Below header
Browsing Tag

dhenkanal

ଶୌଚ ହେବାକୁ ଯାଇ ଦନ୍ତା ଆକ୍ରମଣରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ଢେଙ୍କାନାଳ (କେନ୍ୟୁଜ): ଦଳି ଦେଲା ଦନ୍ତା ହାତୀ । ଶୌଚ ହେବାକୁ ଯାଇ ଦନ୍ତା ଆକ୍ରମଣରେ ଜଣେ ମୃତ । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଗୁହାଳଡିହ ଗ୍ରାମର ଘଟଣା । ମୃତକ ହେଲେ ୫୫ ବର୍ଷୀୟ ଜୟାନନ୍ଦ ସୁତାର । ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି ।…

ଢେଙ୍କାନାଳ ମହାବିରୋଡ଼ ବ୍ୟାଙ୍କ ଲୁଟ ଘଟଣା: ୬ କେଜି ସୁନା ସହ ୯ ଡକାୟତ ଗିରଫ

ଢେଙ୍କାନାଳ(କେନ୍ୟୁଜ୍):  ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଗତ ୩ ତାରିଖ ଦିନ ଦ୍ବିପହରରେ ଗୁଳି ଫୁଟାଇ ଟଙ୍କା ଓ ସୁନା ବାକ୍ସ ଲୁଟିବା ଘଟଣାରେ ଆଜି ଡକାୟତଙ୍କୁ ଗିରଫ କରିଛି ପୋଲିସ। ଆଜି ଏସପିଙ୍କ କାର୍ଯ୍ୟାଳୟରେ ଉତ୍ତର କେନ୍ଦ୍ରାଞ୍ଚଳ ଡି.ଆଇଜି…

ସରସ୍ୱତୀ ପୂଜାରେ ହାଇଡ୍ରାମା: ସ୍କୁଲରେ ପୂଜା ଚାଲିଥିବା ବେଳେ ମୂର୍ତ୍ତି କଚାଡି ଭାଙ୍ଗିଦେଲେ ୨ ଭଉଣୀ

ଢେଙ୍କାନାଳ (କେନ୍ୟୁଜ): ସରସ୍ୱତୀ ପୂଜାରେ ହାଇଡ୍ରାମା । ସ୍କୁଲରେ ପଶି ସରସ୍ୱତୀ ମୂର୍ତ୍ତିକୁ କଚାଡି ଭାଙ୍ଗି ଦେଲେ ଦୁଇ ଭଉଣୀ । ଏଭଳି ଅଘଟଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ କଣ୍ଟାପାଳ ସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ। ଗତକାଲି ସରସ୍ୱତୀ…

ପିକନିକ ସାରି ଫେରୁଥିବା ବେଳେ ବ୍ରିଜ ତଳକୁ ଖସିଲା ବସ୍ : ୨ମୃତ, ୪୦ଗୁରୁତର

ଢେଙ୍କାନାଳ (କେନ୍ୟୁଜ): ସକାଳୁ ସକାଳୁ ଦୁର୍ଘଟଣା । ଢେଙ୍କାନାଳ ସଦର ଥାନା ଢେଙ୍କାନାଳ ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚୁପଟି ନିକଟ କେନାଲକୁ ଓଲଟିଲା ପିକନିକ ବସ । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ବସରେ ଥିବା ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଅଛନ୍ତି। ମୃତାହତ ମାନେ କେନ୍ଦ୍ରାପଡା…

ଗୁଳିମାଡ଼ କରି ବିଜେଡି ଯୁବନେତାଙ୍କୁ ଅପହରଣ ଉଦ୍ୟମ,ଅଳ୍ପକେ ବର୍ତ୍ତିଗଲେ

ଢେଙ୍କାନାଳ(କେନ୍ୟୁଜ୍):  ଢେଙ୍କାନାଳ ଟାଉନ ଥାନା PWD କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ଯୁବ ନେତାଙ୍କୁ ଅପହରଣ ଉଦ୍ୟମ । ବିଦ୍ୟୁତ କାଟ ସମୟରେ କାହ୍ନୁ ଚରଣ ସାହୁଙ୍କୁ ଅପହରଣ ଉଦ୍ୟମ । ୪ ଜଣ ଦୁର୍ବୃତ୍ତ ଅପହରଣ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲେ । ପରେ ତାଙ୍କ ଉପରକୁ ଗୁଳିମାଡ଼ କରିଥିବା…

ଢେଙ୍କାନାଳ ଆଇଟିଆଇ କଲେଜରେ କଣ ଘଟୁଛି? ପ୍ରାର୍ଥନା ସଭାରେ କାହିଁକି ଅଚେତ ହେଉଛନ୍ତି ଛାତ୍ରଛାତ୍ରୀ ?

