Browsing Tag

cricket

ଟିକେଟ୍‌ ନ ମିଳିବାରୁ ଖେଳାଳିଙ୍କ ଗସ୍ତ ପାଇଁ ପୂରା ଫ୍ଲାଇଟ୍‌ ବୁକିଂ କଲା ବିସିସିଆଇ; ଖର୍ଚ୍ଚ ହେଲା ଏତେ କୋଟି

ଭାରତୀୟ କ୍ରିକେଟ୍‌ ଟିମ୍‌ ୩ଟି ଦିନିକିଆ ଓ ୫ଟି ଟି୨୦ ସିରିଜ୍‌ ଖେଳିବା ପାଇଁ ୱେଷ୍ଟ ଇଣ୍ଡିଜ୍‌ରେ ପହଞ୍ଚିଛି। ଶିଖର ଧଓ୍ଵନ ଓ ପୂରା ଟିମ୍‌ ଜୁନ୍‌ ୨୨ରେ ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିବେ। ଇତି ମଧ୍ୟରେ ଖବର ଆସୁଥିଲା ଯେ ଭାରତୀୟ ଟିମ୍‌କୁ ଇଂଲଣ୍ଡରୁ ପୋର୍ଟ…

ଆଜି ଦ୍ୱିତୀୟ ଦିନିକିଆ, ସିରିଜ୍‌ ଜିତିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

କେନ୍ୟୁଜ: ଆଜି ଦ୍ୱିତୀୟ ଦିନିକିଆ । ସିରିଜ୍‌ ଜିତିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚକୁ ୧୦ ଓ୍ଵିକେଟରେ ଜିତିବା ପରେ ଭାରତର ମନୋବଳ ଦୃଢ଼ ରହିଛି । ଆଜିର ମ୍ୟାଚରେ ଆଉ ଏକ ପ୍ରଭାବୀ ପ୍ରଦର୍ଶନ ଦେବା ଲକ୍ଷ୍ୟରେ ରୋହିତ ବାହିନୀ । ତେବେ ଆଜିର ମ୍ୟାଚରେ ମଧ୍ୟ ବିରାଟ କୋହଲି ଖେଳିବା…

ବେକାର ଗଲା ସୂର୍ଯ୍ୟକୁମାରଙ୍କ ଶତକ, ଭାରତ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍ ଜିତିଲା ଇଂଲଣ୍ଡ

କେନ୍ୟୁଜ୍: ବେକାର ଗଲା ସୂର୍ଯ୍ୟକୁମାରଙ୍କ ଶତକ । ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଶତକ ସତ୍ତ୍ୱେ ଭାରତ ବିପକ୍ଷ ଶେଷ ଟି-୨୦ ମ୍ୟାଚ ଜିତିଲା ଇଂଲଣ୍ଡ । ନଟିଂହମ୍‌ରେ ଶେଷ ଟି-୨୦ରେ ଭାରତକୁ ୧୮ ରନରେ ପରାସ୍ତ କରିଛି ବ୍ରିଟିସ ବାହିନୀ । ଇଂଲଣ୍ଡର ୨୧୬ ରନ ଟାର୍ଗେଟକୁ ପିଛା କରୁଥିବା ଟିମ…

ଓଃ କି ମାଡ ମାରିଲେ ବୁମରା ଏକାଥରେ ବିଶ୍ୱ ରେକର୍ଡ଼, ଗୋଟିଏ ଓଭରରେ ସଂଗ୍ରହ କଲେ ୩୫ ରନ୍‌

ଲଣ୍ଡନ : ବୋଲିଂରେ ତ ସେ କମାଲ ଦେଖାଉଛନ୍ତି ହେଲେ ଆଜି ବ୍ୟାଟିଂରେ ଯେଭଳି କାରନାମା କଲେ ସେଥିରେ ହୋଇଗଲା ବିଶ୍ୱ ରେକର୍ଡ଼ । ଆମେ କହୁଛୁ ଯଶପ୍ରୀତ ବୁମରାଙ୍କ କଥା । ଏଜବାଷ୍ଟନ ଠାରେ ଚାଲିଥିବା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ରେ ବୁମରା ଗୋଟିଏ ଓଭରରେ ୩୫ ରନ୍‌ ସ୍କୋର କରି ସମସ୍ତଙ୍କୁ ଚମକାଇ…

