Browsing Tag

dehradun

ଦୌଡ ପ୍ରତିଯୋଗିତା ଜିତିଲେ ୧୦୫ ବର୍ଷୀୟ ବୃଦ୍ଧା, ନ୍ୟାସନାଲ ଆଥଲେଟିକ୍ସ ଚାମ୍ପିଅନସିପରେ କଲେ ରେକର୍ଡ

ଡେରାଡୁନରେ ଆୟୋଜିତ ହୋଇଥିବା ନ୍ୟାସନାଲ ଆଥଲେଟିକ୍ସ ଚାମ୍ପିଅନସିପରେ ରେକର୍ଡ କରିଛନ୍ତି ୧୦୫ ବର୍ଷୀୟ ବୃଦ୍ଧା । ଅଲବରର ପୂର୍ବ ମହାରାଣୀଙ୍କ ସ୍ମୃତିରେ ଆୟୋଜିତ ଯୁବରାଣୀ ମହେନ୍ଦ୍ରକୁମାରୀ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି…

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୁତୟନ କମାଣ୍ଡୋ ନିଜକୁ ମାରିଲେ ଗୁଳି, ଘରକୁ ଯିବା ପାଇଁ ମାଗିଥିଲେ ଛୁଟି

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବାସଭବନରେ ମୁତୟନ ଜଣେ ଯବାନ ନିଜକୁ ଗୁଳି ମାରିଦେଇଛନ୍ତି। ଯବାନ ଜଣକ କାହିଁକି ନିଜ ଉପରକୁ ଗୁଳି ଚଳାଇଲେ, ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ମୃତକଙ୍କ ନାମ ପ୍ରମୋଦ ରାୱତ ବୋଲି ଜଣାପଡିଛି। ସେ ବିଜୟ କଲୋନୀରେ ରହୁଥିଲେ। କୁହାଯାଉଛି…

ବାହୁବଳୀ ଆନନ୍ଦ ମୋହନଙ୍କ ପୁଅ ଚେତନ ଆନନ୍ଦଙ୍କ ବିବାହ ଆଜି, ଡେରାଡୁନ୍‌ରେ ଆୟୁଷୀଙ୍କ ସହ ପଡ଼ିବ ହାତଗଣ୍ଠି

ଡିଏମ୍‌ ଜି. କୃଷ୍ଣେୟା ହତ୍ୟା ମାମଲାରେ ଜେଲରୁ ମୁକୁଳିବା ପରେ ପୂର୍ବତନ ସାଂସଦ ତଥା ବାହୁବଳୀ ଆନନ୍ଦ ମୋହନ ନିଜ ବିଧାୟକ ପୁଅ ଚେତନ ଆନନ୍ଦଙ୍କ ବିବାହ ସମାରୋହରେ ବ୍ୟସ୍ତ ଅଛନ୍ତି। ଉତ୍ତରାଖଣ୍ଡର ଡେରାଡୁନ୍‌ସ୍ଥିତ ଏକ ବିଳାସପୂର୍ଣ୍ଣ ଫାର୍ମରେ ଚେତନ ଆନନ୍ଦ ଆଜି ବିବାହ ବନ୍ଧନରେ ବାନ୍ଧି…

ବଡ ଅଘଟଣ: ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ଜଳିଗଲେ ୪ ପିଲା

ଉତ୍ତରାଖଣ୍ଡର ଡେରାଡୁନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ନେଲା ୪ ଶିଶୁଙ୍କ ଜୀବନ । ଡେରାଡୁନର ଚକରାତା ତହସିଲର ତୁଣି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ନିଆଁ ଲାଗିବା ଯୋଗୁଁ ୪ ଜଣ ପିଲା ସେଥିରେ ଫଶି ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି । ଦୀର୍ଘ ୫ ଘଣ୍ଟା କରି ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ…

ଏବେ ଗୁରୁତର ରୋଗୀଙ୍କୁ ଘରୁ ହସ୍ପିଟାଲ ଯିବାରେ ହେବନି କୌଣସି ସମସ୍ୟା, ଏହି ରାଜ୍ୟ ପୋଲିସ ଆରମ୍ଭ କଲା ଅଟୋ ଆମ୍ବୁଲାନ୍ସ

କରୋନା ମହାମାରୀ ଭିତରେ ଅକ୍ସିଜେନ ସଙ୍କଟ ପୂରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। କେତେକ ରୋଗୀ ଘରୁ ହସ୍ପିଟାଲ ପର୍ଯ୍ୟନ୍ତ ଯିବା ବାଟରେ ହିଁ ଆଖି ବୁଜି ଦେଉଛନ୍ତି। କିନ୍ତୁ ଏଣିକି ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ ଆଉ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ନାହିଁ।…

ପାହାଡିଆ ଜମିରେ ସୁନା ଫଳେଇଲେ ଡେରାଡୁନର ଏହି ଚାଷୀ

ଏକ ପଥୁରିଆ ଜମିକୁ ଏକ ଉର୍ବର ଜମିରେ ପରିଣତ କରି ସେଥିରେ ସୁନା ସଦୃଶ ଫଳ ଫଲେଇବା ହୁଏତ ଏତେଟା ସହଜ ହୋଇନପାରେ । କିନ୍ତୁ ଏପରି ଏକ ଅସମ୍ଭବ କୁ ସମ୍ଭବ କରି ଦେଖାଇଛନ୍ତି ଦେରାଡୁନର ଜଣେ ପ୍ରାପ୍ତ ବୟସ୍କ ଚାଷୀ । ଆଜି କାଲିର ଯୁବ ପିଢ଼ି ଧୀରେ ଧୀରେ ଚାଷ ପ୍ରତି ବିମୁଖ ହେଉ ଥିବା ବେଳେ ଏହି…