Browsing Tag

deadbody

ଏ ସବୁ କାମ କଲେ କରୋନା ରୋଗୀଙ୍କ ଶବରୁ ବ୍ୟାପିବ ନାହିଁ ସଂକ୍ରମଣ, PMO ଅଫିସକୁ ଫେସବୁକ୍ ଯୋଗେ ଜଣାଇଲେ କଟକର…

ସମଗ୍ର ବିଶ୍ବ ଏବେ କରୋନା ମହାମାରୀ କବଳରେ । ଏହାକୁ କିଭଳି ମୁକାବିଲା କରାଯିବ ସେ ସମ୍ପର୍କରେ କାହା ପାଖରେ ବି କୌଣସି ନିର୍ଦ୍ଦିଷ୍ଟ ଜ୍ଞାନ ନାହିଁ। ଏପରିକି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମତ ରଖୁଛି ଏହି ମହାମାରୀ ଉପରେ । ଅନେକ ଲୋକଙ୍କର ବୁଦ୍ଧି ବିବେକକୁ…

ସହାୟତା ମିଳିବା ଲୋଭରେ ଯାହା କଲେ ପରିବାର ଲୋକେ, ଶୁଣିଲେ ଚକିତ ହେବେ

ଭଦ୍ରକ ( କେନ୍ୟୁଜ ) : ପ୍ରଥମେ ପୋତି ଦେଇଥିଲେ ପରେ ପୁଣି ମାଟି ତଳୁ କାଢ଼ି ଆଣିଲେ । ମହାବାତ୍ୟା ଅମ୍ଫାନ ସହାୟତା ଟଙ୍କା ପାଇବା ଆଶାରେ ଜଣେ ମୃତ ମହିଳାଙ୍କ ଶବକୁ ପ୍ରଥମେ ପୋତାଯିବା ଓ ପରେ ତାକୁ ପୁଣି ମାଟି ତଳୁ ପୁଣି କଢା ଯିବା ଘଟଣା ସମସ୍ତଙ୍କୁ କରି ଦେଇଛି ଆଶ୍ଚର‌୍ୟ୍ୟ। ଏପରି ଘଟଣା…

ହାଇଦ୍ରାବାଦ ଏନ୍‌କାଉଣ୍ଟର ଘଟଣାରେ ମୃତ ଅଭିଯୁକ୍ତଙ୍କ ଶେଷକୃତ୍ୟ କେବେ ? କାହାକୁ ଜଣାନାହିଁ

ହାଇଦ୍ରାବାଦ : ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ପୋଡ଼ି ମାରିଦେବା ଘଟଣାରେ ଏନ୍‌କାଉଣ୍ଟର ହୋଇଥିବା ଅଭିଯୁକ୍ତଙ୍କ ଶବ ଏବେବି ପଡ଼ି ରହିଛି । ଘଟଣାକୁ ୧୦ ଦିନ ବିତି ଯାଇଛି ତଥାପି ସେମାନଙ୍କ ମୃତଦେହ ହସପିଟାଲରେ ଅଛି । ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ କେବେ ହସ୍ତାନ୍ତର କରାଯିବ ସେ…

ଯାଜପୁର: ବାଦାମ ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଯାଜପୁର (କେନ୍ୟୁଜ): ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ। ବାଦାମ ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ଥାନା ଏରଡ଼ା ଗ୍ରାମ ନିକଟରେ। ମୃତ ଯୁବକର ପରିଚୟ ମିଳି ପାରି ନଥିବା ବେଳେ ଘଟଣାସ୍ଥଳରେ ବରୀ-ରାମଚନ୍ଦ୍ରପୁର ଥାନା ପୋଲିସ ପହଂଚି ଘଟଣାର…

ସମ୍ବଲପୁର: ମିଳିଲା ମହାନଦୀରେ ବୁଡି ନିଖୋଜ ଥିବା ବାଳିକା ପିଙ୍କି ବିଶ୍ୱକର୍ମାଙ୍କ ମୃତଦେହ, ୩ ଦିନର ସର୍ଚ୍ଚ ଅପରେସନ…