ଗଳି କ୍ରିକେଟ୍‌ର ମଜା ନେଲେ ରୋହିତ ଶର୍ମା, ଛକା ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଆସନ୍ତା ଜୁନ୍‌ ୨୦ରେ ଇଂଲଣ୍ଡ ଗସ୍ତ କରିବେ। ଗୁରୁବାର ସକାଳେ ଯେତେବେଳେ ଟେଷ୍ଟ୍‍ ମ୍ୟାଚ ପାଇଁ ଭାରତୀୟ ଟିମ୍‌ର ଏକ ବ୍ୟାଚ୍‌ ମୁମ୍ବାଇରୁ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିଥିଲା, ସେତେବେଳେ ରୋହିତ ଶର୍ମା ସେଥିରେ ସାମିଲ ନ ଥିଲେ। ନିକଟରେ ରୋହିତ ନିଜ…

ଆୟର୍ଲାଣ୍ଡ ବିପକ୍ଷ ଦୁଇ ଟିକିଆ ଟି-20 ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ଅଧିନାୟକ ଦାୟିତ୍ୱ ସମ୍ବାଳିବେ ଅଲରାଉଣ୍ଡର…

ଆୟର୍ଲାଣ୍ଡ ବିପକ୍ଷ ଦୁଇ ଟିକିଆ ଟି ଟେ୍ଵଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା। ଅଧିନାୟକ ଭାବେ ଦାୟିତ୍ୱ ସମ୍ବାଳିବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଭୁବନେଶ୍ୱର କୁମାରଙ୍କୁ ଉପ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି । ଚଳିତ ମାସ ୨୬ ଓ ୨୮ ତାରିଖରେ ଡବଲିନ୍‌ ଠାରେ ଉଭୟ ମ୍ୟାଚ ଖେଳାଯିବ…

ଭୁବନେଶ୍ୱରରେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌, ହୋଟେଲରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର(କେନ୍ୟୁଜ): ବାରବାଟୀ ଟି-ଟେ୍ଵଣ୍ଟି ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌। ବିମାନ ବନ୍ଦରରେ ଦୁଇ ଦଳର ଖେଳାଳି ପହଞ୍ଚିବା ପରେ ଭିଭିଆଇପି ଗେଟ ଦେଇ ବାହାରିଥିଲେ। ସେଠାରୁ କଡ଼ା ସୁରକ୍ଷାରେ ସ୍ପେଶାଲ କାର୍‌କେଡରେ ମେ' ଫେୟାର ହୋଟେଲ…

ଖେଳାଳିଙ୍କ ପାଇଁ ଆସିଲା ମେନ୍ୟୁ ଚାଟ୍‌, ଜାଣନ୍ତୁ ନିରାମିଷ ଓ ଆମିଷ ଥାଳିରେ କ’ଣ ପରଷାଯିବ

ଭୁବନେଶ୍ୱର(କେନ୍ୟୁଜ): ଖେଳାଳିଙ୍କ ପାଇଁ ଆସିଲା ମେନ୍ୟୁ ଚାଟ୍‌ । ଭୁବନେଶ୍ୱର ମେ ଫେୟାର ହୋଟେଲରେ ଆଜିଠୁ ୧୩ ତାରିଖ ଯାଏଁ ରହିବେ ୨ ଦେଶର ଖେଳାଳି । ଖେଳାଳିଙ୍କ ଖାଦ୍ୟପେୟ ଉପରେ ହୋଟେଲ୍‌ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇଛି । ହୋଟେଲର ମୁଖ୍ୟ ସେଫଙ୍କ ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକା…

