Browsing Tag

cyclone alert in odisha

ଆଜି ସନ୍ଧ୍ୟା ସୁଦ୍ଧା ସରିବ ସ୍ଥାନାନ୍ତରଣ ପ୍ରକ୍ରିୟା, ୧୦ ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳରେ ରଖିବାକୁ ଟାର୍ଗେଟ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ସ୍ଥାନାନ୍ତରଣ।  ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।  ଆଜି ସଂଧ୍ୟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ । ଏବେ ସୁଦ୍ଧା ୬ ହଜାର ୨୪୪ ଟି ରିଲିଫ ସେଣ୍ଟର ପ୍ରସ୍ତୁତ ହୋଇସାରିଛି । ୧୦ ଲକ୍ଷ ଲୋକଙ୍କୁ…

୧୨ ଘଣ୍ଟା ଭିତରେ ବାତ୍ୟା, ପାରାଦୀପର ଦକ୍ଷିଣ ପଶ୍ଚିମ ଦିଗରେ ୬୭୦ କିମି ଦୂରରେ ରହିଛି ‘ଦାନା’

ଭୁବନେଶ୍ୱର : ୧୨ ଘଣ୍ଟା ଭିତରେ ବାତ୍ୟା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଉପରେ ଥିବା ଗଭୀର ଅବପାତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।  ଘଣ୍ଟାକୁ ୩ କିଲୋମିଟର ବେଗରେ ଗତି କରୁଛି।  ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରୁଛି  । ଗତ ୬ ଘଣ୍ଟା ହେଲା ଘଣ୍ଟା…

କେନ୍ଦ୍ରାପଡାକୁ ବାତ୍ୟା ଭୟ: ଆଜି ତୋରଣ ଖୋଲ, କାଲି ସୁଦ୍ଧା ଭସାଣି ସାରିବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

କେନ୍ଦ୍ରାପଡା : ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ରାପଡା ଜିଲ୍ଲାରେ ଏବେ ପୂର୍ବ ପ୍ରସ୍ତୁତି ହୋଇଛି ।  ଯେଭଳି କୌଣସି ଦୁର୍ଘଟଣା ନଘଟେ ସେଥିପାଇଁ ସବୁ ବ୍ୟବସ୍ଥା ହୋଇଛି । ଏଭଳି ସ୍ଥଳେ ବିଶେଷ କରି ଲକ୍ଷ୍ମୀ ପୂଜା ପାଇଁ ଜଣାଶୁଣା କେନ୍ଦ୍ରାପଡାରେ ଆଜି ରାତି ସୁଦ୍ଧା ସମସ୍ତ ପୂଜା ଅନୁଷ୍ଠାନ…

ବାତ୍ୟାକୁ ନେଇ ସତର୍କ କଲେ ମନ୍ତ୍ରୀ ସୁରେଶ ପୂଜାରୀ, କହିଲେ- ୨୫ ତାରିଖ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର : ସୃଷ୍ଟି ହୋଇଥିବା ଓ୍ବେଲମାର୍କ ଲୋପ୍ରେସର ଅବପାତରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ନେବ ଗଭୀର ଅବପାତର ରୂପ । ବର୍ତ୍ତମାନ ପାରାଦୀପ ଠାରୁ ୭୩୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି ଏହି ଅବପାତ ।  ସାଗର ଦ୍ଵୀପଠାରୁ ୭୭୦ କିମି ଦକ୍ଷିଣ ଦକ୍ଷିଣ ପୂର୍ବରେ…

ଏସ୍‌ଆରସିଙ୍କ ସୂଚନା: ସମ୍ଭାବ୍ୟ ବାତ୍ୟା ପାଇଁ ଆସନ୍ତାକାଲିଠୁ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ୩ ଦିନ ବନ୍ଦ ରହିବ ସ୍କୁ । ୨୩ ରୁ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ । ୧୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଏସଆରସି । ବାତ୍ୟା ଯେଉଁ ସବୁ ଜିଲ୍ଲାକୁ ପ୍ରଭାବିତ କରିବ ସେଠି ସ୍କୁଲ ବନ୍ଦ…

ମାଡ଼ି ଆସୁଛି ବାତ୍ୟା, ଯିଏ ଅଛ ପୁରୀ ଛାଡ଼ି ପଳାଅ

ପୁରୀ: ପୁରୀ ଛାଡ଼ି ପଳାଅ । ସମ୍ଭାବ୍ୟ ବାତ୍ୟା 'ଦାନା' କୁ ଦୃଷ୍ଟିରେ ରଖି ପୁରୀରୁ ପର୍ଯ୍ୟଟକଙ୍କୁ ଫେରିଯିବାକୁ ପରାମର୍ଶ ଦିଆଯାଇଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପର୍ଯ୍ୟଟକଙ୍କୁ ପୁରୀରୁ ପଳାଇବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଆସନ୍ତାକାଲିଠାରୁ ବାହାର…

