ ବିବାହ ଅନୁଷ୍ଠିତ ହୋଇଛି । ସୂଚନା ଅନୁଯାୟୀ ଶଗଡା ଗ୍ରାମର ସୌରଭ ଦାସ ଗତ ବର୍ଷ ଡେରାଙ୍ଗ ଘୋରଡିଆ ଗ୍ରାମର ପିଙ୍କି ଦାସଙ୍କୁ ଭଲପାଇ ସୁରତ ନେଇ ପଳାଇଥିଲେ । ହେଲେ କରୋନା ଲକ୍ ଡାଉନ୍…