Below header
Browsing Tag

devotional

ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରା, ଶେଷ ହେଲା ଆଦ୍ୟ ପର୍ବ ପତରପେଣ୍ଡି

ସରିଲା ପ୍ରଭୁଙ୍କ ପତରପେଣ୍ଡି ବା ନିର୍ବନ୍ଧ । ପଶ୍ଚିମ ଓଡ଼ିଆରେ ବଡ଼ ପ୍ରସିଦ୍ଧ ଯାତ୍ରା ହେଉଛି ପ୍ରଭୁ ଶିବ ଓ ପାର୍ବତୀଙ୍କ ଶୀତଳ ଷଷ୍ଠୀ ଯାତ୍ରା। ଏଥିପାଇଁ ଚଳଚଂଚଳ ପଶ୍ଚିମ ଓଡ଼ିଆରେ ସମସ୍ତ ଶୈବ ପୀଠ। ଦୀର୍ଘ ଦୁଇ ବର୍ଷ ପରେ ସମ୍ବଲପୁରର ରାସ୍ତାରେ ଦେବ ଦେବ ମହାଦେବଙ୍କ ପାଇଁ ଶୋଭାଯାତ୍ରା…

ଭଗବାନ ଗଣେଶଙ୍କୁ ଏମିତି କରନ୍ତୁ ପ୍ରସନ୍ନ, କେବେ ଆସିବ ନାହିଁ ଅସୁବିଧା

ବୁଧବାର ଦିନଟି ଭଗବାନ ଗଣେଶଙ୍କୁ ସମର୍ପିତ ହୋଇଥାଏ । ଶ୍ରୀ ଗଣେଶଙ୍କୁ ବିଘ୍ନହର୍ତ୍ତା କହିଥାନ୍ତି ଅର୍ଥାତ ସେ ସମସ୍ତଙ୍କ ଦୁଃଖ କଷ୍ଟ ହରଣ କରିଥାନ୍ତି । ମାନ୍ୟତା ରହିଛି ଏହି ଦିନ ଭଗବାନ ଗଣେଶଙ୍କୁ ପୂଜା ଅର୍ଚ୍ଚନା କରିବା ଦ୍ୱାରା ବିଘ୍ନ ବାଧା ସବୁଦିନ ପାଇଁ ଚାଲିଯାଇଥାଏ । ଯଦି ଆପଣ ଶ୍ରୀ…

ଆମ ରାଜ୍ୟର ଏଇ ଜାଗାରେ ରହିଛି ଆଉ ଏକ ଗୁପ୍ତେଶ୍ୱର ପୀଠ, ଜାଣନ୍ତୁ ଏହି ଜାଗାର ମହିମା

ଭକ୍ତର ବିଶ୍ୱାସ ହିଁ ଭଗବାନ । ତେବେ ସେଇ ଭକ୍ତିଭାବନା ନେଇ ଅନେକ ଅଲୌକିକ ଘଟଣାକୁ ସାମନା କରିଥାନ୍ତି ଭକ୍ତ । ଆପଣମାନେ ଜାଣିଥିବେ ଶଙ୍କର ଭଗବାନଙ୍କର ପ୍ରିୟ ହେଉଛି ବେଲପତ୍ର । ତେଣୁ ପ୍ରତିଦିନର ପୂଜା ହେଉ ଅବା ଅଭିଷେକ, ସବୁଥିରେ ମହାପ୍ରଭୁଙ୍କୁ ଲାଗି କରାଯାଏ ବେଲପତ୍ର । ତେବେ…

ଗୋପୀନାଥଙ୍କ ନାଗା ନୃତ୍ୟ ଓ କେଦାରେଶ୍ୱର ଭଉଁରୀ ଯାତ୍ରାରେ ମଜିଲେ ଭକ୍ତ

ଓଡ଼ିଶା ହେଉଛି ସଂସ୍କୃତି ଓ ପରମ୍ପରାର ରାଜ୍ୟ। ସେଥିପାଇଁ ଏଠି ବାର ମାସରେ ତେର ପର୍ବ ପାଳନ ହୁଏ। ଯେମିତି କେଉଁ ପୁରାତନ କାଳରୁ ପୁରୀରେ ପାଳନ ହୋଇଆସୁଛି ଭଉଁରୀ ଯାତ୍ରା। ବର୍ଷେ କି ଦୁଇ ବର୍ଷ ନୁହେଁ ଶହ ଶହ ବର୍ଷ ଧରି ମହାପ୍ରଭୁ ଗୋପୀନାଥଙ୍କ ପ୍ରସିଦ୍ଧ ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଥାଏ।…