ଦୁଇ ବର୍ଷ ପରେ ଦୁଲୁକିବ ବାରବାଟୀ : ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌, ଆସନ୍ତା ୧ ତାରିଖରୁ ଅନଲାଇନରେ ଟିକେଟ…

କଟକ (କେନ୍ୟୁଜ୍‌): ଦୁଇ ବର୍ଷ ପରେ ଦୁଲୁକିବ ବାରବାଟୀ। ପୂର୍ଣ୍ଣ କ୍ଷମତାରେ ଦର୍ଶକ ଦେଖିବେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌। ଷ୍ଟାଡିୟମରେ ୪୪ ହଜାର ଦର୍ଶକ ବସି ମ୍ୟାଚର ମଜା ନେଇପାରିବେ। ଦର୍ଶକଙ୍କ ପାଇଁ ଉଭୟ ଅନଲାଇନ୍‌ ଓ ଅଫଲାଇନ୍‌ରେ ଟିକେଟ୍‌ ବିକ୍ରି ହେବ। ବାରବାଟୀ ମ୍ୟାଚ…

କ୍ରିକେଟକୁ କ୍ୟାରିୟର କରିବାକୁ ଚାହୁଁଥିବା ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର, ଖୋର୍ଦ୍ଧା ବରୁଣେଇରେ ଖୋଲିଲା ଆଇଆଇଜି…

କେନ୍ୟୁଜ୍(ବ୍ୟୁରୋ): କ୍ରିକେଟକୁ କ୍ୟାରିୟର କରିବାକୁ ଚାହୁଁଥିବା ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଖୋର୍ଦ୍ଧା ଜିଲ୍ଲାର ବରୁଣେଇରେ ଉଦଘାଟିତ ହୋଇଛି ଆଇଆଇଜି କ୍ରିକେଟ୍‌ ଏକାଡେମୀ । ଏହି କ୍ରିକେଟ୍‌ ଏକାଡେମୀକୁ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ୟାପଟେନ୍‌ ମହମ୍ମଦ ଆଜାରୁଦ୍ଦିନ…

ଦୁଇ ବର୍ଷ ପରେ ପୁଣି ଥରେ ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ମିଳିବ ଅନ୍ତର୍ଜାତୀୟ T20, ଦର୍ଶକ ଉଠାଇବେ ଫଟାଫଟ୍‌…

କଟକ(କେନ୍ୟୁଜ୍): କଟକ ବାରବାଟୀ ଷ୍ଟାଡିୟମରେ ଦୁଇ ବର୍ଷ ବ୍ୟବଧାନ ପରେ ପୁଣି ଥରେ ଦେଖିବାକୁ ମିଳିବ ଅନ୍ତର୍ଜାତୀୟ ଟି ଟେ୍ଵଣ୍ଟି ବା ଫଟାଫଟ୍‌ କ୍ରିକେଟର ମଜା । ଆସନ୍ତା ଜୁନ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ…

କ୍ରିକେଟ୍‌ ଦୁନିଆରେ ଶୋକ, ବାଂଲାଦେଶର ପୂର୍ବ ସ୍ପିନର ମୁଶାରଫ ହୁସେନ୍‌ଙ୍କର ୪୦ ବର୍ଷ ବୟସରେ ପରଲୋକ

ଢାକା: ବାଂଲାଦେଶର ବାମହାତୀ ପୂର୍ବ ସ୍ପିନର ମୁଶାରଫ୍‌ ହୁସେନ୍‌ଙ୍କ ମୃତ୍ୟୁ ଘଟିଛି। ବାଂଲାଦେଶ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଟ୍ଵିଟ୍‌ ଯୋଗେ ବିସିବି ଏହି ୪୦ ବର୍ଷୀୟ କ୍ରିକେଟରଙ୍କ ପରଲୋକର ସୂଚନା ଦେଇଛି। ହୁସେନ୍‌ଙ୍କ ପରିବାରରେ ପତ୍ନୀଙ୍କ ବ୍ୟତୀତ ଏକ ସନ୍ତାନ…