ଢେଙ୍କାନାଳ(କେନ୍ୟୁଜ୍): ପ୍ରାର୍ଥନା ସଭାରେ କାହିଁକି ଅଚେତ ହେଉଛନ୍ତି ଛାତ୍ରଛାତ୍ରୀ ? ପ୍ରାର୍ଥନା ବେଳେ ଅଚେତ ହେବାର କାରଣ କଣ ? ଢେଙ୍କାନାଳ ସରକାରୀ ଆଇଟିଆଇ କଲେଜରେ ବାରମ୍ବାର ଏଭଳି ଘଟଣା ପରେ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟ ଭୟର ବାତାବରଣ ଖେଳିଯାଇଛି । ଗତକାଲି ପ୍ରାର୍ଥନା ସଭା ଚାଲୁଥିବା…

ଢେଙ୍କାନାଳ: ତାଳବାହଳସ୍ଥିତ ଟାଟାଷ୍ଟିଲ ନିକଟରେ ଗୁଳିକାଣ୍ଡ, ଜଣେ ଗୁରୁତର

ଢେଙ୍କାନାଳ(କେନ୍ୟୁଜ୍): ମେରାମଣ୍ଡଳୀର ତାଳବାହଳସ୍ଥିତ ଟାଟାଷ୍ଟିଲ ପାଚେରୀ କଡ଼ରେ ଗୁଳିକାଣ୍ଡ । ଘଟଣା ସ୍ଥଳରେ ଜଣେ ଗୁରୁତର । ଗୁଳିକାଣ୍ଡର କାରଣ ଏଯାବତ ଅସ୍ପଷ୍ଟ ରହିଛି । ଗୁରତର ଜଣକ ବିହାର ଅଂଚଳର ରବି ସିଂ ବୋଲି ଜଣାପଡିଛି । ଗୁରୁତରଙ୍କୁ ଅନୁଗୋଳ ମୁଖ୍ୟଡାକ୍ତରଖାନାରେ ଭର୍ତ୍ତି…

ATM ଲୁଟ ଘଟଣା : ଯୁବକଙ୍କ ମୃତ୍ୟୁକୁ ନେଇ ଗନ୍ଦିଆ ପୋଲିସ ବିରୋଧରେ ସାଂଘାତିକ ଅଭି‌ଯୋଗ ଆଣିଲେ ପରିବାର ଲୋକେ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳର ଗନ୍ଦିଆ ପୋଲିସ ବିରୋଧରେ ସାଂଘାତିକ ଅଭି‌ଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଚନ୍ଦିଆ ଗ୍ରାମର ଭାଗବତ ପାଣି। ଥାନାରେ ତାଙ୍କ ପୁଅ ନିରଞ୍ଜନଙ୍କୁ ଅମାନୁଷିକ ନିର୍ଯାତନା ଦେବାସହ ପିଟିପିଟି ମାରି ଦେଇଥିବା ଅଭିଯୋଗ…

ଢେଙ୍କାନାଳ ଲକ୍ଷ୍ମୀପୂଜା ଭସାଣୀ ବେଳେ ଗଣ୍ଡଗୋଳ, ୭ ଆହତ

ଢେଙ୍କାନାଳ(କେନ୍ୟୁଜ୍):ଲକ୍ଷ୍ମୀପୂଜା ଭଷାଣୀ ସମୟର ଗଣ୍ଡଗୋଳ, ଭଙ୍ଗାରୁଜା, ୭ ଆହତ । ଢେଙ୍କାନାଳ ଲକ୍ଷ୍ମୀପୂଜା ଭଷାଣୀକୁ ନେଇ ଦୁଇ ବଜାର ପୂଜା ପ୍ରତିଷ୍ଠାନ ମଧ୍ୟରେ ମାଡ଼ପିଟ ଓ ଭଙ୍ଗାରୁଜା । କଣ୍ଟାନାଳି ପୂଜା କମିଟି ଓ ବନମାଳି ପ୍ରସାଦ ପୂଜା କମିଟିର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି ।…

ଢେଙ୍କାନାଳ: ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୩ ମଦ ମାଫିଆ ଗିରଫ

କାମାକ୍ଷାନଗର(କେନ୍ୟୁଜ୍):ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ କାମାକ୍ଷାନଗର ,ପରଜଙ୍ଗ ,ଭୁବନ ଓ ଗଁନ୍ଦିଆ ଅବକାରୀ ବିଭାଗ ମିଳିତ ଟିମ ପରଜଙ୍ଗର ବିଭିନ୍ନ ଅଂଚଳରେ ଚଢ଼ାଉ କରିଥିଲେ । ଚଢ଼ାଉରେ ପରଜଙ୍ଗ…

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ: ୭ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥର ଭେଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ରୟାଲ ନାମକ ଯାତ୍ରୀବାହୀ ବସ । ବସରେ ଥିବା ୭ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ,ଅଳ୍ପକେ ବର୍ତ୍ତି ଯାଇଛନ୍ତି ୬୦ରୁ ଅଧିକ…

ଖୁବ ଶୀଘ୍ର ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକାତାକୁ ଗଡିବ ନୂଆ ଟ୍ରେନ: ଧର୍ମେନ୍ଦ୍ର

(କେନ୍ୟୁଜ): ସମ୍ବଲପୁରରୁ କୋଲକାତା ଗଡିବ ଟ୍ରେନ । ତାଳଚେର, ଅନୁଗୋଳ ଓ ଢେଙ୍କାନାଳ ଦେଇ କୋଲକାତାକୁ ଚଳାଚଳ କରିବ। କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍‌ ଯୋଗେ ଏକ ସ୍ୱତନ୍ତ୍ର ବଗିରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳ ଗସ୍ତ…