Browsing Tag

devotees

ଜଗନ୍ନାଥଙ୍କ ୩୨ ବେଶ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ, ଗ୍ରାମୀଣ ମହୋତ୍ସବ ବୁଲି ମଜା ନେଉଛନ୍ତି ଲୋକେ

ଭାବର ଠାକୁର ହେଉଛନ୍ତି ଭାବ ବିନୋଦିଆ କଳା ଠାକୁର । ହାତ ଟେକି ଥରେ ହୃଦୟରୁ ଡାକିଦେଲେ ଭକ୍ତଙ୍କ ପାଖକୁ ଚାଲି ଆସନ୍ତି କଳା ସାଆନ୍ତ । ଗୋଟିଏ ସ୍ଥାନରେ ୩୨ଟି ଦୁର୍ଲଭ ବେଶରେ ଦର୍ଶନ ଦେଇଛନ୍ତି ଜଗତର ନାଥ ଶ୍ରୀ ଜଗନ୍ନାଥ । ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ କୋଟସାହି ପଞ୍ଚାୟତରେ ଆୟୋଜିତ…

ଏଭଳି ବିରଳ ମହାଯଜ୍ଞରେ ଶହ ଶହ ଭକ୍ତ ଛୁଟି ଆସନ୍ତି ଇଚ୍ଛାପୁର ଗ୍ରାମକୁ

ଟାଙ୍ଗୀ: ବାଜୁଛି ଘଣ୍ଟ ଘଣ୍ଟା । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ଉତ୍ସବ ସ୍ଥଳ । ମହିଳାମାନଙ୍କଠାରୁ ଆରମ୍ଭ କରି ପୁରୁଷଙ୍କ ପର୍ଯ୍ୟନ୍ତ, ଛୁଆଠୁ ନେଇ ବୃଦ୍ଧ ସମସ୍ତେ ଏକତ୍ରିତ ହୋଇଛନ୍ତି । ଅବସର ଜଗତ କଲ୍ୟାଣ ପାଇଁ ଦୀପ ମହାଯଜ୍ଞ । ଇଚ୍ଛାପୁର ଗ୍ରାମରେ ଦୀର୍ଘ ୨୦ ବର୍ଷ ଧରି…

ଜାଗର ପାଇଁ ଚଳ ଚଞ୍ଚଳ ଝିଙ୍କେଶ୍ୱର ପୀଠ, ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଉଦଳା : ଆଜି ହେଉଛି ପବିତ୍ର ମହାଶିବରାତ୍ରି ଜାଗର ଉପଲକ୍ଷେ ମହାଦେବଙ୍କ ପାଖରେ ଦୀପଟିଏ ଜାଳି ନିଜର ତଥା ପରିବାରର ସୁଖ ଶାନ୍ତି ପାଇଁ ପୂଜା କରିଥାନ୍ତି ଶ୍ରଦ୍ଧାଳୁ ।  ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ବେଶ ପରିଲିକ୍ଷିତ ହୋଇଛି  ।  ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବାବା…

୧ କିଲୋ ୬୧୯ ଗ୍ରାମର ରୂପା ଶଙ୍ଖକୁ ଦାନ କଲେ ଭକ୍ତ, ମହାପ୍ରଭୁଙ୍କ ଠାରେ ଲାଗି ହେବ

ମହାପ୍ରଭୁଙ୍କ ପାଇଁ ଅନେକ ଭକ୍ତ ନିଜର ଭକ୍ତିକୁ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରକାଶ କରନ୍ତି । କିଏ ତୁଳସୀ ଓ ଫୁଲ ଦେଇ ଶ୍ରୀଜିଉଙ୍କୁ ଭକ୍ତି ଦେଖାନ୍ତି ତ କିଏ ସୁନା ଓ ରୂପା ଜିନିଷ ଦେଇ କାଳିଆ ଆଗରେ ଭାବ ପ୍ରକାଶ କରନ୍ତି । ତେବେ ଗୋଟିଏ ରୁପା ଶଙ୍ଖକୁ ଜଣେ ଭକ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ…

ମହାପ୍ରଭୁଙ୍କ ଦର୍ଶନ ସହ ଆରମ୍ଭ ହେଲା ନୂଆବର୍ଷ, ରାତି ସାରା ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼

ପୁରୀ : ନୂଆ ବର୍ଷରେ ନୂଆ ଉତ୍ସାହ, ଉଦ୍ଦୀପନା । ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରରେ ଜମିଛି ଭକ୍ତଙ୍କ ଭିଡ଼ । ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ଲମ୍ବା ଧାଡିରେ ଯାଇ ମହାପ୍ରଭୁଙ୍କୁ ଦର୍ସନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା…

ଶ୍ରୀମନ୍ଦିରରୁ ହଟିଲା କାର୍ତ୍ତିକ କଟକଣା: ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ପୁଣି ଖୋଲିଲା ଚାରି ଦ୍ବାର

ପୁରୀ : ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ପୁଣି ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ବାର । ଶ୍ରୀମନ୍ଦିର ଚାରି ଦ୍ବାର ଦେଇ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ। ଭକ୍ତ ପୂର୍ବଭଳି ଚାରିଦ୍ବାରରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିପାରିବେ। କିନ୍ତୁ ତିନି ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି।…

