ମଦ ପିଇବାକୁ ଟଙ୍କା ନଦେବାରୁ ବାପାକୁ ଆକ୍ରମଣ କଲା ପୁଅ, ତଦନ୍ତ କରୁଛି ପୋଲିସ
ବ୍ରହ୍ମପୁର: ନୃଶଂସ ପୁଅ । ମଦ ପିଇବାକୁ ଟଙ୍କା ନଦେବାରୁ ବାପାକୁ ହାଣିଲା ପୁଅ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଦଶୀପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ଆହତ ବ୍ୟକ୍ତି ହେଲେ ବୁଲୁ ରେଡ୍ଡୀ । ମଦ ପିଇବାକୁ ଟଙ୍କା ମାଗିଥିଲେ ବୁଲୁଙ୍କ ପୁଅ । ହେଲେ…