Browsing Tag

devotional story

ଭାଗବତ ଚେତନା ସଂଘ ପକ୍ଷରୁ ୨୨ ତମ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ ଓ କଳସ ଯାତ୍ରା

ଜଗତସିଂହପୁର ଜ଼ିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବିଓଂଳ ପ୍ରହରାଜପୁର ଗ୍ରାମର ଭାଗବତ ଚେତନା ସଙ୍ଘ ଆନୁକୂଲ୍ୟରେ ୨୨ ତମ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆଠ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ସକାଳୁ ରୁଦ୍ରାଭିଷେକ, ଚଣ୍ଡୀପାଠ, ଶ୍ରୀ ଗୋପାଳ ସହସ୍ରନାମ,…

ପ୍ରସିଦ୍ଧ ମା’ କାଳିତ୍ରା ଦେବୀ ପୀଠରେ ମହାଆଡମ୍ବରର ସହ ଅନୁଷ୍ଠିତ ହୋଇଛି ପଞ୍ଚ ଦିବସୀୟ ମହାଯଜ୍ଞ

ମା’ କାଳିତ୍ରା ଠାକୁରାଣୀଙ୍କର ରହିଛି ଅନେକ ମାହାତ୍ମ୍ୟ । କାହିଁକି ନା ମା’ କାଳିତ୍ରାଙ୍କ ଅପାର କରୁଣା ନିଜ ଭକ୍ତ ମାନଙ୍କ ଉପରେ ରହିଛି । ଯାହା ମନୋସ୍କାମନା କରିଲେ ପୂରଣ କରନ୍ତି ଦେବୀ ମା’ କାଳିତ୍ରା । ଭଦ୍ରକରେ ରହିଛି ମା' କାଳିତ୍ରାଙ୍କ ଅଦ୍ୟପୀଠ । ଅନେକ ଦିନରୁ ଏଠାରେ ପୂଜା ପାଇ…

ପ୍ରତିଷ୍ଠା ହେଲା ସାଇନାଥଙ୍କ ନୂତନ ଭବ୍ୟ ମନ୍ଦିର, କର୍ମକାଣ୍ଡରେ ପ୍ରକମ୍ପିତ ହୋଉଛି ସାରା ଅଞ୍ଚଳ

ବହୁ ବର୍ଷ ପରେ ନିର୍ମାଣ ହୋଇଛି ଏକ ସୁନ୍ଦର ସାଇ ମନ୍ଦିର । ଏନେଇ ସେହି ଅଞ୍ଚଳର ସବୁ ଲୋକ ବେଶ୍‌ ଖୁସି ଅଛନ୍ତି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟ ପୋଚିଲିମା ଛକ ପ୍ରେମ୍ ସାଇ ଗାର୍ଡେନ ରେ ସାଇନାଥଙ୍କ ନୂତନ ଭବ୍ୟ ମନ୍ଦିର ସାଇ ସୁନ୍ଦର ଧାମ୍ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ଏହି…

ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଭୀମେଶ୍ୱର ଯାତ୍ରା, ଘଣ୍ଟଘଣ୍ଟାରେ ଦୁଲୁକି ଉଠିଲା ସମଗ୍ର ଅଞ୍ଚଳ

ଏକାମ୍ର କ୍ଷେତ୍ରର ଅଧିଶ୍ୱର, ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଭୀମେଶ୍ୱର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ, ଦ୍ୱି-ପହର ଧୂପ ଏବଂ ଯାତ୍ରାପୂଜା ସମ୍ପନ୍ନ ହେବାପରେ ମହାପ୍ରଭୁ ଭୁବନେଶ୍ୱରର ଭୀମଟାଙ୍ଗୀଠାରେ ଅବସ୍ଥିତ । ପ୍ରସିଦ୍ଧ ଭୀମେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ ମହାପ୍ରଭୁ…

