ଆଧାର ଅନୁସାରେ ଆପଣଙ୍କ EPFO ଆକାଉଣ୍ଟରେ ଏମିତି ପରିବର୍ତ୍ତନ କରିପାରିବେ ନିଜ ନାମ ଓ ଜନ୍ମ ତାରିଖ, ଜାଣନ୍ତୁ…
ଯଦି ଆଧାର ଅନୁସାରେ ଆପଣଙ୍କ EPFO ଆକାଉଣ୍ଟରେ ନିଜ ନାମ ଓ ଜନ୍ମ ତାରିଖ ନାହିଁ ଅର୍ଥାତ୍ ଦୁଇଟି ଯାକରେ ଭିନ୍ନ ଭିନ୍ନ ରହିଛି, ତା’ହେଲେ ପିଏଫ୍ ବାହାର କରିବାରେ କିମ୍ବା ଅନ୍ୟ କୌଣସି କାଗଜପତ୍ର କାମରେ ଆପଣଙ୍କୁ ସମସ୍ୟା ହୋଇ ପାରେ। ତେଣୁ ଏହାକୁ ଯେତେ ଜଲ୍ଦି ସୁଧାରି ନେବା ଆବଶ୍ୟକ। ଘରେ…