ନୟାଗଡ଼ ଜିଲ୍ଲାର ପ୍ରଖ୍ୟାତ ଠାକୁରାଣୀ ମା’ ପେଟେଇଚଣ୍ଡି, ଆଶୀର୍ବାଦ ପାଇଁ ବାଟରେ ଅଟକି ଯାଆନ୍ତି ଭକ୍ତ

ଆମ ଓଡ଼ିଶାରେ ଅନେକ ଶକ୍ତି ପୀଠ ରହିଛି। ଯାହାକୁ ନେଇ ଭକ୍ତଙ୍କ ମନରେ ମଧ୍ୟ ସେତିକି ବିଶ୍ଵାସ । ତେବେ ସେହି ସବୁ ଶକ୍ତି ପୀଠ ମଧ୍ୟରୁ ଆଉ ଏକ ଶକ୍ତି ପୀଠ ହେଉଛି ନୟାଗଡ଼ ନୂଆଗାଁ ବ୍ଲକ ସିଙ୍ଗାରପଲ୍ଲୀ ପଂଚାୟତରେ । ଏଠାକାର ବନ୍ତଳା ଗ୍ରାମର ମା' ପେଟେଇଚଣ୍ଡି ଠାକୁରାଣୀଙ୍କ ମନ୍ଦିର।…

ଯାଜପୁର ବାସୁଦେବପୁର ଠାରେ ଅନୁଷ୍ଠିତ ହୋଇଛି ଶନିଶ୍ଚର ମହାଯଜ୍ଞ

ଯାଜପୁର (କେନ୍ୟୁଜ): ଆମ ପୁରାଣରେ ଶନିଦେବଙ୍କୁ ସୂର୍ଯ୍ୟ ପୁତ୍ର ଏବଂ କର୍ମଫଳ ଦାତା ବୋଲି କୁହାଯାଇଥାଏ। ସ୍ୱଭାବରେ କଠୋର ହେବା କାରଣରୁ ଶନି ଖରାପ କାମ ଏବଂ ଏହା ଅନୁଯାୟୀ ଦଣ୍ଡ ଦେଇଥାଆନ୍ତି। ଯେବେ ଶନି ଅଶୁଭ ଫଳ ଦେଇଥାଆନ୍ତି ତ ବ୍ୟକ୍ତିର ଖରାପ ସମୟ ଚାଲିଥାଏ। ଏମିତିରେ ଶନିବାର ଦିନ…

ଗଙ୍ଗା ସପ୍ତମୀରେ ଭଗବାନ ଶିବଙ୍କ ଜଟାରେ ପହଞ୍ଚିଥିଲେ ମା’ ଗଙ୍ଗା

ହିନ୍ଦୁ ଧର୍ମରେ ଗଙ୍ଗା ସପ୍ତମୀର ରହିଛି ବିଶେଷ ମହତ୍ୱ।ହିନ୍ଦୁ ଧର୍ମ ଅନୁସାରେ, ବୈଶାଖ ମାସର ଶୁକ୍ଳ ପକ୍ଷର ସପ୍ତମୀ ତିଥିରେ ଗଙ୍ଗା ସପ୍ତମୀ ପାଳନ କରାଯାଏ। ତେବେ ଏହାକୁ ପାଳନ କରିବା ପଛରେ ମଧ୍ୟ ରହିଛି ବିଶେଷ କାରଣ। ଗଙ୍ଗା ସପ୍ତମୀର ସମ୍ବନ୍ଧ ପବିତ୍ର ଗଙ୍ଗା ନଦୀ ସହ ରହିଛି। ଧାର୍ମିକ…

ପୂଜା କରିବା ସମୟରେ ଜାଣନ୍ତୁ କେଉଁ ଠାକୁରଙ୍କ ପାଇଁ କେଉଁ ଫୁଲ ଅର୍ପଣ କରିବା ଉଚିତ୍‌

ଆପଣ ଲକ୍ଷ୍ୟ କରିଥିବେ ଯେ ବେଳେ ବେଳେ ମନ୍ଦିରରେ ପୂଜାରୀ ଆମକୁ ଠାକୁରଙ୍କ ଚରଣରୁ ଫୁଲ କିମ୍ବା ଫୁଲ ମାଳ ଆଣି ଦେଇଥାନ୍ତି। ମନ୍ଦିରରୁ ଠାକୁରଙ୍କ ପାଖରୁ ପାଇଥିବା ଏହି ଫୁଲ କିମ୍ବା ମାଳକୁ ସାଧାରଣତଃ ଆମେ ଘରକୁ ନେଇ ଆସିଥାଉ। କିନ୍ତୁ କିଛି ଦିନ ପରେ ଏହି ଫୁଲ ଶୁଖି ଯିବା ପରେ ଲୋକେ ଭାବନ୍ତି…

