Browsing Tag

delhi metro

ମଦ୍ୟପ ଓ ଦମ୍ପତିଙ୍କ ଭିତରେ ହାଇଡ୍ରାମା, ମେଟ୍ରୋର ଯାତ୍ରୀ ହେଲେ ଦର୍ଶକ

ଆଜି ଦିଲ୍ଲୀ ମେଟ୍ରୋରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏକ ଦମ୍ପତି ଏବଂ ମଦ୍ୟପ ଯୁବକଙ୍କ ମଧ୍ୟରେ ଏମିତି ବିବାଦ ହୋଇଥିଲା ଯେ ମେଟ୍ରୋ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇଥିଲେ । ଭିଡ଼ରେ ଠିଆ ହୋଇ ଦୁଇ ଜଣ ଯୁବକ ଝଗଡ଼ା ଲାଗୁଥିଲେ । ଏହା କୌଣସି…

ମେଟ୍ରୋରେ ଚାକିରି ପାଇଁ ଆବେଦନ ଗ୍ରହଣ, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯୋଗ୍ୟ ଓ ଇଛୁକ ପ୍ରାର୍ଥୀ ବିଳମ୍ବ ନ କରି ତୁରନ୍ତ କରନ୍ତୁ ଆବେଦନ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନରେ ବିଭିନ୍ନ ପଦବୀ ପାଇଁ ଆବେଦନ ଘୋଷଣା କରାଯାଇଛି । ଏଥିରେ ସୁପର ଭାଇଜର, ଜୁନିଅର ଇଂଜିନିୟର, ଆସିଷ୍ଟାଣ୍ଟ ସେକ୍ସନ…

ଦିଲ୍ଲୀ: ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଜଳିଗଲା ବିଲ୍ଡିଂ

ଦିଲ୍ଲୀର କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ମେ’ ୩୧ ତାରିଖ ରାତିରେ ଘଟିଥିବା ବେଳେ ଏଠାରେ ନିଆଁରେ ଜଳି ସବୁ କିଛି ପାଉଁଶ ହୋଇଯାଇଛି । ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ରାତି ୧୨ଟା ୪୫ରେ ସୂଚନା ଦିଆଯାଇଥିଲା । ଏହାପରେ ତୁରନ୍ତ ୧୨ଟି ଅଗ୍ନିଶମ…

ଦିଲ୍ଲୀ ମେଟ୍ରୋ ଗୀତ ଗାଇ ନାଚିଲେ ମହିଳା, ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ୍‌

ଦିଲ୍ଲୀ ମେଟ୍ରୋରେ ବସିଥିବା କିଛି ମହିଳାଙ୍କ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ସେୟାର କରାଯାଉଛି । ଯେଉଁଥିରେ ସେମାନେ ମନୋରଞ୍ଜନ ପାଇଁ ଜୋରରେ ନାଚୁଥିବାର ଏବଂ ଗୀତ ଗାଉଥିବାର ଦେଖିବାକୁ ମିଳିଛି। ଭିଡିଓ ଦେଖିବା ପରେ ଉପଭୋକ୍ତାମାନେ ପରମ୍ପରା ଓ ସଂସ୍କୃତି ବିଷୟରେ କଥାବାର୍ତ୍ତା ଆରମ୍ଭ…

ଦିଲ୍ଲୀ ମେଟ୍ରୋ ଏବଂ ଦୁବାଇ ମେଟ୍ରୋ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ, ଜାଣନ୍ତୁ କେଉଁ ଜାଗାରେ ମିଳେ ଉନ୍ନତ…

ରାଜଧାନୀ ଦିଲ୍ଲୀରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମେଟ୍ରୋ ଟ୍ରେନରେ ଯାତ୍ରା କରନ୍ତି । ଆପଣ ଜାଣନ୍ତି କି ଦିଲ୍ଲୀ ମେଟ୍ରୋ ଏବଂ ଦୁବାଇ ମେଟ୍ରୋ ଟ୍ରେନ୍ ମଧ୍ୟରେ ପାର୍ଥକ୍ୟ କ’ଣ? ଆଜି ଆମେ ଆପଣଙ୍କୁ ଏହି ଦୁଇଟି ମେଟ୍ରୋ ମଧ୍ୟରେ ଥିବା ପାର୍ଥକ୍ୟ କହିବୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁବାଇ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ମେଟ୍ରୋରେ କଲେ ଯାତ୍ରା, ସାମ୍ନାକୁ ଆସିଲା ଭିଡିଓ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି । ଏହି ଯାତ୍ରାର ଭିଡିଓ ଏବେ ସାମ୍ନାକୁ ଆସିଛି । ଏଥିରେ ରାଷ୍ଟ୍ରପତି ମେଟ୍ରୋ ସିଟ୍‌ରେ ବସିଥିବାର ନଜର ଆସୁଛନ୍ତି । ତାଙ୍କ ଚାରିପାଖରେ ସୁରକ୍ଷାକର୍ମୀ ଘେରି ରହିଛନ୍ତି । ମେଟ୍ରୋରେ ଯାତ୍ରା ସମୟରେ…

