Browsing Tag

delhi crime

ଯୁବତୀଙ୍କୁ ୧୨ କିମି ଘୋଷାଡି ନେବା ଘଟଣା: ଦୁର୍ଘଟଣା ସମୟରେ ସ୍କୁଟିରେ ଥିଲେ ଦୁଇଜଣ ଯୁବତୀ, ସତ କହିବେ ଆହତ ଯୁବତୀ

ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ କାରରେ ଘୋଷାଡ଼ି ହୋଇ ଯୁବତୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ପୋଲିସ ଆଉ ଏକ ନୂଆ ଖୁଲାସା କରିଛି । ମୃତ ଯୁବତୀଙ୍କ ସହ ସ୍କୁଟିରେ ଥିଲେ ଆଉ ଜଣେ ଯୁବତୀ। ଦୁହିଁଙ୍କର ଅଭିଯୁକ୍ତ କାର ସହ ଧକ୍କା ହୋଇଥିଲା। ଯୁବତୀଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ଦୁର୍ଘଟଣା ପରେ ସେ…

ଯୁବତୀଙ୍କୁ ୧୨ କିମି ଘୋଷାଡି ନେବା ଘଟଣାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ: ପୋଲିସ କର୍ମଚାରୀ ହୋସ୍‌ରେ ନଥିଲେ, ଯୁବତୀଙ୍କୁ…

ନୂଆବର୍ଷରେ ନୃଶଂସ କାମ କଲେ । ୨୦ ବର୍ଷୀୟ ଯୁବତୀଙ୍କ ସ୍କୁଟିକୁ ଧକ୍କା ଦେଇ ୧୨ କିମି ଘୋଷାଡି ନେଲେ । ଜିରୋ ନାଇଟ୍ ସେଲିବ୍ରେସନର କିଛି ଘଣ୍ଟା ପରେ ଦିଲ୍ଲୀ ସୁଲତାନପୁରୀରେ ଲୋମଟାଙ୍କୁରା ଦୁର୍ଘଟଣା ଘଟିଥିଲା । ଏହି ମାମଲାରେ ପୋଲିସ ୫ ଜଣ ଲୋକଙ୍କୁ ଗିରଫ କରିଛି। କିନ୍ତୁ ଏହାକୁ ନେଇ…

ଜଙ୍ଗଲରେ ମିଳିଥିବା ହାଡ଼ ଶ୍ରଦ୍ଧାଙ୍କର, ବାପାଙ୍କ ନମୁନା ସହିତ ଡିଏନଏ୍‌ ନମୁନା ମ୍ୟାଚ୍‌

ଦିଲ୍ଲୀ ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧା ହତ୍ୟା ମାମଲାରେ ବଡ଼ ଖୁଲାସା । ମେହରୋଲି ଜଙ୍ଗଲରୁ ମିଳିଥିବା ହାଡ଼ ଶ୍ରଦ୍ଧାଙ୍କର ବୋଲି ଡିଏନଏ ଟେଷ୍ଟରୁ ଏହା ସ୍ପଷ୍ଟ ହୋଇଛି । ଜଙ୍ଗଲରୁ ମିଳିଥିବା ହାଡ଼ ଓ ଶ୍ରଦ୍ଧା ବାପାଙ୍କର ନମୁନା ସହ ଡିଏନଏ ମ୍ୟାଚ୍ କରିଛି । ମେହେରୋଲି ଜଙ୍ଗଲରୁ ମିଳିଥିବା…

ଦିଲ୍ଲୀ ଏସିଡ୍‌ ଆକ୍ରମଣ ମାମଲାରେ ୩ ଗିରଫ; ଛାତ୍ରୀଙ୍କ ଯନ୍ତ୍ରଣା କମ୍‌ କରିବା ପାଇଁ ଦୋକାନୀ ପକାଇଥିଲେ କ୍ଷୀର

ଦିଲ୍ଲୀରେ ୧୭ ବର୍ଷୀୟା ସ୍କୁଲ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ଼ ଘଟଣାରେ ପୋଲିସ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିଛି। ଡିସିପି ଏମ୍‌ ହର୍ଷବର୍ଦ୍ଧନ କହିଛନ୍ତି, ବାଇକ୍‌ ଆରୋହୀ ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କ ଘର…

ଦିଲ୍ଲୀରେ ପୁଣି ଚାଞ୍ଚଲ୍ୟ, ଶ୍ରଦ୍ଧା ଓ୍ଵାକର ହତ୍ୟା ପରେ ସୁଟକେସରୁ ମିଳିଲା ମହିଳାଙ୍କ ମୃତଦେହ

ପୁଣି ରାଜଧାନୀ ଦିଲ୍ଲୀରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ୱେଷ୍ଟ ଦିଲ୍ଲୀର ପଞ୍ଜାବୀ ବାଗ ଅଞ୍ଚଳରେ ଏକ ସୁଟକେସରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣା ସ୍ଥଳରେ ପୋଲିସ ଏବଂ କ୍ରାଇମ ଟିମ୍‌ ପହଞ୍ଚିଛି । ଏପର୍ଯ୍ୟନ୍ତ ମହିଳାଙ୍କ…

