Browsing Tag

devotional

ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ବୁଧବାର କରନ୍ତୁ ଏହି ଉପାୟ, ବିଘ୍ନ ବିନାଶକ ଦୂର କରିବେ ସମସ୍ତ ଅସୁବିଧା

ପ୍ରାୟ ସମସ୍ତେ ଇଚ୍ଛା ରଖନ୍ତି ଈଶ୍ବରଙ୍କ ଆଶୀର୍ବାଦ ପାଇବା ପାଇଁ। ଅନେକ ଭଗବାନଙ୍କୁ ପୂଜା କରିବାର ବିଭିନ୍ନ ପ୍ରକାର ବିଧି ମଧ୍ୟ ରହିଛି। ଯାହାକି କିଛି ଲୋକଙ୍କୁ ଜଣା ମଧ୍ୟ ନାହିଁ। ତେଣୁ ଭଗବାନଙ୍କୁ ପୂଜା କରିବାର ସବୁ ବିଧି ମଧ୍ୟ ଜାଣିବା ଉଚିତ୍। ଆଜି ହେଉଛି ବୁଧବାର। ସମସ୍ତେ ଭାବନ୍ତି…

ବର୍ଷା ହେବାର ୬-୭ଦିନ ପୂର୍ବରୁ ଭିବଷ୍ୟବାଣୀ ଦେଇଥାଏ ଉତ୍ତରପ୍ରଦେଶର ଜଗନ୍ନାଥ ମନ୍ଦିର, ଜାଣନ୍ତୁ ଏହାର ବିଶେଷତ୍ୱ

ଭାରତ ପୁରା ବିଶ୍ୱରେ ଏପରି ଏକ ଭୁଖଣ୍ଡ ଯେଉଁଠି ବହୁ ଆଶ୍ଚର୍ଯ୍ୟଜନକ କଥା ଦେଖିବାକୁ ମିଳେ ଆପଣ ଜାଣିଛନ୍ତି ଭାରତ ହେଉଛି ବିଶ୍ଵର ଐତିହାସିକ ଓ ସାଂସ୍କୃତିକ ଦେଶ। ଯେଉଁଠି ଭଗବାନଙ୍କୁ ଖୁବ୍ ବିଶ୍ଵାସ କରନ୍ତି ଲୋକେ। ଏମିତିକି ଭାରତରେ ଅନେକ ରହସ୍ୟମୟ ମନ୍ଦିର ମଧ୍ୟ ଲୁଚି ରହିଛି। ଏପରିକି…

ମାଆଙ୍କୁ ହତ୍ୟା କରି ପ୍ରାୟଶ୍ଚିତ ପାଇଁ ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ ଋଷି ଜମଦାଗ୍ନୀ, ଆପଣ ବି ଥରେ ଦର୍ଶନ କରନ୍ତୁ…

ଏବେ ଚାଲିଛି ଶ୍ରାବଣ ମାସ। ଏହି ମାସର ପ୍ରତ୍ୟେକ ସୋମବାରରେ କାଉଡ଼ିଆମାନେ ଜଳାଭିଷେକ କରିବାକୁ ଆସିଥାନ୍ତି। ତେବେ କେବଳ ସୋମବାର ନୁହେଁ, ଶ୍ରାବଣ ମାସର ପ୍ରତ୍ୟେକ ଦିନର ସ୍ୱତନ୍ତ୍ରତା ରହିଛି। ତେବେ ଏହାରି ଭିତରେ ଚଳିତ ମାସରେ ଥିବା ପ୍ରଦୋଷ ବ୍ରତ ଏବଂ ମାନସିକ ଶିବରାତ୍ରୀର ସ୍ୱତନ୍ତ୍ର…

ପାହାଡ ଉପରେ କଟକ ସହରର ଆଉ ଏକ ସୁନ୍ଦର ଶୈବ ପୀଠ, ଶାନ୍ତ ପରିବେଶରେ ରହିଛି ଏହି ମନ୍ଦିର

ଆମ ଓଡିଶା କଳା ଓ ସଂସ୍କୃତିର ରାଜ୍ୟ। ଓଡ଼ିଶାର ପ୍ରତ୍ୟକ କୋଣରେ ଆପଣ ଏହାର ପ୍ରମାଣ ଦେଖିବାକୁ ପାଇବେ। କାରଣ ଅନେକ ସ୍ଥାନରେ ଆପଣଙ୍କୁ ବିଭିନ୍ନ ପ୍ରକାର ଦେବା ଦେବୀଙ୍କ ମନ୍ଦିର ଓ କାରୁକାର୍ଯ୍ୟ ଦେଖିବାକୁ ମିଳିବ। ଯେଉଁଥିରେ ରହିଛି ଆମ ମାଟି ଓଡ଼ିଶାର ଇତିହାସ ଓ କାରିଗରଙ୍କ ନିଖୁଣ କଳାକୃତି।…