ଶୁକ୍ରବାର ଦିନ କରନ୍ତୁ ଏହି ପୂଜା, ଜୀବନରେ ସବୁ ସମସ୍ୟାରୁ ପାଇଯିବେ ମୁକ୍ତି

ହିନ୍ଦୁ ଧର୍ମରେ ଶୁକ୍ରବାର ଦିନ ବିଶେଷ ମହତ୍ତ୍ୱ ରହିଛି। ଶୁକ୍ରବାର ଦିନ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି। ମାନ୍ୟତା ରହିଛି ଯେ ଶୁକ୍ରବାର ଦିନ ବ୍ରତ ରଖି ବିଧି ବିଧାନ ସହ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ। ଏମିତିରେ ମାତା ପ୍ରସନ୍ନ ହୋଇ ନିଜ…

ଆଜି ମାଆଙ୍କର ଚୈତ୍ର ନବରାତ୍ରୀ ପର୍ବ, ମାତାଙ୍କୁ ପ୍ରସନ୍ନ କରିବା ପାଇଁ ପୂଜାରେ ଲଗାନ୍ତୁ ଏହି ଭୋଗ

ଆମ ହିନ୍ଦୁ ଧର୍ମରେ ୧୨ମାସରେ ରହିଛି ୧୩ ପର୍ବ। ଯାହାକୁ ଆମେ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରିଥାଉ। ସେଥିମଧ୍ୟରୁ ଚୈତ୍ର ନବରାତ୍ରୀ ଅନ୍ୟତମ। ଚୈତ୍ରମାସର ଏହି ପୂଜା ମା’ ଦୁର୍ଗାଙ୍କୁ ମନାସି କରାଯାଏ। ହିନ୍ଦୁ ପରମ୍ପରା ଅନୁଯାୟୀ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କଲେ ଅର୍ଥାତ ଅପ୍ରେଲ ମାସର…

ବିନା ମୂର୍ତ୍ତିରେ ଏହି ମନ୍ଦିରରେ ହୋଇଥାଏ ଅମ୍ବାଜୀଙ୍କ ପୂଜା, ଆଖିରେ ପଟି ବାନ୍ଧି କରାଯାଏ ପୂଜାର୍ଚ୍ଚନା

ଗୁଜୁରାଟର ବଣାସକାଣ୍ଠାରେ ଅବସ୍ଥିତ ମାଆ ଅମ୍ବାଜୀ ମନ୍ଦିର। ଦେଶର ସବୁଠୁ ପ୍ରମୁଖ ମନ୍ଦିର ମଧ୍ୟରୁ ଏହା ହେଉଛି ଏକ। ଏହି ମନ୍ଦିର ଖାସ୍‌ ରୂପେ ଦୁର୍ଗା ମାତା ମାନେ ଅମ୍ବା ଦେବୀଙ୍କୁ ସମର୍ପିତ କରାଯାଇଛି। ଏହି ମନ୍ଦିରକୁ ନେଇ ମଧ୍ୟ ଅନେକ ଧାର୍ମିକ ମାନ୍ୟତା ରହିଛି। କୁହାଯାଏ କି ଏହି ସ୍ଥାନରେ…

ଭଗବାନଙ୍କୁ ଭୋଗ ଲଗାଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ମିଳିଥାଏ ଅଶୁଭ ଫଳ

ହିନ୍ଦୁ ଧର୍ମରେ ପ୍ରାଚୀନ କାଳରୁ ମନ୍ଦିରରେ କିମ୍ବା ଘରେ ଦେବା ଦେବୀଙ୍କ ମୂର୍ତ୍ତି ସମ୍ମୁଖରେ ପ୍ରସାଦ ଅର୍ପଣ କରିବାର ପରମ୍ପରା ରହିଆସିଛି। କେଉଁ ଦେବତାଙ୍କୁ କେଉଁ ନୈବେଦ୍ୟ ଅର୍ପଣ କରାଯିବା କଥା ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିକାଲି ଲୋକମାନେ କୌଣସି ଜିନିଷ ଆଣି ଭଗବାନଙ୍କ ନିକଟରେ…