Browsing Tag

crime news

ପ୍ରେମିକାଙ୍କୁ ନେଇ ଫେରାର୍‌ ହେଲେ ଯୁବକ, ପୁଅର ମା’କୁ ନିବସ୍ତ୍ର କରି ପିଟିଲେ ଝିଅର ପରିବାର

କର୍ଣ୍ଣାଟକର ବେଲଗାମ ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ଧରି ଫେରାର୍‌ ହୋଇଯିବା ପରେ ଝିଅର ପରିବାର ଲୋକେ ପୁଅର ମା’କୁ ନିବସ୍ତ୍ର କରି ପିଟିଛନ୍ତି। ଝିଅ ଘରୁ ପଳେଇ ଯିବାରୁ ଏହି ପରିବାର ପୁଅର ମା’କୁ ଘରୁ ବାହାର କରିଦେବା ସହ…

ବାରାଣସୀ: ଗୋଟିଏ ପରିବାରର ୪ ସଦସ୍ୟ ସାମୂହିକ ହାରିଲେ ଜୀବନ, କାରଣ ଖୋଜୁଛି ପୋଲିସ

ଉତ୍ତର ପ୍ରଦେଶର ବାରାଣସୀରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ସାମୂହିକ ଭାବେ ଜୀବନ ହାରିଛନ୍ତି। ଏହି ଘଟଣା ଗୁରୁବାର ସନ୍ଧ୍ୟାରେ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ୩ ଜଣ ପୁରୁଷ ଅଛନ୍ତି। ଜୀବନ ହାରିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ…

ୟୁପି: ମନ୍ଦିର ଯାଇ କଟୁରୀରେ ନିଜ ବେକ କାଟିଦେଲେ ଯୁବକ, ଦେବୀ ମା’ଙ୍କୁ ଖୁସି କରିବା ପାଇଁ ନେଲେ ଭୟଙ୍କର ପଦକ୍ଷେପ

ଉତ୍ତର ପ୍ରଦେଶର ଝାନ୍‌ସୀରୁ ଆସିଛି ଏକ ସମ୍ବେଦନଶୀଳ ମାମଲା। ଏଠାରେ ୨୬ ବର୍ଷୀୟ ଯୁବକ ନେଇଛନ୍ତି ଭୟଙ୍କର ପଦକ୍ଷେପ। ଦେବୀ ମା’ଙ୍କୁ ଖୁସି କରିବା ପାଇଁ ସେ କଟୁରୀରେ ନିଜ ବେକ କାଟି ଦେଇଛନ୍ତି। ଏହି ଘଟଣା ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଆଶ୍ୱସ୍ତିକର କଥା ଯେ ସମୟ…

ଆଇଆଇଟି ଦିଲ୍ଲୀ: ଛାତ୍ରୀଙ୍କ ବାଥ୍‌ରୁମରେ ଲଗାଇଥିଲେ କ୍ୟାମେରା, ଅଶ୍ଳୀଳ ଭିଡିଓ ତିଆରି ଅଭିଯୋଗରେ ସୁଇପର୍‌ ଗିରଫ

ଆଇଆଇଟି ଦିଲ୍ଲୀରେ ସୁଇପର ଭାବେ କାମ କରୁଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଛାତ୍ରୀମାନଙ୍କ ଅଶ୍ଳୀଳ ଭିଡିଓ ତିଆରି ନେଇ ତାଙ୍କ ନାମରେ ଅଭିଯୋଗ ହୋଇଛି। ଏ ନେଇ ଜଣେ ଛାତ୍ରୀ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଛି। ପୋଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ସୁଇପରଙ୍କୁ ଗିରଫ…

ଘର ବାହାରେ ବାକ୍ସରୁ ମିଳିଲା ୩ ଭଉଣୀଙ୍କ ମୃତଦେହ; ବାପା ଉପରେ ହତ୍ୟା ସନ୍ଦେହ; ପୋଲିସ ଅଟକ ରଖି କରୁଛି ପଚରାଉଚରା

ପଞ୍ଜାବର ଜଳନ୍ଧର ସହରରେ ୩ ଭଉଣୀଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଘଟଣା ଘଟିଛି ମକ୍‌ସୁଦା ଥାନା ଅଧୀନ କାନପୁର ଅଞ୍ଚଳରେ। ଏଠାରେ ଏକ ଘର ବାହାରେ ୩ ଭଉଣୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଏକ ଟ୍ରଙ୍କ୍‌ ଭିତରୁ ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ସୁପାରି ଦେଇ ପୁଅ ବାଇକରେ ନିଆଁ ଲଗାଇଲା ମା’, ଟଙ୍କା ପାଇଁ ଦୁବୃର୍ତ୍ତଙ୍କ ଆକ୍ରମଣ