ବାବା ଭୋଳାନାଥଙ୍କ ଉପରେ ହଜାର ହଜାର ବୋଲବମ ଭକ୍ତ କରୁଛନ୍ତି ଜଳଲାଗି

ଆରମ୍ଭ ହୋଇଯାଇଛି ଶ୍ରବଣ ମାସ, ପ୍ରଭୁ ଶିବ ଶଙ୍କରଙ୍କ ମାସ ହେଉଛି ଏହି ଶ୍ରାଵଣ ମାସ। ସେଥିପାଇଁ ତ କୁହାଯାଏ ଏହି ମାସକୁ କାର୍ତ୍ତିକ ମାସ ପରେ ଦ୍ଵିତୀୟ ପବିତ୍ର ମାସ ବୋଲି କୁହାଯାଏ। ବିଶ୍ୱାସ ରଖାଯାଏ ଯେ ଏହି ମାସରେ ପ୍ରଭୁ ଶିବଙ୍କ ମସ୍ତକରେ ଜଳାଭିଷେକ କଲେ ଭକ୍ତଙ୍କର ସବୁ ମନସ୍କାମନା…

ଶ୍ରାବଣ ମାସରେ ମୟୂର ପଙ୍ଖର କରନ୍ତୁ ଏହି ଖାସ୍‌ ଉପାୟ, ଆର୍ଥିକ ସଙ୍କଟ ଦୂର ହେବା ସହ ମିଳିବ ସବୁ ସୁଖ

ଶ୍ରାବଣ ମାସ ବିଶେଷ କରି ଭଗବାନ ଭୋଳାଶଙ୍କରଙ୍କୁ ସମର୍ପିତ କରାଯାଇଛି। ଏହି ମାସରେ କରାଯାଇଥିବା ଉପାୟର ଖୁବ ଶୀଘ୍ର ଫଳ ମିଳିଥାଏ। ସେମିତି ଜ୍ୟୋତିଷ ତଥା ବାସ୍ତୁ ଶାସ୍ତ୍ରରେ ମୟୂର ପଙ୍ଖ ର ଉପାୟକୁ ମଧ୍ୟ ବେଶି ଗୁରୁତ୍ୱ ଦିଆଯାଇଛି। ଯଦି ଶ୍ରାବଣ ମାସରେ ମୟୂର ପଙ୍ଖର କିଛି ଖାସ ଉପାୟ…

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ କରନ୍ତୁ ଏପରି ଉପାୟ, ଜାଣନ୍ତୁ କ’ଣ କରିବେ ନାହିଁ।

ଆରମ୍ଭ ହୋଇଛି ଶ୍ରାବଣ ମାସ। ବିଶ୍ୱାସ କରାଯାଏ ଯେ ଯଦି ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଲିଙ୍ଗ ସ୍ୱରୂପକୁ ପୂଜା କରାଯାଏ, ଭଗବାନ ଶିବ ଖୁବ୍ ଶୀଘ୍ର ପ୍ରସନ୍ନ ହୁଅନ୍ତି। ଆଜି ଆମେ ଆପଣଙ୍କୁ ଶିବଲିଙ୍ଗଙ୍କ ପୂଜା ସହ ଜଡିତ କିଛି ତଥ୍ୟ ବିଷୟରେ କହୁଛୁ, ଯାହା କରି ଆପଣ ଚାହୁଁଥିବା ଫଳାଫଳ…

ମହାରାଷ୍ଟ୍ରର ଏହି ସ୍ଥାନରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ସ୍ୱଂୟ ପ୍ରକଟ ହୋଇଥିଲେ ଭଗବାନ ଶ୍ରୀକୃଷ୍ଣ, ଜାଣନ୍ତୁ ଏହି…

ମହାରାଷ୍ଟ୍ରର ପଣ୍ଢରପୁରରେ ଶ୍ରୀକୃଷ୍ଣଙ୍କୁ ସମର୍ପିତ କରିବା ପାଇଁ ଏକ ପୁରୁଣା ମନ୍ଦିର ରହିଛି। ଯେଉଁଠି ଶ୍ରୀକୃଷ୍ଣଙ୍କ ରୂପରେ ବିଠଲ୍‌ ଭଗବାନ ଓ ମାତା ଋକ୍ମିଣୀଙ୍କ ପୂଜା କରାଯାଏ। ଆଷାଢ଼ ମାସରେ ସାରା ଦେଶରେ କୃଷ୍ଣ ଭକ୍ତ ପୁଣ୍ଡରିକର ବାରକରି ସମ୍ପ୍ରଦାୟ ଓ ଶ୍ରୀକୃଷ୍ଣଙ୍କ ଭକ୍ତ ଅନେକ ଦୂରରୁ…