ବଡ଼ବଡୁଆ ଡାକରେ କମ୍ପିଲା ଶ୍ରୀକ୍ଷେତ୍ର, କାଉଁରିଆ କାଠି ଜାଳିଛନ୍ତି ଶ୍ରଦ୍ଧାଳୁ

ପୁରୀ : ବଡ଼ବଡୁଆ ଡାକରେ କମ୍ପିଲା ଶ୍ରୀକ୍ଷେତ୍ର ।  ପୁରୀ ଶ୍ରୀମନ୍ଦିର ଆଗରେ ଆଜି ଲୋକମାନେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଛନ୍ତି  ।  ପିତୃପକ୍ଷରେ ମର୍ତ୍ତ୍ୟଲୋକରୁ ଆସିଥିବା ପିତୃପୁରୁଷଙ୍କୁ ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେଇଛନ୍ତି ।  ପୟାଶ୍ରାଦ୍ଧ,ବଡ଼ବଡୁଆ ଡାକ ପାଇଁ…

ଶ୍ରୀମନ୍ଦିରକୁ କେବଳ ସିଂହଦ୍ବାର ଓ ପଶ୍ଚିମଦ୍ବାର ଦେଇ ପ୍ରବେଶ କରିବେ ଭକ୍ତ ଓ ଶ୍ରଦ୍ଧାଳୁ

ପୁରୀ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ।  ଶ୍ରୀମନ୍ଦିରକୁ କେବଳ ସିଂହଦ୍ବାର ଓ ପଶ୍ଚିମଦ୍ବାର ଦେଇ ପ୍ରବେଶ କରିବେ ଭକ୍ତ ଓ…

ଶିବଙ୍କୁ ପାଣି ଲାଗି କରିବା ପାଇଁ ଯାଇ ଆଉ ଫେରିଲେନି ଭକ୍ତ, ଦଳାଚକଟାରେ ଚାଲିଗଲା ୭ ଜୀବନ

ଶ୍ରାବଣ ସୋମବାରରେ ଘଟିଗଲା ବଡ଼ ଅଘଟଣ । ଶିବଙ୍କୁ ପାଣି ଲାଗି କରିବା ପାଇଁ ଯାଇଥିଲେ କିନ୍ତୁ ଭକ୍ତଙ୍କ ସହ ଏମିତି ଅଘଟଣ ଘଟିବ କେହି କେବେ କଳ୍ପନା ବି କରିନଥିଲେ । କେତେ ଆଶା ନେଇ ମନ୍ଦିର ଭିତରେ ଧାଡ଼ି ଲଗାଇ ଛିଡ଼ା ହୋଇଥିଲେ ଭକ୍ତ । କେତେବେଳେ ପାଳି ପଡ଼ିବ ଆଉ ବାବାଙ୍କୁ ପାଣି ଲାଗି କରିବେ ।…

ଦ୍ୱିପ୍ରହରରେ କାହିଁକି ଯାଆନ୍ତି ନାହିଁ ମନ୍ଦିର ? ଧାର୍ମିକ ଶାସ୍ତ୍ରରେ ଦିଆଯାଇଛି କାରଣ

ହିନ୍ଦୁ ଧର୍ମରେ ଭକ୍ତମାନେ ଭଗବାନଙ୍କୁ ଉପାସନା କରିବା ସହିତ ଶାନ୍ତି ପାଇଁ ମନ୍ଦିର ଯାଇଥାନ୍ତି । ବିଭିନ୍ନ ମନ୍ଦିର ପରିଦର୍ଶନ ପାଇଁ କିଛି ନିୟମ ଅଛି । କିଛି ମନ୍ଦିରରେ ରାତିରେ ଯିବା ପାଇଁ ବାରଣ ଥାଏ ତ ଆଉ କେତେକ ମନ୍ଦିରକୁ ପୁରୁଷଙ୍କୁ ଯିବା ମନା ଥାଏ ଏବଂ କିଛି ମନ୍ଦିରରେ ମହିଳା…

ବ୍ରହ୍ମପୁର: ଅଯୋଧ୍ୟା ଅଭିମୁଖେ ବାହାରିଲେ ୪ ରାମଭକ୍ତ, କରିବେ ୧୫୦୦ କିଲୋମିଟର ଯାତ୍ରା

ବ୍ରହ୍ମପୁର (କେନ୍ୟୁଜ୍‌): ଜାନୁୟାରୀ ୨୨ରେ ପ୍ରଭୁ ଶ୍ରୀରାମଙ୍କ ଭଵ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ଏହି ଅବସରରେ ବ୍ରହ୍ମପୁର ସହରର ମୁନିସିପାଲିଟି କଲୋନୀସ୍ଥିତ ଏକ ବସ୍ତିର ୪ ଜଣ ରାମଭକ୍ତ ପାଦରେ ଚାଲି ଚାଲି ଅଯୋଧ୍ୟା ଯିବା ଲାଗି ବାହାରିଛନ୍ତି । ଛତିଶଗଡ, ମଧ୍ୟ ପ୍ରଦେଶ ପରେ ଉତ୍ତର…

ଭକ୍ତଙ୍କ ବିଶ୍ୱାସ ଆଗରେ ହାର ମାନିଛି ହଜାର ହଜାର କିଲୋମିଟରର ଦୂରତା, ଉପହାର ଦେବେ ସ୍ୱର୍ଣ୍ଣ ପାଦୁକା

ଆସ୍ଥା ଏବଂ ବିଶ୍ୱାସ ଦୃଢ଼ ଥିଲେ ଅସମ୍ଭବ ବି ସମ୍ଭବ ହୁଏ । ଏଭଳି କଥାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ବୃଦ୍ଧ ବ୍ୟକ୍ତି । ଭଗବାନ ରାମଙ୍କ ଜଣେ ଭକ୍ତଙ୍କ ବିଶ୍ୱାସ ଆଗରେ ହାର ମାନିଛି ହଜାର ହଜାର କିଲୋମିଟରର ଦୂରତା । ଭଗବାନ ରାମଙ୍କ ସ୍ୱର୍ଣ୍ଣ ପାଦୁକା ମୁଣ୍ଡରେ ଧରି ଦୀର୍ଘ ୮ ହଜାର…