ଦିଲ୍ଲୀ ପୋଲିସ୍‌ର ସାମାଜ କଲ୍ୟାଣ କାର୍ଯ୍ୟ, ଅପରାଧୀଙ୍କୁ ସୁଧାରିବା ପାଇଁ ଅଭିନବ ଯୋଜନା

କେନ୍ୟୁଜ ଓଡିଶା : ରବିବାର ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା କହିଛନ୍ତି କି ଦିଲ୍ଲୀରେ ପ୍ରତିବର୍ଷ ୨ଲକ୍ଷ ଲୋକଙ୍କୁ ଗିରଫ କରାଯାଏ । ଏମାନଙ୍କ ମଧ୍ୟରେ ୮୫ପ୍ରତିଶତ ଏମିତି କି ଯେଉଁମାନେ ପ୍ରଥମ ଥର ଅପରାଧ ଘଟାଉଛନ୍ତି । କମ୍ୟୁନିଟି ପୁଲିସିଂ କାର୍ଯ୍ୟକ୍ରମ ଅନ୍ନାଟିରେ ଅସ୍ଥାନା ଭାଷଣ…

ନିର୍ଭୟା ଗଣଦୁଷ୍କର୍ମ ଉପରେ ନିର୍ମିତ ଫିଲ୍ମ ‘ଦିଲ୍ଲୀ କ୍ରାଇମ୍‌’ କୁ ମିଳିଲା ଅନ୍ତର୍ଜାତୀୟ ଇମ୍ମି ଆଓ୍ଵାର୍ଡ ୨୦୨୦

ୱେବ୍‌ ସିରିଜ୍‌ ‘ଦିଲ୍ଲୀ କ୍ରାଇମ୍‌’କୁ ଡ୍ରାମା କାଟାଗୋରୀରେ ଇଣ୍ଟରନ୍ୟାସନାଲ ଇମି ଆଓ୍ଵାର୍ଡ ୨୦୨୦ରେ ସମ୍ମାନିତ କରାଯାଇଛି। ଏହି ସିରିଜ୍‌ ସର୍ବଶ୍ରେଷ୍ଠ ଡ୍ରାମା ସିରିଜ୍‌ ଶ୍ରେଣୀରେ ଆର୍ଜେଣ୍ଟିନା, ଜର୍ମାନୀ ଓ ୟୁକେରେ ଶୋ’ ସମେତ ଅନ୍ତର୍ଜାତୀୟ ଏମିଜ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରୁଛି।…

କରୋନା ପିକ କହି ଯୁବତୀଙ୍କ ଉପରକୁ ପାନଛେପ ଥୁକିଥିବା ଯୁବକ ଗିରଫ, ସିସିଟିଭି ଫୁଟେଜ ଦେଖି ଧରିଲା ପୋଲିସ

ଦିଲ୍ଲୀ ନର୍ଥ ଇଷ୍ଟର ଜଣେ ଯୁବତୀଙ୍କୁ କରୋନା କହି ତାଙ୍କ ମୁଁହରେ ପାନଛେପ ଥୁକିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ନାଁ ଗୌରବ ବୋହରା, ବୟସ 40 । ବ୍ୟକ୍ତି ଜଣକ ସ୍କୁଟିରେ ଯାଉଥିବା ବେଳେ ରାସ୍ତାରେ ଚାଲି ଚାଲି ଯାଉଥିବା ଉକ୍ତ ଯୁବତୀଙ୍କ ଉପରେ ଥୁକି ଦେଇଥିଲେ । ଯୁବତୀଙ୍କ…

ସାବଧାନ ମାତିଛନ୍ତି ଶିକ୍ଷିତ ଲୁଟେରା, ଆଖି ପଲକରେ ଚକମା ଦେଇ ଲୁଟି ନେଉଛନ୍ତି ଟଙ୍କା ସୁନା

ସାବଧାନ ମାତିଛନ୍ତି ଶିକ୍ଷିତ ଲୁଟେରା। କରୁଛନ୍ତି ସ୍ମାର୍ଟ ଉପାୟରେ ଚୋରି ଡକାୟତି। ଆଖି ପଲକରେ ଚକମା ଦେଇ ଲୁଟି ନେଉଛନ୍ତି ଟଙ୍କା ସୁନା। ଏମାନେ ଏଭଳି ଲୁଟ୍‌ର ତରିକା ଜାଣିଛନ୍ତି ଯାହାର କାହାକୁ ବି ସୁରାକ ମିଳିବ ନାହିଁ। କାରଣ ଏମାନେ ହେଉଛନ୍ତି ଆଜିର ପଢା ଲେଖା ଲୁଟେରା। ନିଜର…