ସିଟ୍‌ ପାଇଁ ଭୟଙ୍କର ଭାବେ ଲଢ଼ିଲେ ଦୁଇ ଯାତ୍ରୀ, ଭାଇରାଲ ହେଉଛି ଭିଡିଓ

ଦିଲ୍ଲୀ ମେଟ୍ରୋ ସବୁବେଳେ ଚର୍ଚ୍ଚାରେ ରୁହେ । କାରଣ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ହିଁ ଏପରି କିଛି କାଣ୍ଡ କରନ୍ତି, ଯାହା ପରେ ସେମାନେ ଚର୍ଚ୍ଚାକୁ ଆସନ୍ତି । ସମାନ ଭାବେ ପୁଣି ଥରେ ଦିଲ୍ଲୀ ମେଟ୍ରୋର ଏକ ଭିଡିଓ ସାମ୍ନାକୁ ଆସିଛି । ମେଟ୍ରୋ ଟ୍ରେନକୁ ବକ୍ସିଂ ରିଙ୍ଗ୍‌ କଲେ ଦୁଇ…

ଦିଲ୍ଲୀ ବସ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର Whatsapp ଜରିଆରେ କରିପାରିବେ ଟିକେଟ ବୁକ୍‌

ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (DMRC) ନିକଟରେ ହ୍ଵାଟସଆପରେ ଟିକେଟ ବୁକ୍‌ କରିବା ସୁବିଧା ଯୋଗାଇଛି । ଏହି ସୁବିଧାରେ  ଆରାମରେ ହ୍ଵାଟସଆପ୍‌ ଜରିଆରେ ଦିଲ୍ଲୀ ମେଟ୍ରୋ ଟିକେଟ ବୁକ୍‌ କରିପାରିବେ । ଏହି ସୁବିଧା ଏବେ ବସ୍‌ ସେବାରେ ଲାଗୁ କରିବା ପାଇଁ ଯୋଜନା ଚାଲିଛି । ଦିଲ୍ଲୀ ସରକାର…

ପ୍ଲାଟଫର୍ମ ଓ ମେଟ୍ରୋ ଟ୍ରେନ ମଝିରେ ଫସିଲେ ଯୁବକ, ଭିଡିଓ ହେଉଛି ଭାଇରାଲ

ଦିଲ୍ଲୀ ମେଟ୍ରୋ କିମ୍ବା ଷ୍ଟେସନର ସବୁବେଳେ କିଛି ନା କିଛି ଅଜବ ଭିଡିଓ ଭାଇରାଲ ହୁଏ । କିନ୍ତୁ ଏଥର ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହା ଖୁବ ଭୟଙ୍କର । ନିକଟରେ ଜଣେ ବ୍ୟକ୍ତି ମେଟ୍ରୋ ଟ୍ରେନ ଏବଂ ପ୍ଲାଟଫର୍ମ ମଧ୍ୟରେ ଫସିରହିଥିବାର ଦେଖିବାକୁ ମିଳିଛି । ଏହାକୁ ନେଇ ଦିଲ୍ଲୀ ମେଟ୍ରୋ…

ଦିଲ୍ଲୀ ମେଟ୍ରୋରେ ୨.୭ ଲକ୍ଷ ନଗଦ ରାଶି ଥିବା ବ୍ୟାଗ୍‌ ଭୁଲିଗଲେ ବ୍ୟକ୍ତି, ସଠିକ୍‌ ଯାଞ୍ଚ କରି ମାଲିକଙ୍କୁ ଫେରାଇଲା…

ଦିଲ୍ଲୀ ମେଟ୍ରୋର ସୁରକ୍ଷାରେ ନିୟୋଜିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଆର୍‌କେ ଆଶ୍ରମ ମେଟ୍ରୋ ଷ୍ଟେସନରେ ଏକ ସନ୍ଦିଗ୍ଧ ବ୍ୟାଗ ପାଇଥିଲେ, ଯେଉଁଥିରେ ଥିଲା ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା। ଏହି ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଏହାର ଅସଲି ମାଲିକଙ୍କୁ ଫେରାଇ ଦିଆଯାଇଛି। ସିଆଇଏସ୍‌ଏଫ୍‌ ଏକ…

ଦିଲ୍ଲୀ ମେଟ୍ରୋରୁ ପୁଣି ଏକ ଭିଡିଓ ଭାଇରାଲ, ଝିଅକୁ ପ୍ରଶଂସା ନକରି ରହିପାରିବେନି ଆପଣ

ପ୍ରତିଦିନ ଦିଲ୍ଲୀ ମେଟ୍ରୋରୁ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ତେବେ ଅଧିକାଂଶ ଭିଡିଓ ଝଗଡାର ଦେଖିବା ପାଇଁ ମିଳିଥାଏ । ବର୍ତ୍ତମାନ ଏହି ପରି ଭିଡିଓ ଇଣ୍ଟରନେଟ୍‌ରେ ବହୁତ ଦେଖିବା ପାଇଁ ମିଳୁଛି । ସେହିପରି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହକୁ ଦେଖିଲା ପରେ ଲୋକମାନେ…