ବଢୁଥିବା ପ୍ରଦୂଷଣ ଯୋଗୁଁ ଦିଲ୍ଲୀ-ଏନସିଆରରେ ପୁଣି GRAP-3 ଲାଗୁ, ଲାଗିବ ଏସବୁ ପ୍ରତିବନ୍ଧକ
ଦିଲ୍ଲୀରେ ପ୍ରଦୂଷଣ ପୁଣି ସ୍ଥିତି ବିଗାଡିବାରେ ଲାଗିଛି । ଏଥିପାଇଁ ଦିଲ୍ଲୀରେ ଗ୍ରାପ-୩ ଲାଗୁ କରାଯାଇଛି । ଦିଲ୍ଲୀରେ ଏକ୍ୟୁଆଇ ମାନ ୩୫୧ ରେ ପହଞ୍ଚିଛି । ଦିଲ୍ଲୀରେ ବଦଳୁଥିବା ପାଣିପାଗ ଯୋଗୁଁ ଏକ୍ୟୁଆଇ ବହୁତ ଖରାପ ଶ୍ରେଣୀରେ ପହଞ୍ଚିଛି । ଯେଉଁଥି ପାଇଁ ଗ୍ରାପ-୩ ଲାଗୁ ହୋଇଛି ।…