Browsing Tag

cricket match

ଆଜିଠୁ ଆରମ୍ଭ ହେଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍

ଆଜିଠୁ ଆରମ୍ଭ ହେଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ । ଆଜି ଧର୍ମଶାଳାରେ ଖେଳାଯିବ ପ୍ରଥମ ମ୍ୟାଚ୍ । ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇ ୩-୦ରେ ଟି-୨୦ ସିରିଜ୍ ଜିତିଥିବା ଭାରତୀୟ ଦଳର ମନୋବଳ ଦୃଢ ରହିଛି । ତେଣୁ ଘରୋଇ ପରିବେଶରେ ଏହି ସିରିଜ୍ ମଧ୍ୟ ଜିତିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ…

କୋହଲିଙ୍କ ଦମ୍‌ଦାର ଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ, ୫୯ ରନ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇଲା ଟିମ୍‌ ଇଣ୍ଡିଆ

କୋହଲିଙ୍କ ଦମ୍‌ଦାର ଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଦିନିକଆ ଜିତିଲା ଟିମ୍‌ ଇଣ୍ଡିଆ । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଇଣ୍ଡିଜ୍‌ ଦଳକୁ ୫୯ ରନ୍‌ରେ ହରାଇ ମ୍ୟାଚ୍‌ ହାତେଇଛି ଭାରତ । ପ୍ରଥମେ ବ୍ୟାଟିଂ ଭାରତ ୭ ଓ୍ଵିକେଟ୍‌ ହରାଇ ୨୭୯…

ବର୍ଷେ ପରେ କାଲି ଭାରତ-ପାକ୍ ଫାଇଟ୍, ଦୁବାଇରେ ୧୨ ବର୍ଷ ପରେ

ନୂଆଦିଲ୍ଳୀ : ଆସନ୍ତାକାଲି ଏସିଆ କପରେ ହାଇଭୋଲଟେଜ୍‌ ମୁକାବିଲା । ଭାରତ-ପାକିସ୍ତାନ ମୁକାବିଲା । ପାଖାପାଖି ବର୍ଷେ ପରେ ମୁହାଁମୁହିଁ ହେଉଛନ୍ତି ଏସିଆ ମହାଦେଶର ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଉଭୟ ଦଳରେ ଅଛନ୍ତି ଯୁବ ଅଭିଜ୍ଞ ଖେଳାଳି । ଗତବର୍ଷ ଇଂଲଣ୍ଡରେ ଚାମ୍ପିଅନ୍ସ ଟ୍ରଫିରେ…

ଇଂଲଣ୍ଡ ବିପକ୍ଷ ବାକି ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ

ଇଂଲଣ୍ଡ ବିପକ୍ଷ ଆଉ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି । ୧୮ ଜଣିଆ ଟିମରେ ପୃଥିବୀ ଶାହା ଓ ହନୁମାନ ବିହାରୀ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି । ସେହିପରି ମୁରଲୀ ବିଜୟ ଓ କୁଲଦୀପ ଯାଦବଙ୍କୁ ଟିମରୁ ବାଦ ଦିଆଯାଇଛି । ତୃତୀୟ ଟେଷ୍ଟ ଜିତିବା ପରେ ପାଞ୍ଚଟିକିଆ ସିରିଜରେ ଭାରତ…

ଲର୍ଡ଼ସରେ ଶୋଚନୀୟ ପରାଜୟ : ଏବେ ଟିମ୍‌ ଇଣ୍ଡିଆ ଥିଙ୍କଟ୍ୟାଙ୍କ କରିବ କଣ ?

ଲଣ୍ଡନ : ଏଜବାଷ୍ଟନରେ ପ୍ରଥମ ଟେଷ୍ଟ ଚାରି ଦିନରେ ସରିଥିଲା । ଲର୍ଡସ୍‌ ଟେଷ୍ଟରେ ଭାରତୀୟ ଦଳ ତିନି ଦିନ ବି ତିଷ୍ଠି ପାରିଲେନି । ଶୋଚନୀୟ ପରାଜୟ ବରଣ କଲା । ଏକ ଇନିଂସ ଓ ୧୫୯ ରନ୍‌ରେ ବାଜି ମାରି ନେଲା ଇଂଲଣ୍ଡ । ଦ୍ୱିତୀୟ ଇନିଂସରେ ୧୩୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ହେଲା ବିରାଟ ବାହିନୀ ।…