ପ୍ରତିଦିନ ଘରେ ଶଙ୍ଖ ବଜାଇଲେ ହେବ ଧନର ବର୍ଷା, ପ୍ରସନ୍ନ ହେବେ ଭଗବାନ ବିଷ୍ଣୁ

ହିନ୍ଦୁ ଶାସ୍ତ୍ରରେ ସପ୍ତାହର ସାତ ବାରରେ କେହି ନ କେହି ଦେବୀ ଦେବତାଙ୍କୁ ପୂଜା କରିବାର ବିଧାନ ରହିଛି । ସେହିଭଳି ଗୁରୁବାର ଭଗବାନ ବିଷ୍ଣୁଙ୍କ ପାଇଁ ଉତ୍ସର୍ଗୀକୃତ । ଏହି ଦିନ, ଶ୍ରୀ ହରିଙ୍କୁ ରୀତିନୀତି ଅନୁଯାୟୀ ଉପାସନା କରି ଉପବାସ ଇତ୍ୟାଦି କରି ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ…

କିନ୍ନରଙ୍କ କଳସ ଶୋଭା ଯାତ୍ରାରେ କମ୍ପିଲା ଯାଜପୁର ସହର, ଦେଶର ମଙ୍ଗଳ ପାଇଁ କରିଲେ ପୂଜାର୍ଚ୍ଚନା

କଳସ ଶୋଭା ଯାତ୍ରାରେ କମ୍ପିଲା ଯାଜପୁର ସହର । ଆଉ ସବୁଠୁ ନିଆରା ଥିଲା ଏହି ଦୃଶ୍ୟ କାରଣ ଏଠି କଳସ ଯାତ୍ରା କରୁଥିଲେ କିନ୍ନରମାନେ । ବୈତରଣୀ ନଦୀର ଦଶ୍ୱାସମେଧ ଘାଟରୁ କଳସରେ ପାଣି ଉଠାଇ ଏକ ବିରାଟ ପାଟୁଆରର ଶୋଭାଯାତ୍ରାରେ ସହର ପରିକ୍ରମା କରି କୁସୁମା ନିକଟରେ ଥିବା ଗଣେଷ ପ୍ୟାଲେସ…

ଜାଣନ୍ତୁ ଚଳିତ ବର୍ଷ ମାଘ ମାସର ଆରମ୍ଭ ଏବଂ ମହତ୍ୱ

କ୍ୟାଲେଣ୍ଡର ଅନୁଯାୟୀ, ଏକାଦଶ ଚନ୍ଦ୍ର ମାସ ଏବଂ ବର୍ଷର ଦଶମ ସୌରମାସକୁ ମାଘ କୁହାଯାଏ । ଏହି ମାସରେ ମାଘ ନକ୍ଷେତ୍ରର ପୂର୍ଣ୍ଣିମା ଯୋଗୁ ଏହାର ନାମ ‘ମାଘ’ ମାସ ରହିଛି । ତେବେ ମାଘ ମାସର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି । ବିଶ୍ୱାସ କରାଯାଏ ଯେ ମାଘ ମାସରେ ପ୍ରାତଃ ସ୍ନାନ କରିବା ଦ୍ୱାରା…

ମାଘ ମାସର ରହିଛି ବିଶେଷ ମହତ୍ତ୍ୱ, ଜାଣନ୍ତୁ କେଉଁ କେଉଁ ବ୍ରତ ରଖିବା ହୋଇଥାଏ ଶୁଭ

ଆସନ୍ତାକାଲି ଅର୍ଥାତ ୨୬ ଜାନୁଆରୀରୁ ମାଘ ମାସ ଆରମ୍ଭ ହେଉଛି । ଏହି ଦିନଠାରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ତ୍ରିବେଣୀ ଘାଟରେ ବହୁ ସଂଖ୍ୟାରେ ଭକ୍ତ ଏକତ୍ରିତ ହୋଇଥାନ୍ତି । ମାଘ ମାସ କୃଷ୍ଣ ପକ୍ଷର ପ୍ରତିପଦା ତିଥିର ପ୍ରଥମ ଦିନରୁ ଆରମ୍ଭ ହୋଇ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ଏହି…