ସମ୍ବଲପୁର(କେନ୍ୟୁଜ୍): ମହାନଦୀ ବୁଡି ନିଖୋଜ ଥିବା ବାଳିକା ପିଙ୍କି ବିଶ୍ୱକର୍ମାଙ୍କ ମୃତଦେହକୁ ଉଦ୍ଧାର କରିଛି ଓଡ୍ରାଫ । ୩ ଦିନର ସର୍ଚ୍ଚ ଅପରେସନ ପରେ ଦ୍ୱିତୀୟ ମହାନଦୀ ସେତୁର ବିନାଖଣ୍ଡି ଅଞ୍ଚଳରୁ ମହାନଦୀ ଗର୍ଭରୁ ନିଖୋଜ ବାଳିକା ପିଙ୍କିଙ୍କ ମୃତଦେହ ମିଳିଛି । ଗତ ରବିବାର ଦିନ ୧୧ଟା…

ସାପ କାମୁଡାରେ ମୃତ୍ୟୁ ହୋଇଥିବା ମହିଳାଙ୍କ ଶବକୁ ଜଗି ରହିଲେ ସାପ ଯୋଡା, ଅନ୍ତିମ ସଂସ୍କାର ପାଇଁ ଛାଡିଲେନି ବାଟ

ଆଜିକାଲି ଲୋକେ ଅନ୍ଧବିଶ୍ବାସ ଉପରେ ବିଶ୍ବାସ କରୁନାହାନ୍ତି ତଥାପି ଏମିତି ଅନେକ ଘଟଣା ରହିଛି ଯାହାକୁ ଲୋକ ବିଜ୍ଞାନସହ ଯୋଡି ପାରୁନାହାନ୍ତି । ଯେଉଁମାନେ ଘରେ ଜୀବ ଜନ୍ତୁ ପାଳନ୍ତି ସେମାନେ ଜାଣିଛନ୍ତି, ମଣିଷ ଓ ପଶୁଙ୍କ ମଧ୍ୟରେ ଏକ ନିଆରା ସମ୍ପର୍କ ଥାଏ। ସମ୍ପର୍କର ନିବିଢ ଭାବ ଏତେ…

ନିଶ୍ଚିନ୍ତକୋଇଲି : ନଦୀ ଶଯ୍ୟାରୁ ଗଳିତ ଶବ ଉଦ୍ଧାର

ନିଶ୍ଚିନ୍ତକୋଇଲି (କେ ନ୍ୟୁଜ) : ଲୁଣା ନଦୀ ଶଯ୍ୟାରୁ ଅଚିହ୍ନା ଯୁବକଙ୍କ ଗଳିତ ଠାବ୍‌। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ତେନ୍ତଲପୁର ଗାଁ ଲୁଣା ନଦୀ ବାମ ପାର୍ଶ୍ୱ କାଳିଆ ବୁଦା ମଠ ନିକଟ ଶର୍ଯ୍ୟାରୁ ଏକ ଅଚିହ୍ନା ଯୁବକଙ୍କ ଗଳିତ ଶବ ଏକ ଜରିବସ୍ତାରେ ବନ୍ଦ ହୋଇ ପଡିଥିବା ସ୍ଥାନୀୟ…

ଅମାନବୀୟ ଘଟଣା : ମୃତଦେହ ରଖି ରାସ୍ତାରୋକ ବେଳେ ଶବ ଉପରେ ଲୋକେ ଚଢାଇନେଲେ ଗାଡି, ରାସ୍ତାରେ ଚାରିଆଡେ ଛିଟକି ପଡିଥିଲା…

ନୂଆଦିଲ୍ଲୀ ; ପୂର୍ବ ଦିଲ୍ଲୀର ମୟୂର ବିହାର ଅଞ୍ଚଳରେ ଅତି ଅମାନବୀୟ ଏବଂ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି। ଘଟଣାନୁଯାୟୀ, ଏଠାରେ ସଡକ ଦୁର୍ଘଟଣାରେ ଏକ ଯୁବକଙ୍କ ମୃତ୍ୟୁ ହୋଇଥିଲା, ଏଥିପାଇଁ ସ୍ଥାନୀୟ ଲୋକେ ରାସ୍ତାରେ ଶବକୁ ରଖି ମୃତକଙ୍କ ପ୍ରତି ସମବେଦନା ଜଣାଇ ରାସ୍ତାରୋକ କରିଥିଲେ।…

