ବ୍ରହ୍ମପୁର: ଅଯୋଧ୍ୟା ଅଭିମୁଖେ ବାହାରିଲେ ୪ ରାମଭକ୍ତ, କରିବେ ୧୫୦୦ କିଲୋମିଟର ଯାତ୍ରା

ଜାନୁୟାରୀ ୨୨ରେ ପ୍ରଭୁ ଶ୍ରୀରାମଙ୍କ ଭଵ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ଏହି ଅବସରରେ ବ୍ରହ୍ମପୁର ସହରର ମୁନିସିପାଲିଟି କଲୋନୀସ୍ଥିତ ଏକ ବସ୍ତିର ୪ ଜଣ ରାମଭକ୍ତ ପାଦରେ ଚାଲି ଚାଲି ଅଯୋଧ୍ୟା ଯିବା ଲାଗି ବାହାରିଛନ୍ତି ।

ବ୍ରହ୍ମପୁର (କେନ୍ୟୁଜ୍‌): ଜାନୁୟାରୀ ୨୨ରେ ପ୍ରଭୁ ଶ୍ରୀରାମଙ୍କ ଭଵ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ଏହି ଅବସରରେ ବ୍ରହ୍ମପୁର ସହରର ମୁନିସିପାଲିଟି କଲୋନୀସ୍ଥିତ ଏକ ବସ୍ତିର ୪ ଜଣ ରାମଭକ୍ତ ପାଦରେ ଚାଲି ଚାଲି ଅଯୋଧ୍ୟା ଯିବା ଲାଗି ବାହାରିଛନ୍ତି । ଛତିଶଗଡ, ମଧ୍ୟ ପ୍ରଦେଶ ପରେ ଉତ୍ତର ପ୍ରଦେଶ ଦେଇ ଏହି ଭକ୍ତମାନେ ପାଖାପାଖି ୧୫ ଶହ କିଲୋମିଟର ଯାତ୍ରା କରିବେ । ଯାତ୍ରା ଆରମ୍ଭ ବେଳେ ସ୍ଥାନୀୟ ଲୋକେ ଉପସ୍ଥିତ ସମସ୍ତ ଭକ୍ତଙ୍କୁ ଉତ୍ସାହିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.