ପିଲାମାନେ ବାପା ମା’ଙ୍କର ଅତି ଗେହ୍ଲା ହୋଇଥାନ୍ତି । ପିଲାମାନଙ୍କର ଅଝଟ ପୁରା କରିବା ପାଇଁ ବାପା ମା’ମାନେ ପରିଶ୍ରମ କରି ସବୁ ଇଚ୍ଛାକୁ ପୂରଣ କରନ୍ତି । କିନ୍ତୁ ପିଲାମାନେ ବଡ଼ ହେଲା ପରେ ତାଙ୍କର ଜିଦ୍‌ ବଢ଼ିଯାଏ । ସାଧାରଣତଃ ପୁଅମାନେ ବାଇକ କିଣିବା ପାଇଁ ଅଧିକ ଜିଦ୍‌ କରନ୍ତି । ଏବଂ ବାପା…

କୋଟାରୁ ପୁଣି ଆସିଲା ଦୁଃଖଦ ଖବର; ବିଷ ପିଇ ଜୀବନ ହାରିଲେ ଆଉ ଜଣେ କୋଚିଂ ଛାତ୍ରୀ

କୋଚିଂ ସହର କୋଟାରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣଙ୍କ ପରେ ଜଣେ କୋଚିଂ ଛାତ୍ରଙ୍କ ଆତ୍ମହତ୍ୟା ମାମଲା ଥମିବାର ନାଁ ଧରୁନାହିଁ। ସୋମବାର ଏମିତି ଆଉ ଜଣେ କୋଚିଂ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଛାତ୍ରୀ ଉତ୍ତର ପ୍ରଦେଶର ମାଉ ସହରର ବାସିନ୍ଦା ଥିଲେ।…

ବିହାର: କ୍ଷୀରର ବକେୟା ପଇସାକୁ ନେଇ ବହିଲା ରକ୍ତର ନଦୀ, ୪୦୦ ଟଙ୍କା ପାଇଁ ଗୁଳି କରି ୩ ଜଣଙ୍କୁ ହତ୍ୟା

ବିହାରର ରାଜଧାନୀ ପାଟନା ନିକଟ ଫତୁହାରେ ପଇସା ଲେଣଦେଣକୁ ନେଇ ୩ ଜଣଙ୍କୁ ହତ୍ୟା କରାଯାଇଛି। ଫତୁହା ଥାନା ଅଧୀନ ସୁରଙ୍ଗାପର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। କ୍ଷୀରର ବକେୟା ପଇସାକୁ ନେଇ ଏଠାରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଏଥିରେ ୪ ଜଣଙ୍କ ଦେହରେ ଗୁଳି ବାଜିଥିଲା। ଏହି ଗୁଳିମାଡ଼ରେ ୩…

ବିଏସ୍‌ପି ନେତାଙ୍କୁ ହତ୍ୟା କରି ନାଳରେ ଫିଙ୍ଗିଦେଲେ, ଅଭିଯୁକ୍ତ ଗିରଫ

ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଜଣେ ବିଏସ୍‌ପି ନେତାଙ୍କୁ ଗଳା ଚିପି ହତ୍ୟା କରାଯାଇଛି। ନେତାଙ୍କ ମୃତଦେହ ଏକ ଅଖାରୁ ଜବତ ହୋଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସୂଚନା ରହିଛି ଯେ ମୋହଲ୍ଲା କୋଟର ବିଏସ୍‌ପିର ପୂର୍ବତନ ନଗର ଅଧ୍ୟକ୍ଷ ହାଜି ବାବୁ ଦିନକ ପୂର୍ବରୁ ନିଖୋଜ…

‘ହର୍‌ ହର୍‌ ଶମ୍ଭୁ’ ଗାଇଥିବା ୟୁଟ୍ୟୁବ୍‌ ସିଙ୍ଗର୍‌ ଫରମାନୀ ନାଜଙ୍କ ଦାଦାପୁଅ ଭାଇକୁ ହତ୍ୟା, ଛୁରୀ ଭୁସି ମାରିଲେ ୩…

ଉତ୍ତର ପ୍ରଦେଶର ମୁଜଫରନଗରରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ବାଇକ୍‌ରେ ୩ ଦୁର୍ବୃତ୍ତ ଆସି ଯୁବକଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବର ପାଇ ରତନପୁରୀ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ନାଁ ଖୁର୍ସିଦ ବୋଲି…

ଗଣଦୁଷ୍କର୍ମ କଲେ, ପରେ ଇଟାଭାଟିରେ ଜିଅନ୍ତା ଜାଳିଦେଲେ…୧୨ ବର୍ଷର ନାବାଳିକାଙ୍କ ସହ ନାରକୀୟ କାଣ୍ଡ

ରାଜସ୍ଥାନର ଭିଲୱାଡ଼ାରେ ୧୨ ବର୍ଷର ଜଣେ ନାବାଳିକାଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି। ଗଣଦୁଷ୍କର୍ମ ପରେ ତାଙ୍କୁ ଏକ ଇଟାଭାଟିରେ ପୋଡ଼ି ଦିଆଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଇଟାଭାଟି ନିକଟରେ ଝିଅର ଚାନ୍ଦି କଡ଼ା ଦେଖିବା ପରେ ନାବାଳିକାଙ୍କ ପରିବାର ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା।…