ରାଉରକେଲାରେ ପହଞ୍ଚିଲେ ମୃତ ଏନଆଇଟି ପ୍ରଫେସର ଦମ୍ପତିଙ୍କ ପରିବାର, ଶବ ହେଲା ବ୍ୟବଚ୍ଛେଦ

ରାଉରକେଲାରେ ପହଞ୍ଚିଲେ ମୃତ ଏନଆଇଟି ପ୍ରଫେସର ଦମ୍ପତିଙ୍କ ପରିବାର। ପରିବାର ଲୋକ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ ହୋଇଛି। ପରିବାରବର୍ଗ ସେମାନଙ୍କ ମରଶରୀରକୁ ପୈତୃକ ଗ୍ରାମକୁ ନେଇ ଶେଷକୃତ୍ୟ ସଂପନ୍ନ କରିବେ ବୋଲି ତାଙ୍କ ସଂପର୍କୀୟ ସୂଚନା ଦେଇଛନ୍ତି। ଗତକାଲି ରାଉରକେଲା ଏନଆଇଟି…

ରାଉରକେଲା: ସିମଡେଗା ଜଙ୍ଗଲରୁ ହକି ଖେଳାଳିଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଉଠିଲା ସନ୍ଦେହ

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସିମଡେଗା ଜଙ୍ଗଲ ରାସ୍ତାର ଗଛରେ ଦୁଇ ଜଣ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ସେମାନେ ହେଲେ ଝାଡ଼ଖଣ୍ଡର ଶ୍ରଦ୍ଧା ସୁନନ୍ଦିନୀ ସୋରେଙ୍ଗ ଓ ବୀରମିତ୍ରପୁରର ସୁନନ୍ଦିନୀ ବାଗେ । ଦୁହେଁ ହକି ଖେଳାଳି । ଶ୍ରଦ୍ଧା ଓ ସୁନନ୍ଦିନୀ ହକି ଖେଳିବେ କହି…

ପୁଅ ମୃତଦେହ ପାଇଁ ମିଳିଲାନି ଆମ୍ବୁଲାନ୍ସ , ନିଜ କାନ୍ଧରେ ବୋହି ନେଲା ବାପା

ବାପା କାନ୍ଧରେ ପୁଅର ମୃତ ଦେହ । ପୁଅର ମୃତଦେହ ନେବାକୁ ମିଳିଲାନି ଆମ୍ବୁଲାନ୍ସ । ଫଳରେ ବାଧ୍ୟହୋଇ ନିଜ କାନ୍ଧରେ ବୋହିଲେ ବାପା । ଶିଶୁ ମୃତ୍ୟୁକୁ ନେଇ ଅପଖ୍ୟାତି ଅର୍ଜିଥିବା ବିହାରରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆପଣ ଦେଖୁଛନ୍ତି ସେହି ଦୃଶ୍ୟ । ବିହାର ନାଳନ୍ଦା…

ରାଜଧାନୀରେ ଚାଞ୍ଚଲ୍ୟ, କାର୍‌ ଭିତରୁ ମହିଳାଙ୍କ ମୃତଦେହ ଠାବ

ଭୁବନେଶ୍ୱର(କେନ୍ଯୁଜ୍) : ଲିଙ୍ଗରାଜ ଥାନା ଶ୍ରୀରାମନଗର ଅଞ୍ଚଳରେ ରାସ୍ତା କଡରେ ଛିଡା ହୋଇଥିବା ଏକ କାର୍‌ ଭିତରୁ ମହିଳାଙ୍କ ମୃତଦେହ ଠାବ ହୋଇଛି। କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। କାରରୁ ଜମିଜମା କାଗଜ ଓ ଫ୍ୟାମିଲି ଫଟୋ ଜବତ କରାଯାଇଛି। ତେବେ ମୃତକ ମହିଳା ଜଣକ କିଏ ଓ…