ମହାବୀର ପୀଠରେ ଚାଲିଛି ଦ୍ୱାଦଶ କୁଞ୍ଜ ନାମ ଯଜ୍ଞ, ପାରାୟଣରେ ପ୍ରକମ୍ପିତ ହେଉଛି ସମଗ୍ର ଅଞ୍ଚଳ

ଚାଲିଛି ହରେରାମ ହରେକୃଷ୍ଣ । ଭଜନ କୀର୍ତ୍ତନରେ ପ୍ରକମ୍ପିତ ହେଉଛି ସାରା ପରିବେଶ । କଳିଯୁଗରେ ଗୋଟିଏ ମନ୍ତ୍ର, ହରେକୃଷ୍ଣ ହରେ ରାମ ଏହାକୁ ଦୃଷ୍ଟିରେ ରଖି ମହାବୀର ପୀଠରେ ଆୟୋଜିତ ହୋଇଛି ଦ୍ୱାଦଶ କୁଞ୍ଜ ନାମ ଯଜ୍ଞ । ବୌଦ୍ଧ ସଦର ବ୍ଲକ ନୂଆପାଲି ମହାବୀର ପୀଠରେ ଅଠର ବର୍ଷ ଧରି ରାମାୟଣ ପରାୟଣ…

ଜାଣନ୍ତୁ ଗଣେଶ ଚତୁର୍ଥୀର ଶୁଭ ଲଗ୍ନ, ନିର୍ଦ୍ଧାରିତ ସମୟରେ ପୂଜା ସମ୍ପନ୍ନ କଲେ ହେବ ସବୁ ଇଚ୍ଛା ପୂର୍ଣ୍ଣ

ପ୍ରତିବର୍ଷ ଗଣେଷ ଚତୁର୍ଥୀକୁ ସାରା ଦେଶରେ ବଡ଼ ଧୂମଧାମରେ ପାଳନ କରାଯାଏ। କିନ୍ତୁ ଏହା ପ୍ରତିଥର ଅଲଗା ଅଲଗା ତାରିଖ ତଥା ଦିନ ମାନଙ୍କରେ ପାଳନ ହୁଏ। ସମାନ ରୁହେ କେବଳ ତିଥି। ଏବେ ସବୁ ପର୍ବ ଦୁଇ ଦିନକୁ ରହୁଥିବା ବେଳେ ଗଣେଶ ଚତୁର୍ଥୀକୁ ନେଇ ମଧ୍ୟ ଦ୍ୱନ୍ଦ ଦେଖାଦେଇଛି। କେବେ ଆଉ କିପରି ଏଥର…

ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ କଳସ ରହିଛି ଏହି ମନ୍ଦିରରେ, କ’ଣ ଆପଣ ଜାଣିଛନ୍ତି କି?

ତ୍ରିଦେବଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଭୋଳାଶଙ୍କର। ଯିଏ ନିଜ ଭକ୍ତଙ୍କୁ ବହୁତ ଭଲ ପାଆନ୍ତି। ସେମାନଙ୍କ କଷ୍ଟକୁ ହରଣ କରନ୍ତି। ଭୋଳା ବାବା ଅଧର୍ମକୁ ସହି ପାରନ୍ତି ନାହିଁ। ଧର୍ମର ପ୍ରତିଷ୍ଠାରେ ସବୁ ଦେବତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ଶିବଙ୍କର ସ୍ଥାନ ଖୁବ ଉଚ୍ଚରେ ରହିଛି।…

ବିଷ୍ଣୁଙ୍କ ସ୍ୱରୂପ ଶାଳଗ୍ରାମ ସହିତ ମାତା ତୁଳସୀଙ୍କ ବିବାହ ପଛରେ ରହିଛି ଏହି ଧାର୍ମିକ ବିଶ୍ୱାସ,  ପାଳନ କରିବା…

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଦେବୋତ୍ଥାନ ଏକାଦଶୀ ବ୍ରତ ରଖାଯାଇଥାଏ। ଏହି ଦିନ ତୁଳସୀ ବିବାହ ମଧ୍ୟ କରାଯାଇଥାଏ। ତେବେ ଚଳିତ ବର୍ଷ ୫ ନଭେମ୍ବର ମାନେ ଆଜିର ଦିନରେ ତୁଳସୀ ବିବାହ ଉତ୍ସବ ପାଳନ କରାଯାଇଛି। ଏହିଦିନ ଭଗବାନ…