ଓଡ଼ିଶା ମୁହାଁ ସିଭିୟର ସାଇକ୍ଲୋନ, ଆଜି ଅବପାତର ରୂପ ନେବ ଲଘୁଚାପ

ଭୁବନେଶ୍ୱର : ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ଦାନା । ଲଘୁଚାପ ଅଦିକ ଘନୀଭୂତ ହୋଇ ଆଜି ଅବପାତର ରୂପ ନେବ । ୨୩ର ବାତ୍ୟା ରୂପ ନେଇ ଓଡ଼ିଶା ମୁହାଁ ହେବ ଦାନା । ପୁରୀରୁ ସାଗରଦ୍ବୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପୂର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ୨୪ ତାରିଖ ରାତି…

ବାତ୍ୟା ଅସାନୀ ଆଣିବ ବର୍ଷା, ପବନ: ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ବର(କେନ୍ୟୁଜ): ଓଡ଼ିଶା ଛୁଇଁବନି ବାତ୍ୟା ‘ଅସାନୀ’। ପ୍ରଭାବରେ ବର୍ଷା ଓ ପବନ ବହିପାରେ । କିଛି ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ। କିନ୍ତୁ ବନ୍ୟାର ସମ୍ଭାବନା ନାହିଁ । ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ…

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହେଉଛି ଡିପ୍‌ ଡିପ୍ରେସନ: ଆସନ୍ତାକାଲି ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମ, ୧୦ରୁ…

ଭୁବନେଶ୍ବର(କେନ୍ୟୁଜ) : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହେଉଛି ଡିପ୍‌ ଡିପ୍ରେସନ । କିଛି ସମୟ ମଧ୍ୟରେ ବାତ୍ୟାର ରୂପ ନେବା ସମ୍ଭାବନା । ଆସନ୍ତାକାଲି ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବ ସାମୁଦ୍ରିକ ଝ଼ଡ । ବର୍ତ୍ତମାନ ଗଭୀର ଅବପାତ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୩…

ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼େ ମୁହାଁଇବ ବାତ୍ୟା ଅସାନୀ! ପ୍ରଭାବରେ ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷା…

ଭୁବନେଶ୍ବର(କେନ୍ୟୁଜ): ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼େ ମୁହାଁଇବ ବାତ୍ୟା ଅସାନୀ । ୧୦ ତାରିଖରେ ଉପକୂଳଠାରୁ ୨୫୦ କି.ମି ଦୂରରେ ରହିଥିବ ସାମୁଦ୍ରିକ ଝଡ଼ । ତେବେ ଏହାର ପ୍ରଭାବରେ ୪ ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି…

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ଥିବା କହିଲେ SRC: ଆଲର୍ଟରେ ୧୮ ଜିଲ୍ଲାର ଜିଲ୍ଲାପାଳ, NDRF-ଓଡ୍ରାଫ୍‌ ଓ…

ଭୁବନେଶ୍ବର(କେନ୍ୟୁଜ): ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ଥିବା କହିଛନ୍ତି SRC । ଆଲର୍ଟରେ ଅଛନ୍ତି ୧୮ ଜିଲ୍ଲାର ଜିଲ୍ଲାପାଳ । NDRF, ଓଡ୍ରାଫ୍‌ ଟିମ୍‌ ଓ ଅଗ୍ନିଶମ ଅଧିକାରୀ ବି ସଜାଗ ଅଛନ୍ତି । ୧୭ଟି NDRF ଟିମ, ୨୦ଟି ଓଡ୍ରାଫ ଟିମ ଓ ୧୭୫ଟି ଫାୟାର ସର୍ଭିସ ଟିମ ଦରକାର ହେଲେ…

୮ ତାରିଖ ସଂଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା, ୧୦ ରେ ଛୁଇଁପାରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳ !

ଭୁବନେଶ୍ବର(କେନ୍ୟୁଜ):୮ ତାରିଖ ସଂଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା । ଏହା ୧୦ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଖପାଖ ଉତ୍ତରଆନ୍ଧ୍ର-ଓଡ଼ିଶା ଉପକୂଳ ପହଞ୍ଚିବ । ତେବେ ଓଡ଼ିଶା ଉପରେ ପ୍ରଭାବ ପଡ଼ିବ ନାହିଁ । ଏହା କହିଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।…