ଚାରି ଧାମ ଯାତ୍ରା ପାଇଁ ଆସିଲା ବଡ଼ ଖବର, ହଟିଲା କେଦାରନାଥ ଧାମ ଗର୍ଭ ଗୃହ ଦର୍ଶନ ଉପରେ ଲାଗିଥିବା କଟକଣା

ଆରମ୍ଭ ହୋଇଛି ଚାରି ଧାମ ଯାତ୍ରା। ଯେଉଁଥିପାଇଁ ଚାରି ଧାମ ଯାଉଥିବା ଭକ୍ତଙ୍କ ପାଇଁ ଆସିଛି ବଡ ଖବର। ବର୍ତ୍ତମାନ ବହୁ ସଂଖ୍ୟାରେ ଭକ୍ତ କେଦାରନାଥ ଧାମରେ ​​ପହଞ୍ଚିବା ହେତୁ ଗର୍ଭ ଗୃହ ଦର୍ଶନ ନିଷେଧ କରାଯାଇଥିଲା। ଏହି ପ୍ରତିବନ୍ଧକକୁ ବର୍ତ୍ତମାନ ହଟାଇ ଦିଆଯାଇଛି। ଅର୍ଥାତ୍, ବର୍ତ୍ତମାନ…

ଅତି ସୁନ୍ଦର ଭାବେ ଫୁଲ ତିଆରି କରୁଛନ୍ତି ପ୍ରଭୁଙ୍କ ସେବକ, ରଥ ଯାତ୍ରା ପାଇଁ ଖୋର୍ଦ୍ଧାରୁ ଯିବ ସୋଲ ଫୁଲ

ଆଉ ମାତ୍ର ୩ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଯାହା ପାଇଁ ଏବେଠୁ ନିଜ ଭକ୍ତଙ୍କୁ ବଡ଼ ଦାଣ୍ଡରେ ଦର୍ଶନ ଦେବା ପାଇଁ ମନ୍ଦିରରୁ ବାହାରି ଆସିବେ ବଡ଼ ଠାକୁର। ଯାହା ପାଇଁ କେବଳ କାଳିଆ ଠାକୁର ନୁହେଁ, ପ୍ରଭୁଙ୍କ ଭକ୍ତମାନେ ମଧ୍ୟ ଏବେ ଠାରୁ ଅପେକ୍ଷା କରିଛନ୍ତି ରଥ ଯାତ୍ରାକୁ। ଯାହା ପାଇଁ…

ଦିନେ ବ୍ୟାସ ଋଷି ଏଠି କରୁଥିଲେ ଧ୍ୟାନ, ଆଜି ପାଲଟିଛି ପର୍ଯ୍ୟଟନ କ୍ଷେତ୍ର

ବ୍ୟାସ କୁଣ୍ଡର ଉତ୍ପତ୍ତି ବ୍ୟାସ ନଦୀରୁ ହୋଇଛି ବୋଲି ବିଶ୍ୱାସ କରାଯାଏ। ବ୍ୟାସ ନଦୀ ମନାଲିର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ। ବ୍ୟାସ କୁଣ୍ଡ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର, କାରଣ ଏହାର ଆଧ୍ୟାତ୍ମିକ ଦିଗ ମଧ୍ୟ ରହିଛି। କୁହାଯାଏ ଏଠାରେ ସ୍ନାନ କରିବା ଦ୍ୱାରା ଚର୍ମ ରୋଗ ଭଲ…

ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରା, ଶେଷ ହେଲା ଆଦ୍ୟ ପର୍ବ ପତରପେଣ୍ଡି

ସରିଲା ପ୍ରଭୁଙ୍କ ପତରପେଣ୍ଡି ବା ନିର୍ବନ୍ଧ । ପଶ୍ଚିମ ଓଡ଼ିଆରେ ବଡ଼ ପ୍ରସିଦ୍ଧ ଯାତ୍ରା ହେଉଛି ପ୍ରଭୁ ଶିବ ଓ ପାର୍ବତୀଙ୍କ ଶୀତଳ ଷଷ୍ଠୀ ଯାତ୍ରା। ଏଥିପାଇଁ ଚଳଚଂଚଳ ପଶ୍ଚିମ ଓଡ଼ିଆରେ ସମସ୍ତ ଶୈବ ପୀଠ। ଦୀର୍ଘ ଦୁଇ ବର୍ଷ ପରେ ସମ୍ବଲପୁରର ରାସ୍ତାରେ ଦେବ ଦେବ ମହାଦେବଙ୍କ ପାଇଁ ଶୋଭାଯାତ୍ରା…